Latest Odisha News

BREAKING NEWS

Yearly Archives

2026

ରେଳ ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା: ୩ ଦିନ ପାଇଁ ରାସ୍ତା ମଝିରୁ ଫେରିବ ଏକାଧିକ ମେମୁ ଟ୍ରେନ୍

ଭୁବନେଶ୍ୱର: ଟ୍ରେନ୍ ଯାତ୍ରୀଙ୍କ ପାଇଁ ଏକ ଜରୁରୀ ଖବର। ଯଦି ଆପଣ ଆଗାମୀ ଦିନରେ ମେମୁ ଟ୍ରେନ୍ ଯୋଗେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଘରୁ ବାହାରିବା ପୂର୍ବରୁ ରେଳ ବିଭାଗର ନୂଆ ସୂଚନା ଉପରେ ନଜର ପକାଇ ନିଅନ୍ତୁ। ପୂର୍ବତଟ ରେଳପଥ ପକ୍ଷରୁ କିଛି ସ୍ଥାନୀୟ ମେମୁ ଟ୍ରେନ୍‌ର ଚଳାଚଳକୁ…

ଭାରତକୁ ଫେରିବ ଫର୍ମୂଲା ୱାନ: ସରକାର ଗଠନ କଲେ ଟାସ୍କ ଫୋର୍ସ

ନୂଆଦିଲ୍ଲୀ: ଭାରତରେ ମୋଟରସ୍ପୋର୍ଟସର ପୁନରୁଦ୍ଧାର ଏବଂ ବିକାଶ ସହ ଫର୍ମୂଲା ୱାନ ପୁଣି ଥରେ ଦେଶକୁ ଫେରାଇ ଆଣିବା ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଏହି ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ଏକ ୧୦ ଜଣିଆ ବିଶିଷ୍ଟ ‘ଟାସ୍କ ଫୋର୍ସ’ ଗଠନ କରାଯାଇଛି । ନୀତି…

ଚଳିତ ମୌସୁମୀରେ ନୂଆ ରେକର୍ଡ: ବଙ୍ଗୋପସାଗରରେ ସୃଷ୍ଟି ହେଲାଣି ୧୧ଟି ଲଘୁଚାପ

ଭୁବନେଶ୍ୱର: ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଉପରେ ବେଶ୍ ସକ୍ରିୟ ରହିଛି । ଗୋଟିଏ କି ଦୁଇଟି ନୁହେଁ, ଚଳିତ ମୌସୁମୀ ଋତୁରେ ବର୍ତ୍ତମାନ ସୁଦ୍ଧା ରାଜ୍ୟ ୧୧ଟି ଲଘୁଚାପର ସମ୍ମୁଖୀନ ହେଲାଣି । ବଙ୍ଗୋପସାଗରରେ ଘନ ଘନ ସୃଷ୍ଟି ହେଉଥିବା ଏହି ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ…

ମହଙ୍ଗା ଜାଲରେ ଛନ୍ଦି ହେଲାଣି ମଧ୍ୟବିତ୍ତ ପରିବାର: ଦରଦାମ ନିୟନ୍ତ୍ରଣ କରିବାରେ ପ୍ରଶାସନ ଫେଲ୍!

ଭୁବନେଶ୍ୱର: ଦୁଆର ମୁହଁରେ ପାର୍ବଣ ଋତୁ । ଆଉ କିଛି ଦିନ ପରେ ଆରମ୍ଭ ହେବ ଜଗତଜନନୀ ମା' ଦୁର୍ଗାଙ୍କ ପୂଜା । ପୂଜାକୁ ନେଇ ଲୋକଙ୍କ ମନରେ ଉତ୍ସାହ ଥିବା ବେଳେ, ବଜାରର ସ୍ଥିତି କିନ୍ତୁ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି । ପାର୍ବଣ ପୂର୍ବରୁ ରାଜ୍ୟରେ ଅହେତୁକ ଦରଦାମ ବୃଦ୍ଧି ଖାଉଟିଙ୍କ…

ଏମକେସିଜି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅଗ୍ନିକାଣ୍ଡ

ବ୍ରହ୍ମପୁର: ଏମକେସିଜି ମେଡିକାଲରେ ଅଗ୍ନିକାଣ୍ଡ। ସ୍ତ୍ରୀ ଓ ପ୍ରସୂତି ବିଭାଗର ଦୁଇ ନମ୍ବର କୋଠାରେ ଲାଗିଥିଲା ନିଆଁ। ଦ୍ୱିତୀୟ ମହଲାରେ ଥିବା ଅପରେସନ ଥିଏଟରର ନିଶ୍ଚେତକ କକ୍ଷରେ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ ବିଭାଗ ଆସି ତୁରନ୍ତ ନିଆଁକୁ ଆୟତ୍ତ କରିଛନ୍ତି । ଅନେକ ବିଭାଗରେ…

