Latest Odisha News

BREAKING NEWS

Yearly Archives

2026

ଗମ୍ଭୀର ସମସ୍ୟା: ଭାରତୀୟ କ୍ରିକେଟ ଟିମର ଚାଲିଛି ଅନ୍ଧକାରମୟ ଯୁଗ

ଭାରତୀୟ କ୍ରିକେଟ ଟିମ ଚଳିତ ଦଶନ୍ଧିରେ ଅନେକ ସଫଳତା ହାସଲ କରିଛି । ଦିନିକିଆ ବିଶ୍ୱକପର ଫାଇନାଲରେ ପ୍ରବେଶ କରିବା ସହ ୨ ଥର ଆଇସିସି ଟ୍ରଫି ଜିତିଛି । ଗୌତମ ଗମ୍ଭୀର କୋଚ ଦାୟିତ୍ୱ ଗ୍ରହଣ କରିବା ପରେ ଟିମ ଇଣ୍ଡିଆ ଯେତିକି ସଫଳତା ହାସଲ କରିନି ତାଠାରୁ ଅଧିକ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ।…

ଭାରତର ଡାଲି ଟାରିଫକୁ ସହି ପାରୁନି ଆମେରିକା…

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ଆଲୋଚନା ଡାଲି ପାଇଁ ବାଧାପ୍ରାପ୍ତ ହୋଇପାରେ। ତେବେ ଦୁଇ ଜଣ ଆମେରିକୀୟ ସାଂସଦ ଡାଲି ଉପରେ ୩୦ ପ୍ରତିଶତ ଆମଦାନୀ ଶୁଳ୍କ ପ୍ରତ୍ୟାହାର ପାଇଁ ଚାପ ପକାଇବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି।…

ପତ୍ନୀଙ୍କୁ ଛାଡପତ୍ର ଦେବେ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ସ୍ୱର୍ଗତ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବ ଖୁବ୍ ଶୀଘ୍ର ତାଙ୍କ ପତ୍ନୀ ଅପର୍ଣ୍ଣା ଯାଦବଙ୍କୁ ଛାଡପତ୍ର ଦେବେ। ଏନେଇ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଅପର୍ଣ୍ଣା ଯାଦବଙ୍କ ବୟସ ବର୍ତ୍ତମାନ ୩୬ ବର୍ଷ ଥିବା ନେଇ…

ପ୍ରଶଂସକଙ୍କ ଚିନ୍ତାରେ ପକାଇଲା ନେହାଙ୍କ ବ୍ରେକ ନେବା ପୋଷ୍ଟ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ତଥା ଚୁଲବୁଲି ଗାୟିକା ନହା କକ୍କର ସର୍ବଦା ବିଭିନ୍ନ କାରଣ ନେଇ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ତାଙ୍କର କ୍ୟାଣ୍ଡି ସପ ଗୀତ ରିଲିଜ ହୋଇଥିଲା । ଏହି ଗୀତ ଯୋଗୁ ନେହାଙ୍କୁ ଟ୍ରୋଲର ସମ୍ମୁଖୀନ ହେବାକୁ ପଡିଥିଲା । ଏବେ ହଠାତ ନେହା ଇନଷ୍ଟାଗ୍ରାମରେ ଏ ଭଳି ଏକ…

ପୁଅର ରେଜଲ୍ଟ ଆଣିବାକୁ ଯାଇ ଚାଲିଗଲା ବାପାର ଜୀବନ…

ଜୋରହାଟ: ଆସାମର ଜୋରହାଟରେ ଜଣେ ବ୍ୟକ୍ତି ତାଙ୍କ ପୁଅର ରେଜଲ୍ଟ ଆଣିବାକୁ ସ୍କୁଲ ଯାଇଥିବା ବେଳେ ହୃଦଘାତରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ସମ୍ପୂର୍ଣ୍ଣ ଘଟଣାଟି ସ୍କୁଲରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହି ଭିଡିଓଟି ବର୍ତ୍ତମାନ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ଖାମେନିଙ୍କ ଉପରେ ଆକ୍ରମଣକୁ ଇରାନ ସହିତ ‘ଯୁଦ୍ଧ’ ବୋଲି ବିବେଚନା କରାଯିବ: ଟ୍ରମ୍ପଙ୍କୁ ଇରାନ…

