ଜାତୀୟ ଟାଏକୋଣ୍ଡୋ ଚାମ୍ପିୟନସିପ: ଓଡିଶା ଟିମ ଜିତିଲା ୪୯ ପଦକ
ପୁରୀ: ଚଳିତ ବର୍ଷ ଟାଏକୋଣ୍ଡୋ ଫେଡେରେସନ ଅଫ ଇଣ୍ଡିଆ ଓ ମଧ୍ୟପ୍ରଦେଶ ଟାଏକୋଣ୍ଡୋ ସଂଘ ମିଳିତ ଆନୁକୂଲ୍ୟରେ ମଧ୍ୟପ୍ରଦେଶର ଇଣ୍ଡୋରଠାରେ ଜାତୀୟ ସବ ଜୁନିଅର ଓ ଜୁନିଅର କିରୋଗୀ ଓ ପୁଂସି ଟାଏକୋଣ୍ଡୋ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଭାରତର ବିଭିନ୍ନ ରାଜ୍ୟରୁ ସର୍ବମୋଟ ୧୦୫୦ ରୁ ଉର୍ଦ୍ଧ…