ପଶ୍ଚିମବଙ୍ଗ ଉପନିର୍ବାଚନ: ନନ୍ଦୀଗ୍ରାମ ଓ ରେଜିନଗରରେ ବିଜେପିର ବାଜିମାତ; ମୁସଲିମ ବହୁଳ ଅଞ୍ଚଳରେ ଶୁଭେନ୍ଦୁଙ୍କ ବଡ଼…
କୋଲକାତା: ପଶ୍ଚିମବଙ୍ଗ ଉପନିର୍ବାଚନରେ ବିଜେପି ନିଜର ଦବଦବା ବଜାୟ ରଖି ନନ୍ଦୀଗ୍ରାମ ଏବଂ ମୁସଲିମ ବହୁଳ ରେଜିନଗର ଆସନରେ ଐତିହାସିକ ବିଜୟ ହାସଲ କରିଛି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ଦଳ ନନ୍ଦୀଗ୍ରାମରେ ୧.୨୨ ଲକ୍ଷରୁ ଅଧିକ ଭୋଟ୍ର ରେକର୍ଡ ବ୍ୟବଧାନରେ ଜିତିଥିବା ବେଳେ…