Latest Odisha News

BREAKING NEWS

Yearly Archives

2026

ସ୍ବର୍ଣ୍ଣ ବିଜେତା ମହିଳା ହକି ଟିମ୍ ପାଇଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ସ୍ବର୍ଣ୍ଣ ବିଜେତା ମହିଳା ହକି ଟିମ୍ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରସ୍କାର ଘୋଷଣା କରିଛନ୍ତି। ପ୍ରତି ଖେଳାଳିଙ୍କ ପାଇଁ ୧୧ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି। କୋଚ୍ ଓ ଅନ୍ୟ ସପୋର୍ଟ ଷ୍ଟାଫଙ୍କ ପାଇଁ ୫ ଲକ୍ଷ ୫୦ ହଜାର ଲକ୍ଷ ଟଙ୍କାର ପୁରସ୍କାର…

Dry Weather: ୩ ଦିନ ଖରା, ୫ରୁ ବଦଳିବ ପାଗ! ୧୨ରେ ଘୂର୍ଣ୍ଣିବଳୟ, ୧୩ରେ ଲଘୁଚାପ; ଜାଣନ୍ତୁ ବାତ୍ୟା ନେଇ କ’ଣ କହୁଛି…

ଭୁବନେଶ୍ୱର: ଅକ୍ଟୋବର ଆରମ୍ଭରୁ ଓଡ଼ିଶାର ପାଣିପାଗକୁ ନେଇ ଆସିଛି ବଡ଼ ଅପଡେଟ୍। ଆସନ୍ତା ୩ ଦିନ ରାଜ୍ୟରେ ପ୍ରାୟତଃ ଶୁଖିଲା ପାଗ ରହିବ। ଏହାପରେ ଅକ୍ଟୋବର ୫ରୁ କିଛି ଜିଲ୍ଲାରେ ପାଗ ବଦଳିବା ସହ ହାଲୁକାରୁ ମଧ୍ୟମ ବର୍ଷା ଓ ବିଜୁଳି-ଘଡ଼ଘଡ଼ି ହୋଇପାରେ। ଅକ୍ଟୋବର ୯ ପର୍ଯ୍ୟନ୍ତ ବିଭିନ୍ନ…

Asian Games Gold: ୧୯ ବର୍ଷରେ ଏସିଆନ୍ ଗେମ୍ସ ଚାମ୍ପିଅନ୍ ସୁନେଲିତା! ଓଡ଼ିଶା ଝିଅଙ୍କ ହକି ସ୍ୱର୍ଣ୍ଣ, ଅନିମେଶ…

ନାଗୋୟା: ଏସିଆନ୍ ଗେମ୍ସରେ ଭାରତୀୟ ମହିଳା ହକି ଟିମ୍‌ର ଐତିହାସିକ ସ୍ୱର୍ଣ୍ଣ ବିଜୟରେ ଚମକିଛନ୍ତି ଓଡ଼ିଶାର ଝିଅ ସୁନେଲିତା ଟପ୍ପୋ। ମାତ୍ର ୧୯ ବର୍ଷ ବୟସରେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ଜିତି ସୁନେଲିତା ଓଡ଼ିଶା ସହ ସାରା ଦେଶକୁ ଗର୍ବିତ କରିଛନ୍ତି। ଅନ୍ୟପଟେ ଓଡ଼ିଶାର ଷ୍ଟାର୍ ଆଥଲେଟ୍…

Smit Machchhar: ନିଜ ଜୀବନକୁ ପାଣି ଛଡାଇ ବଞ୍ଚାଇ ଦେଲେ ୧୮୦ ଜୀବନ, କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କୁ ବଡ଼ ସମ୍ମାନ…

ନୂଆଦିଲ୍ଲୀ: ଉଡ଼ନ୍ତା ବିମାନରେ ହଠାତ୍ ସୃଷ୍ଟି ହୋଇଥିଲା ବଡ଼ ସଙ୍କଟ। କକ୍‌ପିଟ୍‌ ଭିତରେ ଆକ୍ରମଣର ଶିକାର ହେବା ପରେ ମଧ୍ୟ ହାର ମାନିନଥିଲେ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛାର। ଗୁରୁତର ଆହତ ହୋଇଥିଲେ ମଧ୍ୟ ତାଙ୍କ ତତ୍ପରତା ଯୋଗୁ ପ୍ରାୟ ୧୮୦ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଯାଇଥିଲା…

Vande Bharat: ଦୁନିଆର ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍‌ ଉପରେ ୧୦୦ କିମି ବେଗରେ ଦୌଡ଼ିଲା ବନ୍ଦେ ଭାରତ, ଚେନାବରେ ତିଆରି…

