Latest Odisha News

BREAKING NEWS

Yearly Archives

2026

Fresh Kuki-Naga clashes:ମଣିପୁରରେ ପୁଣି ହିଂସା; ୯ ଜଣଙ୍କ ମୃତ୍ୟୁ, ଶାନ୍ତି ପାଇଁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ:ରବିବାର ଦିନ ମଧ୍ୟ ମଣିପୁରର ହିଂସା ପ୍ରଭାବିତ ପାହାଡିଆ ଜିଲ୍ଲାଗୁଡ଼ିକରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଲାଗିରହିଛି । ଦୁଇ ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ସାମ୍ପ୍ରତିକ ହିଂସାତ୍ମକ ସଂଘର୍ଷରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ନଅରେ ପହଞ୍ଚିଛି। ଏହି ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ…

ସିଜେଆଇଙ୍କୁ ଭେଟିବେ, ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଲଢ଼େଇ ଜାରି ରଖିବେ; ଖଡ଼ଗେ କହିଲେ – ଦେଶରେ ଅଘୋଷିତ…

ନୂଆଦିଲ୍ଲୀ: ଦେଶବ୍ୟାପୀ ଚାଲିଥିବା ପ୍ରତିବାଦ ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ମଧ୍ୟରେ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ବିରୋଧୀ ଦଳ ଗଣତନ୍ତ୍ର ଏବଂ ଲୋକଙ୍କ…

ବଲିଉଡର ସେହେନସା; ବିଗ୍ ବି’ଙ୍କ ନାଁରେ ରହିଛି ଏସବୁ ରେକର୍ଡ…

ମୁମ୍ବାଇ: ହିନ୍ଦି ଚଳଚ୍ଚିତ୍ର ଦୁନିଆର ଶେହେନଶାହ ଆଜି ମଧ୍ୟ କୋଟି କୋଟି ଭାରତୀୟଙ୍କ ହୃଦୟରେ ରାଜ୍ କରୁଛନ୍ତି ।  ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କର କ୍ୟାରିୟରରେ ସେ ଅନେକ ସ୍ମରଣୀୟ ଫିଲ୍ମରେ ଅଭିନୟ କରିଥିବେ ବେଳେ ୮୪ ବର୍ଷରେ ପଦାର୍ପଣ କରିଛନ୍ତି। ପ୍ରମୁଖ ପୁରସ୍କାର ଜିତିଛନ୍ତି…

CJP on Detentions: ‘ଜନତାଙ୍କ ଉପରେ ଖାକିର ଚାପ…ନିଜ ନାଗରିକଙ୍କ ବିରୋଧରେ ସରକାରଙ୍କ ଯୁଦ୍ଧ!’, ମୁକୁଳିବା ପରେ…

ନୂଆଦିଲ୍ଲୀ: ଦିଲ୍ଲୀରେ CJPର ଆନ୍ଦୋଳନକୁ ନେଇ ରାଜନୈତିକ ଉତ୍ତେଜନା ଥମିବାର ନାଁ ନେଉନାହିଁ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଶନିବାର ହୋଇଥିବା ପ୍ରତିବାଦ ଓ ବ୍ୟାପକ ଅଟକ ପରେ ରବିବାର ଏକ୍‌ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ କୋର୍ଟ CJPର ପ୍ରମୁଖ ନେତା ଅଭିଜିତ…

Major Flood Hits Nepal: ନେପାଳରେ ପୁଣି ପ୍ରଳୟଙ୍କରୀ ବନ୍ୟା! ଘର, ପୋଲ, ବେସ୍ କ୍ୟାମ୍ପକୁ ଭସାଇ ନେଲା ବୁଢ଼ୀ…

କାଠମାଣ୍‌ଡୁ: ପିଛା ଛାଡୁନି ବିପର୍ଯ୍ୟୟ! ନେପାଳରେ ପୁଣି ପ୍ରକୃତିର ତାଣ୍ଡବ! ହଠାତ୍ ମାଡ଼ି ଆସିଲା ବନ୍ୟା। ଦେଖୁ ଦେଖୁ ନଦୀର ପ୍ରଖର ସ୍ରୋତରେ ଭାସିଗଲା ଘର, ପୋଲ ଓ ନିର୍ମାଣାଧୀନ ଜଳବିଦ୍ୟୁତ୍ ପ୍ରକଳ୍ପର ବେସ୍ କ୍ୟାମ୍ପ। ନଦୀରେ ମାଟି, ପଥର ଓ ବିଶାଳ ଗଛ ଭାସି ଆସିବା ସହ ଚାରିଆଡ଼େ ଧ୍ୱଂସର…