ଟି୨୦ ଆନ୍ତର୍ଜାତୀୟରେ ଜସପ୍ରୀତ ବୁମରାଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ:ଭାରତୀୟ ସ୍ପିଡ୍ ଷ୍ଟାର୍ ଜସପ୍ରୀତ ବୁମରା ଟି୨୦ ଆନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ଆଫଗାନିସ୍ତାନ ବିପକ୍ଷ ଟି୨୦ ମ୍ୟାଚ୍‌ରେ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ଓହ୍ଲାଇଥିବା ବେଳେ ବୁମରା ପ୍ରଥମ ଓଭରରେ କୌଣସି ରନ୍ ନଦେଇ ମେଡେନ୍ ଓଭର…

ଜନ୍ତର ମନ୍ତର ହିଂସା ମାମଲାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ସ୍ୱତନ୍ତ୍ର ଭରଦ୍ୱାଜଙ୍କୁ ଜାମିନ ପ୍ରଦାନ କଲେ ପଟିଆଲା…

ନୂଆଦିଲ୍ଲୀ: ଜନ୍ତର ମନ୍ତରରେ କକରୋଚ୍ ଜନତା ପାର୍ଟିର ପ୍ରତିବାଦ ସମୟରେ ସାମାଜିକ କର୍ମୀ ନିଶୁ ଆଜାଦଙ୍କ ବାପା ସଞ୍ଜୟ କୁମାରଙ୍କ ଉପରେ ହୋଇଥିବା ପ୍ରାଣଘାତୀ ଆକ୍ରମଣ ମାମଲାରେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜଙ୍କୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ତିନି ସପ୍ତାହର ଅନ୍ତରୀଣ…

ୟୁପିଆଇ କାରବାର ନେଇ ନୂଆ ନିୟମ:ଜାଣନ୍ତୁ ନୂଆ ସ୍ଲାବ୍

ନୂଆଦିଲ୍ଲୀ: ଡିଜିଟାଲ୍ ଇଣ୍ଡିଆ ଯୁଗରେ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ ବା ୟୁପିଆଇ ଏବେ ପ୍ରତ୍ୟେକ ବ୍ୟକ୍ତିଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ୟୁପିଆଇ କାରବାର ଉପରେ ଚାର୍ଜ ଲାଗିବା ନେଇ ଲୋକଙ୍କ ମନରେ ଥିବା ଆଶଙ୍କା ମଧ୍ୟରେ ଏକ ବଡ଼ ଆଶ୍ୱସ୍ତିକର ଖବର ଆସିଛି ।…

ଡିସେମ୍ବର ୪ରେ ବିବାହ ବନ୍ଧନରେ ବାନ୍ଧିହେବେ ରିଙ୍କୁ-ପ୍ରିୟା

ଲକ୍ଷ୍ନୌ:ଭାରତୀୟ କ୍ରିକେଟ୍ ଦଳର ତାରକା ବ୍ୟାଟ୍ସମ୍ୟାନ୍ ରିଙ୍କୁ ସିଂ ଏବଂ ସମାଜବାଦୀ ପାର୍ଟିର ଯୁବ ସାଂସଦ ପ୍ରିୟା ସରୋଜ ଆସନ୍ତା ଡିସେମ୍ବର ୪ ତାରିଖରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ଲକ୍ଷ୍ନୌର ପ୍ରସିଦ୍ଧ ‘ରାମାଡା ହୋଟେଲ’ରେ ଏହି ହାଇ-ପ୍ରୋଫାଇଲ୍ ବିବାହ ଉତ୍ସବ ଅନୁଷ୍ଠିତ…

ଜମ୍ମୁ-କଶ୍ମୀରରେ ହ୍ରାସ ପାଉଛି ଆତଙ୍କୀ କାର୍ଯ୍ୟକଳାପ, ବର୍ଷକ ମଧ୍ୟରେ କେବଳ ଜଣେ ନୂଆ ଆତଙ୍କବାଦୀ ଚିହ୍ନଟ

ଶ୍ରୀନଗର: ପ୍ରତିରକ୍ଷା ମନ୍ତ୍ରଣାଳୟର ବାର୍ଷିକ ରିପୋର୍ଟରେ ଜମ୍ମୁ ଏବଂ କଶ୍ମୀରର ବର୍ତ୍ତମାନର ସୁରକ୍ଷା ପରିସ୍ଥିତି ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ଭାରତୀୟ ସେନାର ନିରନ୍ତର ପ୍ରୟାସ ଯୋଗୁଁ, ଜମ୍ମୁ ଏବଂ କାଶ୍ମୀରର ସୁରକ୍ଷା ପରିସ୍ଥିତି ସାମଗ୍ରିକ…