Latest Odisha News

BREAKING NEWS

Yearly Archives

2026

BrahMos Contract For Navy:ନୌସେନାର ଶକ୍ତି ବୃଦ୍ଧି କରିବ ବ୍ରହ୍ମୋସ୍; ୬୬୧ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ:ଭାରତୀୟ ନୌସେନାର ଯୁଦ୍ଧପୋତଗୁଡ଼ିକର ସାମୁଦ୍ରିକ ଆକ୍ରମଣ କ୍ଷମତା ବୃଦ୍ଧି କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ୬୬୧.୫୦ କୋଟି ଟଙ୍କାର ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି। ଏହି ଚୁକ୍ତିନାମା ଅଧୀନରେ ନୌସେନାର ଜାହାଜଗୁଡ଼ିକ ପାଇଁ 'ବ୍ରହ୍ମୋସ୍' (BrahMos) ଫାୟାର୍ କଣ୍ଟ୍ରୋଲ୍…

ଓଡ଼ିଶା ବନ୍ଦ; ଆସନ୍ତାକାଲି ବନ୍ଦ ରହିବ ଅଟୋ ସେବା

ଭୁବନେଶ୍ୱର: 'ଇଣ୍ଡିଆ' ମେଣ୍ଟ ଦ୍ୱାରା ଡାକରା ଦିଆଯାଇଥିବା ୧୨ ଘଣ୍ଟିଆ ରାଜ୍ୟବ୍ୟାପୀ ବନ୍ଦ ସମର୍ଥନରେ ଆସନ୍ତାକାଲି ସାରା ଓଡ଼ିଶାରେ ଅଟୋ-ରିକ୍ସା ସେବା ବନ୍ଦ ରହିବ। ଏନେଇ ରାଜଧାନୀ ଅଟୋ ଚାଳକ ସଂଘ କହିଛି ଯେ ବନ୍ଦ ସମୟରେ ଭୁବନେଶ୍ୱର ଏବଂ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ କୌଣସି ଅଟୋ ଚାଲିବ…

୧୫ରେ ପରଦାକୁ ଆସିବ ‘ଜେଲର୍‌-୨’; ଟ୍ରେଲରରେ ରଜନୀକାନ୍ତଙ୍କ ଦମଦାର ଝଲକ୍

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜେଲର୍‌-୨’ର ଟ୍ରେଲର ରିଲିଜ ହୋଇଛି। ପୁଣି ଥରେ ‘ଟାଇଗର’ ମଥୁଭେଲ ପାଣ୍ଡିଆନ ଭୂମିକାରେ ପରଦାକୁ ଫେରୁଛନ୍ତି ରଜନୀକାନ୍ତ । ନେଲସନ ଦିଲୀପକୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ 'ଜେଲର୍'ର ସିକ୍ୱେଲ । ‘ଜେଲର୍‌-୨’ ଟ୍ରେଲରରେ ଭରପୂର ଆକ୍ସନ୍ ସହ ବହୁ…

ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଚୌଦ୍ୱାର ଜେଲ୍‌ର ନିଲମ୍ବିତ ବରିଷ୍ଠ ଅଧୀକ୍ଷକ

କଟକ:ଚୌଦ୍ୱାର ଜେଲ୍‌ର ନିଲମ୍ବିତ ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ । ସେ ଆଜି ହାଇକୋର୍ଟରେ ଜାମିନ ଆବେଦନ ଦାୟର କରିଛନ୍ତି। ପୂର୍ବରୁ ସେପ୍ଟେମ୍ବର ୩୦ରେ କଟକ ଅତିରିକ୍ତ ଦୌରା ଜଜ୍‌ ତଥା ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ତାଙ୍କ ଜାମିନ ଆବେଦନକୁ ଖାରଜ…

Kiara Advani Pregnancy: ସରାୟା ହେବେ ବଡ଼ ଭଉଣୀ! କିଆରା-ସିଦ୍ଧାର୍ଥଙ୍କ ଘରେ ପୁଣି ଶୁଭିବ କୁଆଁ କୁଆଁ ଡାକ, ନିଆରା…

ମୁମ୍ବାଇ: ବଲିଉଡ୍‌ର ଷ୍ଟାର୍‌ କପଲ୍‌ କିଆରା ଆଡଭାନୀ ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ଘରେ ପୁଣି ଖୁସିର ମାହୋଲ୍‌। ପୁଣି ଥରେ ପିତାମାତାର ସୌଭାଗ୍ୟ ପାଇବାକୁ ଯାଉଛନ୍ତି ସିଡକିଆରା । ଦୁହେଁ ଦ୍ୱିତୀୟ ସନ୍ତାନ ଆସିବାର ଖୁସିଖବର ପ୍ରଶଂସକଙ୍କ ସହ ସେୟାର କରିଛନ୍ତି। ଆଉ ଏହି ଖୁସିଖବର ଦେବାର…

