Brown Sugar Seizure: ବ୍ରାଉନସୁଗାର ସହ ୨୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ, ୨ ଅଭିଯୁକ୍ତ ଅଟକ
ଅନୁଗୁଳ: ଅନୁଗୁଳ ସହରର ହାତୀଶାଳପଡ଼ା ଭଡ଼ା ଘରେ ଚାଲିଥିଲା ଧଳା ଜହର କାରବାର । ଅନୁଗୁଳ ଥାନା ଓ ଜିଲା ମୋବାଇଲ ସ୍ୱାର୍ଡ ପକ୍ଷରୁ ମିଳିତ ଚଢ଼ାଉ କରି ୨୮ଗ୍ରାମ ବ୍ରାଉନ ସୁଗାର ଜବତ କରାଯିବା ସହ ୨ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ । ଅଟକ ୨ଅଭିଯୁକ୍ତଙ୍କ ନିକଟରୁ ନଗଦ ୨୬ଲକ୍ଷ ୫ହଜାର…