Shree Mandir Threat: ଶ୍ରୀମନ୍ଦିରକୁ ବୋମା ଧମକ ଘଟଣା, ଧରାପଡ଼ିଲା ଅଭିଯୁକ୍ତ
ପୁରୀ: ଶ୍ରୀମନ୍ଦିରକୁ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ପୋଷ୍ଟ କରି ଯୁବକ ଗିରଫ । ଅଭିଯୁକ୍ତ ପ୍ରତୀକ ମିଶ୍ରଙ୍କୁ ଗିରଫ କଲା ସିଂହଦ୍ବାର ଥାନା ପୋଲିସ । ଯୁବତୀଙ୍କ ନାଁରେ ଫେସବୁକ୍ ଆକାଉଣ୍ଟ ଖୋଲି ଧମକପୂର୍ଣ୍ଣ ପୋଷ୍ଟ କରିଥିଲେ । ଆଉ ଧରାପଡ଼ିବା ପରେ ସତ ଜାଣି ସମସ୍ତେ ଏବେ ଚକିତ। ପ୍ରେମରେ ବିଫଳ…