Latest Odisha News

BREAKING NEWS

Yearly Archives

2026

‘ଆର୍ଜେଣ୍ଟିନା ସହ ଆଉ ନରହିବା ବହୁତ କଷ୍ଟ ଦେବ’: ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ନେଇ ମେସିଙ୍କ ଭାବବିହ୍ୱଳ ବିଦାୟୀ…

ବିଶ୍ୱ ଫୁଟବଲ୍‌ର ଅନ୍ୟତମ ମହାନାୟକ ଲିଓନେଲ ମେସି ଆର୍ଜେଣ୍ଟିନା ଜାତୀୟ ଦଳରୁ ନିଜର ଅନ୍ତର୍ଜାତୀୟ କ୍ୟାରିୟରର ଯବନିକା ଟାଣିଛନ୍ତି। ନିଜର ଶେଷ ମ୍ୟାଚ୍ ପରେ ଗ୍ରାଉଣ୍ଡରେ ସମସ୍ତ ପ୍ରଶଂସକ, କୋଚିଂ ଷ୍ଟାଫ୍ ଓ ସାଥୀ ଖେଳାଳିଙ୍କୁ ସମ୍ବୋଧିତ କରି ମେସି ଏକ ଅତ୍ୟନ୍ତ ଭାବବିହ୍ୱଳ ବିଦାୟୀ ଭାଷଣ…

ଓଲଟିଲା ୨ ଟ୍ରକ୍; କୋରାପୁଟ-ରାୟଗଡ଼ା ମଧ୍ୟରେ ଯାତାୟାତ ଠପ୍

ଭୁବନେଶ୍ୱର: ରାୟଗଡା ସଦର ବ୍ଲକ ଗୁମ୍ମା ଘାଟି ନିକଟରେ ପୁଣି ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ଦୁଇଟି ମାଲ୍ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବାରୁ କୋରାପୁଟ-ରାୟଗଡ଼ା ମଧ୍ୟରେ ଯାତାୟତ ଠପ୍ ହୋଇପଡ଼ିଛି। ୩୨୬ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଗାଡି ଅଟକି ରହିଛି।…

Gen Z ଙ୍କ ପ୍ରକୋପରେ ଜଳୁଛି ଫ୍ରାନ୍ସ…

ନୂଆଦିଲ୍ଲୀ: ଫ୍ରାନ୍ସର ଯୁବପିଢ଼ି ଏବଂ ଛାତ୍ରମାନେ ଦେଶର ଶିକ୍ଷା ବ୍ୟବସ୍ଥା ଏବଂ ସେମାନଙ୍କ ଭବିଷ୍ୟତକୁ କ୍ଷତି ପହଞ୍ଚାଉଥିବା ସମସ୍ୟାକୁ ନେଇ ପ୍ରତିବାଦ କରୁଛନ୍ତି। ଉତ୍ତର ପ୍ୟାରିସରେ ଛାତ୍ର ଆନ୍ଦୋଳନ ଭାବରେ ଯାହା ଆରମ୍ଭ ହୋଇଥିଲା ତାହା ଦେଶର ଅନ୍ୟ ଅଂଶକୁ ଏବେ ବ୍ୟାପିଛି।…

ବିସ୍ଥାପିତଙ୍କ ପାଇଁ ଗୃହ ନିର୍ମାଣ ଯୋଜନା ଘୋଷଣା କଲେ ହିଜବୁଲ୍ଲା ମୁଖିଆ ସେଖ ନଇମ କାସେମ

ବେରୁଟ୍: ଇସ୍ରାଏଲ ସହ ଜାରି ରହିଥିବା ସଂଘର୍ଷରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ଲେବାନନର ନାଗରିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ହିଜବୁଲ୍ଲା ମୁଖ୍ୟ ସେଖ ନଇମ କାସେମ। ଯୁଦ୍ଧ ଯୋଗୁଁ ବାସହୀନ ହୋଇପଡ଼ିଥିବା *ହଜାର ହଜାର ବିସ୍ଥାପିତ ଲୋକଙ୍କୁ ବାସଗୃହ ଯୋଗାଇଦେବା ସହ ନଷ୍ଟ ହୋଇଯାଇଥିବା…

ତେଲ ଟ୍ୟାଙ୍କର ଉପରେ ୟୁକ୍ରେନର ଡ୍ରୋନ ଆଟାକ, ୨୩ ଭାରତୀୟ କ୍ରୁ ଉଦ୍ଧାର…

ମସ୍କୋ: ବ୍ଲାକ ସି ଉପକୂଳରେ ୟୁକ୍ରେନୀୟ ଡ୍ରୋନ୍ ଆକ୍ରମଣ ଯୋଗୁ ମଙ୍ଗଳବାର ଦିନ ଏକ ତେଲ ଟ୍ୟାଙ୍କର୍‌ରେ ନିଆଁ ଲାଗିଯାଇଥିଲା। ରୁଷିଆନ୍ ଅଧିକାରୀମାନେ କହିଛନ୍ତି ଯେ ଲାଇବେରିଆନ୍ ପତାକା ବହନ କରୁଥିବା ତେଲ ଟ୍ୟାଙ୍କର୍‌ରେ ୨୩ ଜଣ ଭାରତୀୟ କ୍ରୁ ସଦସ୍ୟ ଥିଲେ, ସମସ୍ତଙ୍କୁ ଉଦ୍ଧାର କରାଯାଇଛି।…

