ବ୍ୟାଡମିଂଟନରୁ ଅବସର ଘୋଷଣା କଲେ ସାଇନା
ନୂଆଦିଲ୍ଲୀ: ଭାରତର ମହାନ ବ୍ୟାଡମିଂଟନ ଖେଳାଳି ତଥା ଅଲିମ୍ପିକ ପଦକ ବିଜେତା ସାଇନା ନେହ୍ୱାଲ ଅବସର ଘୋଷଣା କରିଛନ୍ତି । ଦୀର୍ଘ ଦିନ ହେବ ଏହି ଷ୍ଟାର ମହିଳା ଖେଳାଳି ଆଂଠୁ ସମସ୍ୟାରେ ପଡିଥିଲେ । ବର୍ତମାନ ଶରୀର ମୋତେ ଆଉ ସହଯୋଗ କରୁନି । ଅବସର ନେବା ପାଇଁ ମୁଁ ବାଧ୍ୟ ହୋଇଛି ବୋଲି ସେ…