Latest Odisha News

BREAKING NEWS

Yearly Archives

2026

ଟି୨୦ ସେମିଫାଇନାଲ: ଜାନସେନଙ୍କ ଅର୍ଦ୍ଧଶତକ

କୋଲକାତା: ସ୍ଥାନୀୟ ଇଡେନଗାର୍ଡେନରେ ଚଳିତ ଟି୨୦ ବିଶ୍ୱକପ ୨୦୨୬ ସେମିଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ସମ୍ମୁଖରେ ୧୬୪ ରନର ଲକ୍ଷ୍ୟ ରଖିଛି । ମାର୍କୋ ଜାନେସନଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଯୋଗୁ ଦକ୍ଷିଣ ଆଫ୍ରିକା ଏକ ଆଭରେଜ ସ୍କୋର କରିପାରିଥିଲା ।…

୨ଟି ପର୍ଯ୍ୟାୟରେ ରିଲିଜ ହେବ ଆଇପିଏଲର କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ର କାର୍ଯ୍ୟସୂଚୀ ୨ଟି ପର୍ଯ୍ୟାୟରେ ରିଲିଜ ହେବ । ଆଇପିଏଲ ଗଭଣ୍ଣିଂ କାଉନ୍ସିଲ ଏହା ନିଷ୍ପତି ନେଇଛି । ପ୍ରଥମ ପାର୍ଟ ୬ରୁ ୭ ମାର୍ଚ୍ଚ ମଧ୍ୟରେ ଘୋଷଣା କରାଯିବ । ଦ୍ୱିତୀୟ ପାର୍ଟ କେବେ ଘୋଷଣା ହେବ ତାହା ସ୍ପଷ୍ଟ କରାଯାଇ ନାହିଁ । ପଶ୍ଚିମବଙ୍ଗ,…

Leave Pakistan: ଆମେରିକୀୟ ଅଧିକାରୀମାନେ ଛାଡିଲେ ପାକିସ୍ତାନ;ଦୂତାବାସ କରାଗଲା ଖାଲି

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ଇରାନ ସହିତ ଚାଲିଥିବା ସାମରିକ ମୁକାବିଲା ମଧ୍ୟରେ, ଆମେରିକା ପାକିସ୍ତାନରେ ଥିବା ନିଜର କୂଟନୀତିଜ୍ଞଙ୍କ ସୁରକ୍ଷା ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। ଆମେରିକାର ବୈଦେଶିକ ମନ୍ତ୍ରଣାଳୟ କରାଚୀ ଏବଂ ଲାହୋରରେ ଥିବା କନସୁଲେଟର…

ଶ୍ରୀଲଙ୍କା ନିକଟରେ ଇରାନୀ ନୌସେନା ଜାହାଜ ଉପରେ ଆକ୍ରମଣ, ୧୦୧ ନିଖୋଜ ଏବଂ ୭୮ ଆହତ

କଲମ୍ବୋ:ଶ୍ରୀଲଙ୍କାର ଦକ୍ଷିଣ ଉପକୂଳରେ ଏକ ଇରାନୀ ନୌସେନା ଜାହାଜ ଉପରେ ସନ୍ଦିଗ୍ଧ ବୁଡ଼ାଜାହାଜ ଆକ୍ରମଣ ପରେ ଅତି କମରେ ୧୦୧ ଜଣ ନିଖୋଜ ଅଛନ୍ତି ଏବଂ ୭୮ ଜଣ ଆହତ ହୋଇଛନ୍ତି।​​ ଶ୍ରୀଲଙ୍କା ନୌସେନା ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ବୁଧବାର ରଏଟର୍ସକୁ ସୂଚନା ଦିଆଯାଇଛି। ତେବେ କିଏ…

ତିହିଡ଼ିରେ ଗୋଷ୍ଠୀ ସଂଘର୍ଷ: ୧୨ ଆହତ, ୨ ପ୍ଲାଟୁନ ପୋଲିସ ମୁତୟନ

ଭଦ୍ରକ: ତିହିଡ଼ିରେ ଡିଜେ ବଜାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ। ଏହି ସଂଘର୍ଷରେ ୧୨ ଜଣ ଆହତ ହୋଇଥିବା ସୂଚନା ରହିଛି। ଭଦ୍ରକ ଜିଲ୍ଲା ବୋଡ଼କ ପଞ୍ଚାୟତ ଖୋର୍ଦ୍ଧାପାଟଣାରେ କୁମ୍ଭବୁଡ଼ାରୁ ଆରମ୍ଭ ହେଲା ଗୋଷ୍ଠୀ ସଂଘର୍ଷ। ସୂଚନା ଅନୁସାରେ କୁମ୍ଭବୁଡ଼ାରେ ବାରଣ ସତ୍ତ୍ବେ ଗୋଟିଏ ଗୋଷ୍ଠୀ…

