Latest Odisha News

BREAKING NEWS

Yearly Archives

2026

Explosives dump in Dantewada:ଜଙ୍ଗଲରୁ ମାଓଡମ୍ପ୍‌ ଠାବ; AK-47, ବିଜିଏଲ୍ ଲଞ୍ଚର୍ ସହ ବିପୁଳ ଗୁଳିଗୋଳା ଜବତ

ଦନ୍ତେୱାଡ଼ା:ଛତିଶଗଡ଼ର ଦକ୍ଷିଣ ବସ୍ତର ଦନ୍ତେୱାଡ଼ା ଜିଲ୍ଲାରେ ସୁରକ୍ଷା ବାହିନୀ ପକ୍ଷରୁ ନକ୍ସଲ-ବିରୋଧୀ ଅଭିଯାନ ଚାଲିଛି। ଏହି କ୍ରମରେ, ଏକ ତଲାସୀ ଅଭିଯାନ ସମୟରେ ବାହିନୀ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ସୁରକ୍ଷା ବାହିନୀ ବାରସୁର ଜଙ୍ଗଲରେ ନକ୍ସଲମାନଙ୍କର ଏକ ବଡ଼ ଅସ୍ତ୍ରଶସ୍ତ୍ର ଡମ୍ପ…

୨୦୨୭ ବିଶ୍ୱକପ୍‌ରେ ବୁମରା-ଭୁବନେଶ୍ୱର ଯୋଡ଼ି ? 

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳକୁ ପ୍ରାୟ ୪ ବର୍ଷ ପରେ ସିନିୟର ଦ୍ରୁତ ବୋଲର ଭୁବନେଶ୍ୱର କୁମାର ପ୍ରତ୍ୟାବର୍ତ୍ତନ କରିଛନ୍ତି ।  ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଟି୨୦ ଦଳରେ ସାମିଲ ହେବା ପରେ, ପୂର୍ବତନ ସ୍ପିନର ଆର. ଅଶ୍ୱିନ୍ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି । ଅଶ୍ୱିନ୍‌ଙ୍କ ମତରେ, ୨୦୨୭…

ଦିଲ୍ଲୀ ସୀମାପୁରୀ ଅଞ୍ଚଳରେ ଭୁଶୁଡିଲା ଆଉ ଏକ କୋଠା: ଏକାଧିକ ତଳେ ମାଟି ତଳେ ଫସି ରହିଥିବା ସନ୍ଦେହ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ଏକ ବହୁତଳ ଆବାସିକ କୋଠା ଭୁଶୁଡ଼ି ପଡ଼ିଛି। ବୁଧବାର ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ରେ ସୀମାପୁରୀର ଇଦ୍‌ଗା ମାଛ ମାର୍କେଟ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣାରେ କିଛି ଲୋକ ଆହତ ହୋଇଥିବା ବେଳେ ଅନେକ ଲୋକ ମାଟିତଳେ ଫସି…

୫ କୋଟି ଟଙ୍କାର ଖବରକୁ ନେଇ ନୀରବତା ଭାଙ୍ଗିଲେ ବିରାଟ, ପ୍ରେମାନନ୍ଦ ମହାରାଜଙ୍କୁ ନେଇ କହିଦେଲେ ଏପରି କଥା

ନୂଆଦିଲ୍ଲୀ: ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ରସିକ ଦୁଲାରୀ ଶରଣଙ୍କ ମୃତ୍ୟୁ ପରେ ‘କେଳିକୁଞ୍ଜ ଆଶ୍ରମ’ କ୍ରମାଗତ ଭାବେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ପରିପ୍ରେକ୍ଷୀରେ, ‘ଶ୍ରୀକୃଷ୍ଣ ଜନ୍ମଭୂମି ସଂଘର୍ଷ ନ୍ୟାସ’ର ସଭାପତି ଫଳାହାରୀ ମହାରାଜ ଏହି ଆଶ୍ରମକୁ ନେଇ ଏକ ଚାଞ୍ଚଲ୍ୟକର ଦାବି…

ଚୋରା ବାଲି କାରବାର ଉପରେ ପୋଲିସର ବଡ଼ ଆକ୍ସନ;୫ ଟ୍ରାକ୍ଟର ସହ ୫ ଡ୍ରାଇଭର ଅଟକ

ବାରିପଦା:ଚୋରା ବାଲି କାରବାର ଉପରେ ପୋଲିସର ବଡ଼ ଆକ୍ସନ । ମୟୂରଭଞ୍ଜର ବଡ଼ସାହିରେ ପୋଲିସର ଅତର୍କିତ ଚଢ଼ାଉ । ବୁଧବାର ସକାଳୁ ବୁଢ଼ାବଳଙ୍ଗ ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ ଅଭିଯୋଗରେ ପାଇକପଡ଼ା ବାଲିଘାଟରେ ଅତର୍କିତ ଚଢ଼ାଉ କରିଛି ବଡ଼ସାହି ପୋଲିସ। ପାଇକପଡ଼ା ବେଆଇନ ବାଲିଘାଟରେ…

