Latest Odisha News

BREAKING NEWS

Yearly Archives

2026

ପାର୍ବଣରେ ଭିଜିବ ଓଡ଼ିଶା! ଏସବୁ ଜିଲ୍ଲାକୁ ଆଲର୍ଟ…

ଭୁବନେଶ୍ୱର: ଅକ୍ଟୋବର ମାସରେ ଏକ ନୂତନ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ଏକ ଘୂର୍ଣ୍ଣିବଳୟ ଆଣ୍ଡାମାନ ସାଗର ଆଡ଼କୁ ଅଗ୍ରସର ହେଉଥିବା ବେଳେ ୧୩ ଅକ୍ଟୋବର ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ରିପୋର୍ଟ ଅନୁଯାୟୀ,…

ବକ୍ସ ଅଫିସରେ ଧମାଲ କରୁଛି ଦୃଶ୍ୟମ୍ 3, ୪୦୦ କୋଟି ପାର୍

ମୁମ୍ବାଇ: ଦୃଶ୍ୟମ୍ 3 ବକ୍ସ ଅଫିସରେ ବକ୍ସ ଅଫିସରେ ଧମାଲ କରୁଛି। ଆଜି ଫିଲ୍ମଟି ଥିଏଟରରେ ୧୧ ଦିନ ପୂରଣ କରିଛି ଏବଂ ଏହାର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରଖିଛି। ଅଜୟ ଦେବଗନ ମଧ୍ୟ ଅନେକ ରେକର୍ଡ ଭାଙ୍ଗିଛନ୍ତି। ଦୃଶ୍ୟମ୍: ଦି କନକ୍ଲୁଜନ ପ୍ରଥମ ଦିନରେ ୬୨ କୋଟି ସହିତ ଏହାର ବକ୍ସ ଅଫିସ୍…

ରିୟାଦରେ ଭୟଙ୍କର ଆକ୍ରମଣ:ସାଉଦି ଆରବ ବିମାନବନ୍ଦରରେ ହୁତି ବିଦ୍ରୋହୀଙ୍କ ମିସାଇଲ୍ ମାଡ଼ରେ ୧୨ ମୃତ, ୩୦୦ରୁ ଅଧିକ ଆହତ

ରିୟାଦ: ସାଉଦି ଆରବର ରାଜଧାନୀ ରିୟାଦସ୍ଥିତ କିଙ୍ଗ ଖାଲିଦ୍ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ଧରଣର ଆକ୍ରମଣ ଘଟିଯାଇଛି। ୟେମନର ଇରାନ-ସମର୍ଥିତ ହୁତି ବିଦ୍ରୋହୀଙ୍କ ଦ୍ୱାରା କରାଯାଇଥିବା ଏହି ଭୟାନକ ମିସାଇଲ୍ କିମ୍ବା ଡ୍ରୋନ୍ ଆକ୍ରମଣରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୦୦ରୁ ଅଧିକ…

ଜେଲେନସ୍କିଙ୍କୁ ସମାଲୋଚନା କଲେ ଟ୍ରମ୍ପ: ନୂତନ ରାଷ୍ଟ୍ରପତି ଆସିବାର ସମୟ ଆସିଯାଇଛି

ଆମେରିକା: ଆମରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରୁଷର ତୈଳ ବିସୋଧନାଗାରରେ କ୍ରମାଗତ ଭାବେ ଆକ୍ରମଣ ଜାରି ରଖିଥିବାରୁ ଟ୍ରମ୍ପ ଏହାକୁ ବିରୋଧ କରିଛନ୍ତି ଏବଂ ୟୁକ୍ରେନରେ ଜଣେ 'ନୂତନ ରାଷ୍ଟ୍ରପତି' ଆସିବାର…

୪ବର୍ଷରେ ପାଣିରେ ବୁଡି ଗଲାଣି ୩୬୮୪ ଜୀବନ;୨୭୨୯ଜଣଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର…

ଭୁବନେଶ୍ବର: ଦିନକୁଦିନ ଜଳାଶୟରେ ବୁଡ଼ି ଦୁର୍ଘଟଣା ସଂଖ୍ୟା ବଢିବାରେ ଲାଗିଛି । ଗତ ୪ବର୍ଷରେ ଜଳାଶୟରେ ୬୪୭୮ଟି ବୁଡ଼ି ଦୁର୍ଘଟଣା ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗରେ ଦ୍ବାରା ପଞ୍ଜୀକରଣ ହୋଇଛି। ଏହି ପଞ୍ଜୀକରଣ ହୋଇଥିବା ଜଳରେ ବୁଡ଼ି ଦୁର୍ଘଟଣାରେ ୩୬୮୪ଜଣଙ୍କର ଶୋଚନୀୟ ମୃତ୍ୟୁ…

