Latest Odisha News

BREAKING NEWS

Yearly Archives

2026

କାର୍‌ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ମାମଲା ରୁଜୁ

ରାଉରକେଲା: ସୁନ୍ଦରଗଡ଼ ଟାଉନ ଥାନା ଅଧୀନ ବିଜୁ ଏକ୍ସପ୍ରେସ୍‌ ୱେ ଭଜପୁର ନିକଟ ସର୍ଭିସ୍‌ ରୋଡ୍‌ରୁ ଏକ କାର୍‌ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଏକ ପରିତ୍ୟକ୍ତ କାର୍ ଭିତରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତଦେହ ରହସ୍ୟଜନକ ପରିସ୍ଥିତିରେ ମିଳିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ…

ପୁରୀରେ ନିର୍ମାଣ ହେବ ନୂଆ ପତିତପାବନ ଭକ୍ତ ନିବାସ, ସେବାୟତ ଓ ତୀର୍ଥଯାତ୍ରୀଙ୍କୁ ମିଳିବ ଅଧିକ ସୁବିଧା

ପୁରୀ: ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ପୁରୀରେ ଭକ୍ତ ଓ ସେବାୟତମାନଙ୍କ ପାଇଁ ଏକ ନୂତନ ତଥା ଆଧୁନିକ ତୀର୍ଥଯାତ୍ରୀ ଆବାସ ସୁବିଧା ନିର୍ମାଣ କରିବାକୁ ଯୋଜନା କରୁଛି। ତୀର୍ଥଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀଳାଦ୍ରି, ନୀଳାଚଳ, ଶ୍ରୀଗୁଣ୍ଡିଚା…

ସୁବର୍ଣ୍ଣରେଖାରେ ଭାସିଗଲେ ପର୍ଯ୍ୟଟକ, ଉତ୍ତରପ୍ରଦେଶରୁ ଆସିଥିଲେ…

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବସ୍ତା ନିକଟସ୍ଥ ସୁବର୍ଣ୍ଣରେଖା ନଦୀରେ ଶନିବାର ଦିନ ବୁଡ଼ି ଯାଇ ଉତ୍ତର ପ୍ରଦେଶର ଜଣେ ତୀର୍ଥଯାତ୍ରୀ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ନିଖୋଜ ବ୍ୟକ୍ତିଙ୍କ ପରିଚୟ ଅଶୋକ ପାଠକ ବୋଲି ଜଣାପଡିଛି। ସେ ନିଜ ପରିବାର ସଦସ୍ୟଙ୍କ ସହ ଉତ୍ତର ପ୍ରଦେଶର…

ଘରୋଇ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଖାଦ୍ୟରେ ପୋକ, କ୍ୟାମ୍ପସରେ ଉତ୍ତେଜନା

ଜଟଣୀ: ଜଟଣୀସ୍ଥିତ ଘରୋଇ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ପରଷା ଯାଉଥିବା ଖାଦ୍ୟରେ ପୋକ ମିଳିବା ଘଟଣାକୁ ନେଇ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଥିଲା। ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ ହଷ୍ଟେଲରେ ଯୋଗାଇ ଦିଆଯାଉଥିବା ଖାଦ୍ୟର ନିମ୍ନମାନ…

Asian Games: ଏସୀୟ କ୍ରୀଡ଼ାରେ ଇତିହାସ ରଚିଲା ଭାରତ, ପାକିସ୍ତାନକୁ ହରାଇ ଗୋଲ୍ଡ ହାତେଇଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଏସୀୟ କ୍ରୀଡ଼ା ପୁରୁଷ କ୍ରିକେଟ୍ ପ୍ରତିଯୋଗିତାରେ ପାକିସ୍ତାନକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛି। ପୂର୍ବରୁ ଭାରତୀୟ ମହିଳା ଦଳ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲା। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରି…

ଫାର୍ମା କମ୍ପାନୀର ବଏଲରରେ ବିସ୍ଫୋରଣ; ୫ ମୃତ, ୧୦ ଆହତ

ତିରୁପତି: ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାର ସତ୍ୟବେଦୁ ମଣ୍ଡଳର ଶ୍ରୀ ସିଟି ଶିଳ୍ପାଞ୍ଚଳରେ ଏକ ଘରୋଇ ଔଷଧ କମ୍ପାନୀରେ ଏକ ବଡ଼ ଦୁର୍ଘଟଣା ଘଟିଛି। କମ୍ପାନୀର ବଏଲରରେ ବିସ୍ଫୋରଣ ଘଟି ପାଞ୍ଚ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ଦଶ ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସ, ