Latest Odisha News

BREAKING NEWS

Yearly Archives

2026

ପ୍ରଥମ ଟି୨୦: ଶ୍ରେୟାସଙ୍କ ବିସ୍ଫୋରକ ଶତକ, ୱେଷ୍ଟଇଣ୍ଡିଜ୍‌କୁ ୮ ୱିକେଟ୍‌ରେ ହରାଇଲା ଭାରତ

ଲକ୍ଷ୍ନୌ: ଲକ୍ଷ୍ନୌରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍‌କୁ ୮ ୱିକେଟ୍‌ରେ ପରାସ୍ତ କରି ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ୧-୦ ରେ ଅଗ୍ରଣୀ ହାସଲ କରିଛି । ଭାରତୀୟ ଅଧିନାୟକ ଶ୍ରେୟାସ ଆୟରଙ୍କ ଧୁଆଁଧାର ଅପରାଜିତ ଶତକ ବଳରେ ଭାରତ ସହଜ ବିଜୟ ହାସଲ କରିଛି । ୧୭୨…

ମୁଣ୍ଡ ଉପରେ ପୂଜା, ଖାଲ ଭର୍ତ୍ତି ରାସ୍ତାରେ ତୋରଣ

ଭୁବନେଶ୍ବର: ପାଖେଇ ଆସିଲାଣି ଦୁର୍ଗା ପୂଜା। ପୁରପଲ୍ଲୀଠାରୁ ଆରମ୍ଭ କରି ସହର ଚଳଚଞ୍ଚଳ। ଉତ୍ସବ ମୁଖର ରାଜଧାନୀ ଭୁବନେଶ୍ୱର। ଆଉ ଏଠାରେ ଅନ୍ୟତମ ବ୍ୟବସାୟିକ କେନ୍ଦ୍ର ବାପୁଜୀ ନଗର ଅଞ୍ଚଳରେ ଆଗାମୀ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ମା’ଙ୍କ ଆରାଧନା ପାଇଁ ଆକର୍ଷଣୀୟ ତୋରଣ…

ଭୁବନେଶ୍ୱର କୁମାରଙ୍କ କମ୍‌‌ବ୍ୟାକ୍: ୪ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିଲେ, ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ…

ଭାରତୀୟ ସିନିୟର ଟି୨୦ ଦଳକୁ ଫେରିଛନ୍ତି ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ୱର କୁମାର । ଆଗାମୀ ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଦ୍ୱାରା ଘୋଷଣା କରାଯାଇଥିବା ୧୬ ଜଣିଆ ଟି୨୦ ଦଳରେ ୩୬ ବର୍ଷୀୟ ଭୁବନେଶ୍ୱରଙ୍କୁ ସାମିଲ କରାଯାଇଛି । ୨୦୨୨ ନଭେମ୍ବର ୨୨ ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ନେପିୟର ଟି୨୦…

ମୁଁ ଆପଣଙ୍କୁ ଛୁଇଁପାରିବି କି?’: ଅଭିଷେକ ଶର୍ମାଙ୍କୁ ଦେଖି ହୋସ୍ ହରାଇଲେ ସୁନ୍ଦରୀ ଫ୍ୟାନ୍

ନୂଆଦିଲ୍ଲୀ:ଭାରତୀୟ ଯୁବ ବିସ୍ଫୋରକ ବ୍ୟାଟର ଅଭିଷେକ ଶର୍ମା ଏବଂ ତାଙ୍କର ଜଣେ ଯୁବତୀ ଫ୍ୟାନ୍‌ଙ୍କ ମଧ୍ୟରେ ଏୟାରପୋର୍ଟରେ ଘଟିଥିବା ଏକ ରୋଚକ ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ ପୂର୍ବରୁ ଅଭିଷେକ ଶର୍ମା ଏୟାରପୋର୍ଟରୁ…