ଶ୍ରୀନଗର: ଜମ୍ମୁ-କଶ୍ମୀରର ପାହାଡ଼ିଆ ରାସ୍ତାରେ ଏବେ ଆହୁରି ବେଗରେ ଦୌଡ଼ିବ ବନ୍ଦେ ଭାରତ। ଦୁନିଆର ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍‌ ଚେନାବ ରେଲୱେ ବ୍ରିଜ୍‌ ଉପରେ ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗରେ ଦୌଡ଼ିଛି ବନ୍ଦେ ଭାରତ ଏକ୍ସପ୍ରେସ୍‌। ଏହା ସହ ଭାରତର ପ୍ରଥମ କେବଲ୍-ଷ୍ଟେ ରେଲୱେ ବ୍ରିଜ୍‌…

Vijay turns Bus Conductor: କଣ୍ଡକ୍ଟର ସାଜିଲେ ମୁଖ୍ୟମନ୍ତ୍ରୀ ବିଜୟ, ଧଡାଧଡ୍ କାଟିଲେ ଟିକେଟ୍!

ଚେନ୍ନାଇ: ହଠାତ୍ ନିଜ ଆଲିସାନ୍ କାରରୁ ଓହ୍ଲାଇ ବସ୍‌ରେ ଚଢିଲେ ମୁଖ୍ୟମନ୍ତ୍ରୀ! ହାତରେ ମେସିନ୍ ଧରି ଟିକେଟ୍ କାଟିଲେ ବିଜୟ! ଯାତ୍ରୀ ବି କାବା! ତାମିଲନାଡୁରେ ଗାନ୍ଧୀ ଜୟନ୍ତୀ ଦିନ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଲା, ଯାହା ବସ୍‌ରେ ଥିବା ଯାତ୍ରୀଙ୍କୁ ଚକିତ କରିଦେଇଥିଲା।…

Ankush Panghal Makes History:ଭାରତୀୟ ବକ୍ସର ରଚିଲେ ଇତିହାସ; ତିନୋଟି ସ୍ୱର୍ଣ୍ଣ ପଦକ ହାସଲ, ୮ ବର୍ଷ ପରେ ପୁରୁଷ…

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ବକ୍ସିଂରେ ଭାରତର ନିଜର ଷଷ୍ଠ ପଦକ ଏବଂ ତୃତୀୟ ସ୍ୱର୍ଣ୍ଣ ପଦକ ହାସଲ କରିଛି । ୮୦ କିଲୋଗ୍ରାମ ବର୍ଗର ଫାଇନାଲ୍ ମୁକାବିଲାରେ, ଭାରତୀୟ ବକ୍ସର ଅଙ୍କୁଶ ପାଙ୍ଗାଲ ଦକ୍ଷିଣ କୋରିଆର କିମ୍ ମ୍ୟୋନ୍‌ସାଙ୍ଗ୍‌ଙ୍କୁ ୪-୦ ବ୍ୟବଧାନରେ ଶୋଚନୀୟ ଭାବେ ପରାସ୍ତ କରି…

ଟୋଲଗେଟରୁ ନକଲି RTOକୁ ବାନ୍ଧିଲା ପୋଲିସ

ଜଳେଶ୍ୱର:ଆରଟିଓ ନାଁରେ ନକଲି କାଗଜପତ୍ର ଦେଇ କାଟୁଥିଲେ ଚାଲାଣ ।ଲକ୍ଷ୍ମଣନାଥ ଟୋଲପ୍ଲାଜା ଠାରେ କିଛି ଅସାମାଜିକ ଯୁବକ ନିଜକୁ RTOର ପରିଚୟ ଦେଇ ଟ୍ରକ-ବସରୁ ମୋଟା ଅଙ୍କର ଫାଇନ୍ କାଟୁଥିଲେ । ଆଉ ସେମାନଙ୍କୁ ନକଲି RTO ପେପର ଦେଉଥିଲେ ।ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ୬୦ ନଂ…

ଟ୍ରାକ୍ ରକ୍ଷଣାବେକ୍ଷଣ ଯାଞ୍ଚ ବେଳେ ଧକ୍କା ଦେଲା ଟ୍ରେନ୍;ଚାଲିଗଲା ଟ୍ରାକ୍ ମ୍ୟାନଙ୍କ ଜୀବନ

ଛତ୍ରପୁର:ଟ୍ରାକ୍ ରକ୍ଷଣାବେକ୍ଷଣ ଯାଞ୍ଚ ବେଳେ ଟ୍ରେନ୍ ଧକ୍କାରେ ଟ୍ରାକ୍ ମ୍ୟାନ୍‌ଙ୍କ ମୃତ୍ୟୁ ଘଟିଛି । ମୃତକ ଖଲ୍ଲିକୋଟ ଅଞ୍ଚଳର କେ.ଗୋବିନ୍ଦ ପାତ୍ର । ଘଟଣା ଅନୁସାରେ,ଶୁକ୍ରବାର ଦିନ ୧୦ଟା ସମୟରେ ଛତ୍ରପୁର ନିକଟସ୍ଥ ପୋଡାପଦର ରେଳ ଲାଇନରେ କିଛି ଟ୍ରାକ୍ ମ୍ୟାନ୍ ରେଳ ଟ୍ରାକ୍…