IAS ସ୍ତରରେ ଅଦଳବଦଳ; ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ ବଦଳିଲେ…

ଭୁବନେଶ୍ୱର: ଓଡ଼ିଶା ସରକାର ଆଇଏଏସ୍ ଅଧିକାରୀଙ୍କ ସ୍ତରରେ ଏକ ଅଦଳବଦଳ କରିଛନ୍ତି। ଏଥିସହିତ ସାତ ଜଣ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରିଛନ୍ତି ସରକାର। ୨୦୧୯  ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ଅନନ୍ୟା ଦାସଙ୍କୁ ନବରଙ୍ଗପୁରର ନୂତନ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ ନିଯୁକ୍ତ…

ଜନ୍ମଦିନରେ ଜଳିଲା ଯବାନଙ୍କ ଜୁଇ; ଭି. ତେଜାଙ୍କ ପାଇଁ କାନ୍ଦୁଛି ଜନ୍ମମାଟି…

ରାୟଗଡ଼ା: ନାଗାଲାଣ୍ଡରେ କର୍ତ୍ତବ୍ୟରତ ଥିବା ସମୟରେ ଗୁଳିମାଡ଼ ଯୋଗୁଁ ଓଡ଼ିଶାର ଆସାମ ରାଇଫଲ୍ସ ଯବାନ ଭି. ତେଜା (V Teja)ଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ଦିନ ହେଲିକପ୍ଟର ଯୋଗେ ତେଜାଙ୍କ ମରଶରୀରକୁ ବିଶାଖାପାଟଣା ଅଣାଯାଇଥିଲା ଏବଂ ସେଠାରୁ ଆମ୍ବୁଲାନ୍ସ ଯୋଗେ ରାୟଗଡ଼ାକୁ ସ୍ଥାନାନ୍ତର…

ଗଞ୍ଜାମରେ ଅବକାରୀ ଅଧିକାରୀଙ୍କୁ ଆକ୍ରମଣ; ୨ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଖଲ୍ଲିକୋଟ ଅଞ୍ଚଳରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଅବକାରୀ ବିଭାଗର ଦୁଇଜଣ ଅଧିକାରୀ ଆହତ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଖଲ୍ଲିକୋଟ ଥାନା ଅଧୀନ ଭାରସା ଗ୍ରାମ ନିକଟରେ ଦୁର୍ବୃତ୍ତଙ୍କ ଏକ ଗୋଷ୍ଠୀ…

Repo Rate Hike: ୪ ବର୍ଷ ପରେ RBIର ବଡ଼ ଝଟକା! ବଢ଼ିଲା ରେପୋ ରେଟ୍, ମହଙ୍ଗା ହେବ ଲୋନ୍‌… ବଢ଼ିବ EMI

ନୂଆଦିଲ୍ଲୀ: ଲୋନ୍‌ ନେଇଥିବା ଲୋକଙ୍କୁ ବଡ଼ ଝଟକା ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ପ୍ରାୟ ୪ ବର୍ଷ ପରେ ପ୍ରଥମଥର ପାଇଁ ରେପୋ ରେଟ୍‌ରେ ବୃଦ୍ଧି କରିଛି RBI। ବୁଧବାର ତିନିଦିନିଆ ମୁଦ୍ରାନୀତି କମିଟି ବା MPC ବୈଠକର ଫଳାଫଳ ଘୋଷଣା କରି RBI ରେପୋ ରେଟ୍‌କୁ ୨୫ ବେସିସ୍ ପଏଣ୍ଟ ବଢ଼ାଇ ୫.୫୦…

Modi’s 25-Year: ଶାସନରେ ମୋଦିଙ୍କ ୨୫ ବର୍ଷ: ଏମିତି ଥିଲା ଗୁଜରାଟରୁ ଦିଲ୍ଲୀ ଯାତ୍ରା…ଆଜି ସାରା ଦେଶରେ ମେଗା…

ନୂଆଦିଲ୍ଲୀ: ଗୁଜରାଟରୁ ଆରମ୍ଭ ହୋଇଥିଲା ଯାତ୍ରା, ଆଉ ଏବେ ଦିଲ୍ଲୀରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଜାରି ରହିଛି ନେତୃତ୍ୱ। ସରକାରର ମୁଖ୍ୟ ଭାବେ ନରେନ୍ଦ୍ର ମୋଦି ଆଜି ୨୫ ବର୍ଷ ପୂରଣ କରୁଛନ୍ତି। ୨୦୦୧ ଅକ୍ଟୋବର ୭ରେ ସେ ପ୍ରଥମ ଥର ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେଠାରୁ…