Stock Market Crash: ସେନସେକ୍ସ ୨୭୦୦ ପଏଣ୍ଟ ହ୍ରାସ, ତଳମୁହାଁ ଷ୍ଟକ୍ ବଜାର
ନୂଆଦିଲ୍ଲୀ: ଇରାନ ସଙ୍କଟ ମଧ୍ୟରେ ଆଜି ଘରୋଇ ଷ୍ଟକ୍ ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନସେକ୍ସ ୭୮,୫୪୩.୭୩ ସହ ଖୋଲିଛି, ଯାହା ୨,୭୪୩ ପଏଣ୍ଟ କିମ୍ବା ୩.୩୭% ହ୍ରାସ ପାଇଛି। ତଳମୁହାଁ ହୋଇଛି ଷ୍ଟକ୍ ବଜାର। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୫୦…