ଚିନାବାଦାମ୍ ସେବନ କଲେ ବଢିିବକି କୋଲେଷ୍ଟ୍ରଲ ? ହୋଇଯିବେ କି ମୋଟା ? ଜାଣନ୍ତୁ କଣ କହୁଛି ଅଧ୍ୟୟନ
ବ୍ୟୁରୋ: ଶରୀରକୁ ସୁସ୍ଥ ରଖିବାକୁ ଛୋଟରୁ ବଡ ସମସ୍ତେ ଏବେ ସତର୍କ । କିଏ ଜିମ୍ ଗଲାଣି ତ କିଏ ହେଲଦି ଖାଇଲାଣି । କିଏ ଓଜନ ବଢାଇବାକୁ ଖାଉଛି ପ୍ରୋଟିନ୍ ତ କିଏ କମାଇବାକୁ କରୁଛି କସରତ । ଏହାରି ଭିତରେ କିନ୍ତୁ ଡାଏଟ୍ ହେଉଛି ସବୁଠୁ ଗୁରୁତ୍ୱପୂଣ୍ଣ ର୍ା ଖାଦ୍ୟପେୟ ଠିକ୍ ରଖିଲେ ଶରୀର ସୁସ୍ଥ…