ଟେଷ୍ଟ କ୍ରିକେଟରେ ନୂତନ କୀର୍ତିମାନ ସ୍ଥାପନ କଲେ ରାବାଡା
କେପଟାଉନ୍: ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କଗିସୋ ରାବାଡା ଟେଷ୍ଟ କ୍ରିକେଟରେ ଇତିହାସ ରଚିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ କେପଟାଉନ୍ ଟେଷ୍ଟ ମ୍ୟାଚ୍ର ଶେଷ ଦିନରେ ରବାଡା ଘାତକ ବୋଲିଂ ପରାକ୍ରମ ଦେଖାଇ ଟେଷ୍ଟ କ୍ରିକେଟରେ ୩୫୦ ୱିକେଟ୍ ପୂର୍ଣ କରିଛନ୍ତି । ଏହି ସଫଳତା ସହିତ ସେ ବିଶ୍ୱର…