ହାଇଦ୍ରାବାଦର ‘ଗୋଲ୍ଡେନ ଗଣେଶ’; ୨୪ କ୍ୟାରେଟ ସୁନା ଓ ୩.୮୩ ଲକ୍ଷ ହୀରା
ହାଇଦ୍ରାବାଦ: ଗଣେଶ ଚତୁର୍ଥୀର ପବିତ୍ର ଅବସରରେ ହାଇଦ୍ରାବାଦର ବେଗମ ବଜାରରେ ଥିବା ଲିଚି ପର୍ଲ ସେଟ୍ ଜୁଏଲସ୍ ରେ ଏକ ଭବ୍ୟ ଏବଂ ଅନନ୍ୟ ଗଣେଶ ମୂର୍ତ୍ତି ସ୍ଥାପନ କରାଯାଇଛି।
ଏହି ୨୪ କ୍ୟାରେଟ୍ ସୁନା ପ୍ଲେଟେଡ୍ ମୂର୍ତ୍ତି ୩୮୩,୮୦୦ ଆମେରିକୀୟ ହୀରାରେ ସଜ୍ଜିତ। ଯାହା ଭକ୍ତମାନଙ୍କ ପାଇଁ ଏକ…