ପାର୍ବଣ ପୂର୍ବରୁ ପୋଲିସକୁ ବଡ ସଫଳତା;ଚେକିଂ ବେଳେ ଦେଶୀ ବନ୍ଧୁକ ଓ ଗୁଳି ଜବତ

ଆନନ୍ଦପୁର:କେନ୍ଦୁଝର ପୋଲିସର କଡ଼ା ପଦକ୍ଷେପ । ଆନନ୍ଦପୁର ଏସ୍‌ଡିପିଓ କମଳ କୁମାର ପଣ୍ଡାଙ୍କ ନେତୃତ୍ୱରେ ରବିବାର ସକାଳୁ ଚାଲିଥିବା ଚେକିଂ । ଏହି ସମୟରେ ବାପ-ପୁଅଙ୍କଠାରୁ ଦୁଇଟି ଦେଶୀ ବନ୍ଧୁକଏବଂ ବିପୁଳ ପରିମାଣର ଗୁଳି ଜବତ କରାଯାଇଛି। କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ…

ଛାତ୍ର ସଂସଦ ନିର୍ବାଚନ; ମଇଦାନରେ ୩୪୭ କଲେଜ ଓ ୧୩ ବିଶ୍ୱବିଦ୍ୟାଳୟରେ ୬୭୦୮ ପ୍ରାର୍ଥୀ…

ଭୁବନେଶ୍ୱର: ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଉତ୍ସାହର ମାହୋଲ ରହିଛି। ଦୀର୍ଘ ଆଠ ବର୍ଷର ବ୍ୟବଧାନ ପରେ ହେବାକୁ ଥିବା ଏହି କ୍ୟାମ୍ପସ୍ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ଅକ୍ଟୋବର ୧୫…

୮୪ ବର୍ଷରେ ବିଗ୍ ବି; କେବିସିରେ ଜନ୍ମଦିନ ସେଲିବ୍ରେଟ କଲେ ମାଧୁରୀ… 

ମୁମ୍ବାଇ: ଆଜି ୮୪ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ମେଗାଷ୍ଟା ର ଅମିତାଭ ବଚ୍ଚନ। ୧୯୪୨ ମସିହା ଅକ୍ଟୋବର ମାସ ୧୧ ତାରିଖରେ ଉତ୍ତରପ୍ରଦେଶର ଆହ୍ଲାବାଦ ଠାରେ ଜନ୍ମ ଗ୍ରହଣ କରିଥିଲେ ଅମିତାଭ। ଯାହା ଏବେ ପ୍ରୟାଗରାଜ ଭାବେ ପରିଚିତ । ତାଙ୍କ ଜନ୍ମଦିନ ଅବସରରେ ‘କୌନ ବନେଗା କୋରଡ଼ପତି’ରେ ଏକ…

SC on CJP Protest: ବ୍ୟାରିକେଡ୍ ହଟାଅ, ଇଣ୍ଟରନେଟ୍ ଚାଲୁ କର…CJP ଆନ୍ଦୋଳନ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼…

ନୂଆଦିଲ୍ଲୀ: ଦିଲ୍ଲୀରେ CJP ଆନ୍ଦୋଳନକୁ ନେଇ ପୋଲିସର କଟକଣା ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ସାଧାରଣ ଲୋକଙ୍କ ଯାତାୟାତ ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ଅଦାଲତ ଗୁରୁତ୍ୱ ଦେଇଛନ୍ତି। ଯେଉଁ ସ୍ଥାନରେ ଆଇନଶୃଙ୍ଖଳା ନେଇ ପ୍ରକୃତ ଆଶଙ୍କା ରହିଛି, କେବଳ ସେଠାରେ ଆବଶ୍ୟକ ଅନୁଯାୟୀ…

ଦିଲ୍ଲୀରେ ମୁକ୍ତ ହେଲେ ୩ CJP ନେତା, ରହିଛି ଏହି ସର୍ତ୍ତ… 

ନୂଆଦିଲ୍ଲୀ: ଦିଲ୍ଲୀର ଏକ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ କୋର୍ଟ କୋକ୍ରୋଚ୍ ଜନତା ପାର୍ଟି (CJP) ନେତା ଅଭିଜିତ୍ ଦୀପକେ, ଆଶୁତୋଷ ରାଙ୍କା ଏବଂ ସୌରଭ ଦାସଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅକ୍ଟୋବର ୧୦ ତାରିଖରେ CJP ପ୍ରତିବାଦରେ ଯୋଗ ଦେବାକୁ ଆସିଥିବା ଏହି ତିନି…