SIMBox: ୧୨ଟି ସିମ୍ ବକ୍ସ ଜବତ;୨ କେରଳ ଯୁବକଙ୍କୁ ଧରିଲା ସ୍ପେଶାଲ ସ୍କ୍ବାଡ୍
ଭୁବନେଶ୍ବର:ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ସିମ୍ ବକ୍ସ ଜବତ ହୋଇଛି । ଚନ୍ଦ୍ରଶେଖରପୁରର ଏକ ହଷ୍ଟେଲରୁ ଠାବ ହୋଇଛି ସିମ୍ ବକ୍ସ । ୧୨ଟି ସିମ୍ ବକ୍ସ ଜବତ କରିବା ସହ ୨ଜଣ କେରଳ ଯୁବକଙ୍କୁ ଅଟକ ରଖାଯାଇଛି ।
ଆସାମରୁ ସିମ୍ ଆଣିଥିଲେ ଯୁବକମାନେ । ଅନ୍ତର୍ଜାତୀୟ କଲ୍କୁ ଲୋକାଲ୍ କଲ୍ରେ…