ଅଗରକରଙ୍କ କାର‌୍ୟ୍ୟକାଳ ଶେଷ: ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆନୁଷ୍ଠାନିକ ଭାବେ ଆବେଦନ ଆହ୍ୱାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ପୁରୁଷ ସିନିୟର ଚୟନ ସମିତିର ମୁଖ୍ୟ ଅଜିତ୍ ଅଗରକରଙ୍କ କାର‌୍ୟ୍ୟକାଳ ଶେଷ ହେବା ପରେ ଏହି ଖାଲି ପଦବୀ ପାଇଁ ଆନୁଷ୍ଠାନିକ ଭାବେ ନୂଆ ଆବେଦନ ଆହ୍ୱାନ କରିଛି । ଅଜିତ୍ ଅଗରକରଙ୍କ କାର‌୍ୟ୍ୟକାଳ ଅକ୍ଟୋବର ୪ ରେ ଶେଷ ହୋଇଛି । ସେ ନିଜ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା, ଆହତ ହୋଇ ଦଳରୁ ବାହାରିଲେ ପ୍ରସିଦ୍ଧ କୃଷ୍ଣା

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଭାରତୀୟ କ୍ରିକେଟ୍ ଟିମ୍‌କୁ ଏକ ବଡ଼ ଝଟ୍‌କା ଲାଗିଛି । ଦଳର ୩୦ ବର୍ଷୀୟ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣା ବାମ ହ୍ୟାମ୍‌ଷ୍ଟ୍ରିଂ ଆଘାତ ଯୋଗୁଁ ଅତି କମ‌୍‌ରେ ୩ ରୁ ୪ ସପ୍ତାହ ପାଇଁ ପଡ଼ିଆରୁ ବାହାରେ ରହିବେ । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଗୁୱାହାଟୀରେ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ ରାଇଫଲ୍‌ର ଯବାନ ଭାବେ କାର୍ଯ୍ୟ କରୁଥିଲେ। ଶହୀଦ ଯବାନଙ୍କର ବୟସ ଥିଲା ମାତ୍ର ୩୦ ବର୍ଷ। ଯବାନ ଭି. ତେଜା ନାଗାଲାଣ୍ଡରେ ଡିୟୁଟିରେ ଥିବା ବେଳେ…

HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଉଦ୍‌ଘାଟନ କଲେ ରାଜନାଥ ସିଂହ

କୋରାପୁଟ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର କୋରାପୁଟସ୍ଥିତ ସୁନାବେଡ଼ା ‘ହାଲ୍‌’ରେ ୨ୟ 'ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍'ର ଶୁଭ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥସ ସିଂଙ୍କ ସହ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।…

ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ…

ଅମରାବତୀ: ପାକିସ୍ତାନ ପାଇଁ ଗୁପ୍ତଚର ବୃତ୍ତି ଓ ଦେଶବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଆନ୍ଧ୍ରପ୍ରଦେଶ ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ଗୁପ୍ତଚରଙ୍କ ପର୍ଦ୍ଦାଫାଶ କରି ପୋଲିସ ଦୁଇଜଣଙ୍କୁ ଗିରଫ କରିଥିବା ବେଳେ ଏହି ଘଟଣାରେ ମୋଟ ୧୮ ଜଣ ସନ୍ଦିଗ୍ଧଙ୍କ ଭୂମିକା ସାମ୍ନାକୁ ଆସିଛି। ସବୁଠାରୁ…

କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁରରେ ୪ ଅଣ୍ଡରପାସ୍ ସହ ଫ୍ଲାଇଓଭର ଦାବି

ସମ୍ବଲପୁର: ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୫୫ ନମ୍ବର ଜାତୀୟ ରାଜପଥ (NH-55)ର ତୁରନ୍ତ ମରାମତି ଏବଂ ଖାଲସବୁର ସମାଧାନ ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି। ସମ୍ବଲପୁର ସଂସଦୀୟ କ୍ଷେତ୍ର ଏବଂ ଆଖପାଖ ଅଞ୍ଚଳର…