ହୋଲିରେ ଅଘଟଣ, ନଦୀରେ ବୁଡି ୩ ଯୁବକ ମୃତ

ଭୁବନେଶ୍ବର: ପବିତ୍ର ‘ହୋଲି’ ପର୍ବ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ହୋଲି ଖେଳି ସାରି ନଦୀରେ ଗାଧୋଇବା ବେଳେ ବୁଡିଯାଇ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ଗାଧୋଇବା ବେଳେ ମହାନଦୀ, ବ୍ରାହ୍ମଣୀ ଓ ଯୋକଡିଆା ଖରସ୍ରୋତା ନଦୀରେ ବୁଡିଯାଇ ୩ ଯୁବକଙ୍କର ମୃତ୍ୟୁ ହୋଇଛି।…

ଧିରେ ଧିରେ ବଢୁଛି ତାତି, ୪୦ ଡିଗ୍ରୀ ଛୁଇଁପାରେ ଦିନ ତାପମାତ୍ରା

ଭୁବନେଶ୍ୱର : ରାଜ୍ୟରେ ଧିରେ ଧିରେ ବଢ଼ୁଛି ତାତି। ଗତ ୨୪ ଘଣ୍ଟାରେ ଝାରସୁଗୁଡାରେ ସର୍ବାଧିକ ୩୯ ଡିଗ୍ରୀ ସେଲସିଅସ୍ ଏବଂ ରାଉରକେଲାରେ ସର୍ବନିମ୍ନ ୧୩.୭ ଡିଗ୍ରୀ ସେଲସିଅସ୍ ରେକର୍ଡ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ୩୬.୮ ଓ ସର୍ବନିମ୍ନ ୧୯.୨ ଡିଗ୍ରୀ ସେଲସିଅସ୍ ରହିଥିବାବେଳେ କଟକରେ…

ହୋଲି ଖେଳି ଗାଧୋଇବାକୁ ଯାଇ ଭାସିଗଲେ ନାବାଳକ  

କଟକ:ହୋଲି ଖେଳି ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ । ବଡମ୍ବା T ସେତୁ ନିକଟରେ ହୋଲି ଖେଳି ଗାଧୋଇବା ବେଳେ ନାବାଳକ ଭାସିଗଲେ। ନାବାଳକ ଜଣକ ବଡମ୍ବା ତୁଣପୁର ଗାଁର ଜୀବନ ବେହେରା । T ସେତୁ ନିକଟରେ ହୋଇଥିବା ଅସ୍ଥାୟୀ ପୋଲ ନିକଟରେ ଏହି ଅଘଟଣ ଘଟିଛି । ସୂଚନାଥାଉକି, ସ୍ଥାନୀୟ ତୁଣପୁର ଗାଁର…

ଅବକାରୀ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ: ଦେଶୀ ମଦ ଭାଟିରେ ଚଢାଉ

ବାଲେଶ୍ୱର: ମଦ ମାଫିଆଙ୍କୁ ଝଟକା। ଜଳେଶ୍ୱର ଅବକାରୀ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ। ବରଡିହା ପଞ୍ଚାୟତର ରଙ୍ଗାମାଟିଆ ଗାଁର ୩୦୦ ଲିଟର ଦେଶୀମଦ ସହ ୬୫୦୦ ଲିଟର ମହୁଲ ପଚାଣି ଚାବା ଓ ଦେଶୀମଦ ଉପକରଣ ନଷ୍ଟ କରିଛି । ଅନ୍ୟପଟେ ସେହି ପଞ୍ଚାୟତର ବଣକାଟି ଗାଁର ମଦ କାରବାରୀ ଶମ୍ଭୁ ରଣାକୁ ଅବକାରୀ…

ହୋଲି ଖେଳିବା ପରେ ଆପଣଙ୍କ ଚର୍ମ ଏବଂ କେଶର ଯତ୍ନ ନେବେ କିପରି?

ନୂଆଦିଲ୍ଲୀ: ଆଜି ରଙ୍ଗର ଉତ୍ସବ ହୋଲି। ସାରା ଦେଶରେ ଉତ୍ସବର ମାହୋଲ୍। ଆଜିକାଲି ଉପଲବ୍ଧ ଅନେକ ରଙ୍ଗରେ ଏପରି ରାସାୟନିକ ପଦାର୍ଥ ରହିଛି ଯାହା ଚର୍ମକୁ ଶୁଷ୍କ, ନିର୍ଜୀବ ଏବଂ ଆଲର୍ଜିର ଶିକାର କରିପାରେ। ପ୍ରଚଣ୍ଡ ସୂର୍ଯ୍ୟ କିରଣ, ପାଣି ଏବଂ ବାରମ୍ବାର ସାବୁନ ସହିତ ସଂସ୍ପର୍ଶରେ ଆସିବା ମଧ୍ୟ…