ତେହେରାନ: ଟ୍ରମ୍ପଙ୍କୁ ନାଲି ଆଖି ଦେଖାଇଲେ ଇରାନ ରାଷ୍ଟ୍ରପତି। ଆମେରିକା ସହିତ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ, ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଚେତାବନୀ ଦେଇଛନ୍ତି। ମାସୁଦ ପେଜେସ୍କିଆନ ଚେତାବନୀ ଦେଇ କହିଛନ୍ତି ଯେ ଇସଲାମିକ ବିପ୍ଳବର ନେତା ଆୟତୋଲ୍ଲା ସେୟଦ ଅଲି

Loot from Bank: ବନ୍ଧୁକ ମୁନରେ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌; ୫ କୋଟିରୁ ଅଧିକ ସୁନା…

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡ଼ବିଲ ସ୍ଥିତ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଶାଖାରୁ ସୋମବାର ଏକ ବଡ଼ ଧରଣର ଲୁଟ୍‌ ସୂଚନା । ବଡବିଲର କଳିଙ୍ଗ ରାସ୍ତା ସ୍ଥିତ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଶାଖାରେ ଡକାୟତମାନେ ବନ୍ଧୁକ ମୁନରେ ୮ ଲକ୍ଷ ଟଙ୍କା ଓ ୫ କୋଟିରୁ ଅଧିକ ସୁନା ଲୁଟ୍ କରି ଫେରାର…

ବିଡ଼ିଓଙ୍କୁ ମାଡ଼ ଘଟଣା: ଚାରି ଅଟକ

ନୂଆପଡ଼ା: ଆଜି ଜଣେ ବିଡ଼ିଓଙ୍କୁ ଆକ୍ରମଣ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ନୂଆପଡା BDO ରୋହିତ କୁମାର ଭୋଇ ନିଜ କାର୍ଯ୍ୟାଳୟରେ ଥିବା ବେଳେ କିଛି ଦୁର୍ବୁତ୍ତ ଆସି କିଛି ଘଟଣାକୁ ନେଇ ବିଡିଓଙ୍କୁ ଆକ୍ରମଣ କରିଥିଲେ। ପରେ ଘଟଣାର ଖବର ପାଇ ନୂଆପଡା ପୋଲସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ

ମୁମ୍ବାଇ ମେୟର ନିର୍ବାଚନରେ ​​ଟ୍ୱିଷ୍ଟ: ଶିବସେନାର ସିନ୍ଦେ ଗୋଷ୍ଠୀ ସହିତ ବିବାଦ ମଧ୍ୟରେ ବିଜେପିକୁ ଉଦ୍ଧବ ଠାକରେଙ୍କ…

ମୁମ୍ବାଇ: ମହାରାଷ୍ଟ୍ରର ୨୯ଟି ନଗର ନିଗମ ନିର୍ବାଚନରେ ​​ବିଜେପି ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଛି। ବିଏମସି ମେୟର ପଦବୀକୁ ନେଇ ମହାୟୁତି ସହଯୋଗୀ ବିଜେପି ଏବଂ ଶିବସେନା (ସିନ୍ଦେ) ମଧ୍ୟରେ ବିବାଦ ଜାରି ରହିଛି। ଏହି ସମୟରେ, ମେୟର ନିର୍ବାଚନକୁ ନେଇ ଏକ ବଡ଼ ଟ୍ୱିଷ୍ଟ ଆସିଛି। ଶିବସେନା

ଭାଇରାଲ ହେଉଛି ଜଗନ୍ନାଥଙ୍କ ଏହି ଫଟୋ

ଭୁବନେଶ୍ୱର: କୋଟି କୋଟି ହୃଦୟକୁ କଷ୍ଟ ଦେଉଛି ଏଆଇ ଫଟୋ । ସେ ପୁଣି ଆଉ କାହାର ନୁହେଁ, ପ୍ରଭଉ ଜଗନ୍ନାଥଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶ୍ରୀଜିଉଙ୍କ ଏଆଇ ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ଜଗନ୍ନାଥପ୍ରେମୀଙ୍କୁ କଷ୍ଟ ଦେଇଛି । ଏହି ସବୁ ଫଟୋ ଓ ଭିଡିଓରେ