ଗୁପଚୁପ୍ ଖାଉଥିଲେ ସାବଧାନ! ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଛି…

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଅଧିକାରୀମାନେ ସହରର ଏକ ଗୁପଚୁପ୍ ପ୍ରସ୍ତୁତି କେନ୍ଦ୍ରରେ ଚଢ଼ଉ କରିଥିଲେ। ସୂଚନା ଅନୁଯାୟୀ, 'ଗୁପଚୁପ୍' ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ଓ ସଂରକ୍ଷିତ କରାଯାଉଥିବା ନେଇ ଖବର ମିଳିବା ପରେ ବିଏମସିର ଖାଦ୍ୟ ସୁରକ୍ଷା ଦଳ ସହରର…

UP woman English: ସାଧାରଣ ଗୃହିଣୀଙ୍କ ମୁହଁରେ ଅନର୍ଗଳ ଇଂରାଜୀ! ପ୍ରିୟଙ୍କା ଚୋପ୍ରା କଲେ ବାଃ ବାଃ…ହେଲେ ଭିଡିଓ…

ଲକ୍ଷ୍ନୌ: ସାଧାରଣ ଗାଁର ଗୃହିଣୀଟିଏ। ସକାଳୁ ଉଠି ଘର କାମ, ତା’ପରେ ବିଲକୁ ଯାଇ ଚାଷ କାମ। ହେଲେ ଏହି ଦେହାତୀ ମହିଳା ଯେତେବେଳେ ଇଂରାଜୀ କହନ୍ତି, ପାଟିରେ ବାଟୁଳି ବାଜେନି । ଫଟାଫଟ୍ ଏବଂ ଅତି ସ୍ପଷ୍ଟ ଓ ନିଖୁଣ ଇଂରାଜୀ କୁହନ୍ତି । କେଉଁଠି ଅଟକନ୍ତି ନାହିଁ କି ଡରନ୍ତି ନାହିଁ। ଆଉ ତାଙ୍କର…

ପୁଣି ଚର୍ଚ୍ଚାରେ ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶର ଗୋଟିଏ ସର୍ତ୍ତକୁ ବିରୋଧ କଲେ…

ମୁମ୍ବାଇ: ମୁମ୍ବାଇରେ ଦିଶା ସାଲିଆନ୍ ମୃତ୍ୟୁ ମାମଲାରେ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ଆସିଯାଇଛି। ଏହା ପରଠାରୁ ପୁଣିଥରେ ଉକ୍ତ ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୁମ୍ବାଇର ମଲାଡ୍ ଅଞ୍ଚଳରେ ଏକ ବହୁମହଲା କୋଠାରୁ ପଡ଼ି ଦିଶାଙ୍କ ମୃତ୍ୟୁ ୮ ଜୁନ୍ ୨୦୨୦ ମସିହାରେ ହୋଇଥିଲା। ସିବିଆଇ ଏହି…

Congress over Repo Rate: ‘ଭଲ ନୁହେଁ, ଆସିଗଲା ଶୋଷଣର ଦିନ’! ରେପୋ ରେଟ୍ ବଢ଼ିବା ପରେ ମୋଦି ସରକାରକୁ କଂଗ୍ରେସର…

ନୂଆଦିଲ୍ଲୀ: ରେପୋ ରେଟ୍ ବୃଦ୍ଧିକୁ ନେଇ ଏବେ ତେଜ ହୋଇଛି ରାଜନୈତିକ ବୟାନବାଜି। ଆରବିଆଇ ରେପୋ ରେଟ୍‌କୁ ୨୫ ବେସିସ୍ ପଏଣ୍ଟ ବଢ଼ାଇ ୫.୫୦ ପ୍ରତିଶତ କରିବା ପରେ ମୋଦି ସରକାରକୁ ଟାର୍ଗେଟ୍ କରିଛି କଂଗ୍ରେସ। ଦଳର ଅଭିଯୋଗ, ଏହି ନିଷ୍ପତ୍ତି ଲୋନ୍ ନେଇଥିବା ଲୋକଙ୍କ ଉପରେ ଆର୍ଥିକ ବୋଝ ବଢ଼ାଇବ।…

BrahMos Contract For Navy:ନୌସେନାର ଶକ୍ତି ବୃଦ୍ଧି କରିବ ବ୍ରହ୍ମୋସ୍; ୬୬୧ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ:ଭାରତୀୟ ନୌସେନାର ଯୁଦ୍ଧପୋତଗୁଡ଼ିକର ସାମୁଦ୍ରିକ ଆକ୍ରମଣ କ୍ଷମତା ବୃଦ୍ଧି କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ୬୬୧.୫୦ କୋଟି ଟଙ୍କାର ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି। ଏହି ଚୁକ୍ତିନାମା ଅଧୀନରେ ନୌସେନାର ଜାହାଜଗୁଡ଼ିକ ପାଇଁ 'ବ୍ରହ୍ମୋସ୍' (BrahMos) ଫାୟାର୍ କଣ୍ଟ୍ରୋଲ୍…