ଭୂମିକମ୍ପରେ ଥରିଲା ଉତ୍ତରାଖଣ୍ଡ; ଦିଲ୍ଲୀରେ ଝଟକା ଅନୁଭୂତ

ନୂଆଦିଲ୍ଲୀ: ଭାରତରେ ଭୂମିକମ୍ପ ନିରନ୍ତର ହେଉଛି। ଆସାମ ଏବଂ ଉତ୍ତରାଖଣ୍ଡରୁ ଦିଲ୍ଲୀ-ଏନସିଆର ପର୍ଯ୍ୟନ୍ତ ଥରିଲା। ଯାହା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଦିଲ୍ଲୀ-ଏନସିଆର ରେ ଏକ ଭୂମିକମ୍ପ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଥିଲା ଉତ୍ତରାଖଣ୍ଡର…

ପ୍ରଥମ ଟି୨୦: ଶ୍ରେୟାସଙ୍କ ବିସ୍ଫୋରକ ଶତକ, ୱେଷ୍ଟଇଣ୍ଡିଜ୍‌କୁ ୮ ୱିକେଟ୍‌ରେ ହରାଇଲା ଭାରତ

ଲକ୍ଷ୍ନୌ: ଲକ୍ଷ୍ନୌରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍‌କୁ ୮ ୱିକେଟ୍‌ରେ ପରାସ୍ତ କରି ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ୧-୦ ରେ ଅଗ୍ରଣୀ ହାସଲ କରିଛି । ଭାରତୀୟ ଅଧିନାୟକ ଶ୍ରେୟାସ ଆୟରଙ୍କ ଧୁଆଁଧାର ଅପରାଜିତ ଶତକ ବଳରେ ଭାରତ ସହଜ ବିଜୟ ହାସଲ କରିଛି । ୧୭୨…

ମୁଣ୍ଡ ଉପରେ ପୂଜା, ଖାଲ ଭର୍ତ୍ତି ରାସ୍ତାରେ ତୋରଣ

ଭୁବନେଶ୍ବର: ପାଖେଇ ଆସିଲାଣି ଦୁର୍ଗା ପୂଜା। ପୁରପଲ୍ଲୀଠାରୁ ଆରମ୍ଭ କରି ସହର ଚଳଚଞ୍ଚଳ। ଉତ୍ସବ ମୁଖର ରାଜଧାନୀ ଭୁବନେଶ୍ୱର। ଆଉ ଏଠାରେ ଅନ୍ୟତମ ବ୍ୟବସାୟିକ କେନ୍ଦ୍ର ବାପୁଜୀ ନଗର ଅଞ୍ଚଳରେ ଆଗାମୀ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ମା’ଙ୍କ ଆରାଧନା ପାଇଁ ଆକର୍ଷଣୀୟ ତୋରଣ…

ଭୁବନେଶ୍ୱର କୁମାରଙ୍କ କମ୍‌‌ବ୍ୟାକ୍: ୪ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିଲେ, ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ…

ଭାରତୀୟ ସିନିୟର ଟି୨୦ ଦଳକୁ ଫେରିଛନ୍ତି ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ୱର କୁମାର । ଆଗାମୀ ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଦ୍ୱାରା ଘୋଷଣା କରାଯାଇଥିବା ୧୬ ଜଣିଆ ଟି୨୦ ଦଳରେ ୩୬ ବର୍ଷୀୟ ଭୁବନେଶ୍ୱରଙ୍କୁ ସାମିଲ କରାଯାଇଛି । ୨୦୨୨ ନଭେମ୍ବର ୨୨ ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ନେପିୟର ଟି୨୦…

ମୁଁ ଆପଣଙ୍କୁ ଛୁଇଁପାରିବି କି?’: ଅଭିଷେକ ଶର୍ମାଙ୍କୁ ଦେଖି ହୋସ୍ ହରାଇଲେ ସୁନ୍ଦରୀ ଫ୍ୟାନ୍

ନୂଆଦିଲ୍ଲୀ:ଭାରତୀୟ ଯୁବ ବିସ୍ଫୋରକ ବ୍ୟାଟର ଅଭିଷେକ ଶର୍ମା ଏବଂ ତାଙ୍କର ଜଣେ ଯୁବତୀ ଫ୍ୟାନ୍‌ଙ୍କ ମଧ୍ୟରେ ଏୟାରପୋର୍ଟରେ ଘଟିଥିବା ଏକ ରୋଚକ ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ ପୂର୍ବରୁ ଅଭିଷେକ ଶର୍ମା ଏୟାରପୋର୍ଟରୁ…