political equation change: ଟିଏମସିକୁ ବଡ଼ ଝଟକା, କଂଗ୍ରେସରେ ଯୋଗଦେଲେ ଟିଏମସି ସାଂସଦ ମୌସମ ନୁର
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ଦେଖାଦେଇଛି। ଦୀର୍ଘ ଦିନ ଧରି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଲା ।ତୃଣମୂଳ କଂଗ୍ରେସ ରାଜ୍ୟସଭା ସାଂସଦ ମୌସମ ବେନଜିର ନୁର ଆନୁଷ୍ଠାନିକ ଭାବରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଛନ୍ତି। ୨୦୨୬ ବିଧାନସଭା ନିର୍ବାଚନ…