ସିଦ୍ଧାର୍ଥଙ୍କ ଜନ୍ମ ଦିନରେ ରିିଲିଜ ହେଲା ବନର ଫାଷ୍ଟ ଲୁକ
ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ ହୀରୋ ସିଦ୍ଧାର୍ଥ ମାଲହୋତ୍ରାଙ୍କ ୪୦ତମ ଜନ୍ମ ଦିବସ ଅବସରରେ ତାଙ୍କର ଆଗାମୀ ଫିଲ୍ମ ବନର ଫାଷ୍ଟ ଲୁକ ଜାରୀ କରାଯାଇଛି । ସିଦ୍ଧାର୍ଥଙ୍କ ଏହା ପୂର୍ବରୁ ୨୦୨୫ରେ ରିଲିଜ ହୋଇଥିବା ପରମସୂନ୍ଦରୀ ଫିଲ୍ମ ବକ୍ସ ଅଫିସରେ ସେଭଳି କିଛି ଖାସ ବ୍ୟବସାୟ କରିପାରି ନ ଥିଲା ।…