ମହାବିଦ୍ୟାଳୟ ପରିସରରେ ଵୋମା ମାଡ;କଲେଜ ପରିସରରେ ଭୟର ବାତାବରଣ

ବାଙ୍କୀ: ବାଙ୍କୀ ସ୍ଵଂୟ ଶାସିତ ମହାବିଦ୍ୟାଳୟରେ ପରିସରରେ ଵୋମା ମାଡ ହୋଇଛି । ଦୁର୍ବୃତ୍ତ ଵୋମା ମାଡ କରି ଫେରାର ହୋଇ ଯାଇଛନ୍ତି । ବାଙ୍କୀ କଲେଜ ଅଧ୍ୟକ୍ଷ ପ୍ରମୋଦ କୁମାର ପଣ୍ତା ଏହି ସୂଚନା ଦେଇଛନ୍ତି । ତେବେ ଵୋମା ମାଡ ପରେ କଲେଜ ଅଧ୍ୟକ୍ଷ କଣ ପଦକ୍ଷେପ ନେବେ ତାହା ଆସନ୍ତାକାଲି ଜଣାପଡିବ…

ଭୋଟର ତାଲିକାରେ ନାମ ସାମିଲ ପାଇଁ ସ୍ୱତନ୍ତ୍ର ଅଭିଯାନ;ଯୁବ ଭୋଟରମାନଙ୍କଠାରୁ ୩୨,୦୬୭ଟି ଫର୍ମ-୬ ଆବେଦନପତ୍ର ଗ୍ରହଣ

ଭୁବନେଶ୍ୱର:ଇସିଆଇଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାରେ ଭୋଟର ତାଲିକାରେ ନାମ ସାମିଲ କରିବା ଉଦ୍ଦେଶ୍ୟରେ ରାଜ୍ୟବ୍ୟାପୀ ଏକ ସ୍ୱତନ୍ତ୍ର ଅଭିଯାନ ଆୟୋଜନ କରାଯାଇଥିଲା। ଅକ୍ଟୋବର ୭ ରୁ ୯ ତିନିଦିନିଆ ସ୍ୱତନ୍ତ୍ର ଅଭିଯାନ ଅଧୀନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ ୨୬,୪୪୬ଟି ସ୍ୱତନ୍ତ୍ର ଶିବିର…

Attack on Airport:ସାଉଦି ଆରବ ଉପରେ ହୁତି ବିଦ୍ରୋହୀଙ୍କ ଆଉ ଏକ ଆକ୍ରମଣ;ବିମାନବନ୍ଦରକୁ କରାଗଲା ଟାର୍ଗେଟ

ନୂଆଦିଲ୍ଲୀ:ଶନିବାର ଦିନ ସାଉଦି ରାଜଧାନୀ ରିୟାଦରେ ଥିବା କିଙ୍ଗ ଖାଲିଦ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବିସ୍ଫୋରଣ ଖବର ମିଳିବା ପରେ ଖାଲି କରିଦିଆଯାଇଛି। ନାମ ଗୋପନ ରଖି ଜଣେ ସାଉଦି ଅଧିକାରୀ ଆସୋସିଏଟେଡ୍ ପ୍ରେସକୁ କହିଛନ୍ତି ଯେ ଏକ ଯାତ୍ରୀ ଟର୍ମିନାଲରେ ଏକ କ୍ଷେପଣାସ୍ତ୍ର ମାଡ଼ ହେବା ପରେ…

ଏହି ଦିନ କଟକଚଣ୍ଡୀ ମନ୍ଦିର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

କଟକ: ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ନବକଳେବର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ । ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକଚଣ୍ଡୀ ମନ୍ଦିର ଉଦ୍‌ଘାଟନ କରିବେ । ଏଥିସହ ଗଡ଼ଗଡ଼ିଆ ଘାଟ ନିକଟରେ ଥିବା କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ…

୧୪ ବର୍ଷରେ ୬.୮ ଲକ୍ଷ ପେଙ୍ଗୁଇନ୍ ଗାଏବ ! ଆଣ୍ଟାର୍କଟିକାର ସର୍ବବୃହତ କଲୋନୀରେ ଘଟିଲା କ’ଣ ?

ନୂଆଦିଲ୍ଲୀ: ଆଣ୍ଟାର୍କଟିକାର ଯେଉଁ ଦ୍ୱୀପରେ  ଦିନେ ଦୁନିଆର ସବୁଠୁ ବଡ଼ ପେଙ୍ଗୁଇନ୍ କଲୋନୀ ଥିଲା, ସେଠାରେ ବର୍ତ୍ତମାନ ସେମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି । ଏକ ନୂତନ ଅଧ୍ୟୟନ ଅନୁଯାୟୀ, ସମୁଦ୍ରର ବୃଦ୍ଧି ପାଉଥିବା ତାପମାତ୍ରା ଏବଂ ଖାଦ୍ୟର ଅନ୍ୱେଷଣ ଏହି ପେଙ୍ଗୁଇନ୍‌ମାନଙ୍କ…