ଫୁଟବଲ୍ ଜଗତରେ ଶୋକର ଛାୟା: ଗୋଲକିପରଙ୍କ ସହ ଧକ୍କା ହୋଇ ସ୍ପେନିସ୍ ଫୁଟବଲର ଜିସସ ଡି ମିଗୁଏଲଙ୍କ ପରଲୋକ
ସ୍ପେନ୍: ଫୁଟବଲ୍ ଦୁନିଆରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ସ୍ପେନର ଦ୍ୱିତୀୟ ଡିଭିଜନ୍ ଲିଗ୍ ମ୍ୟାଚ୍ ସମୟରେ ପଡ଼ିଆ ମଧ୍ୟରେ ଗୋଲକିପରଙ୍କ ସହ ଭୟଙ୍କର ଧକ୍କା ହେବା କାରଣରୁ ସ୍ପାନିଶ ଫୁଟବଲର ଜିସସ ଡି ମିଗୁଏଲ ଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୦ ବର୍ଷ ବୟସ…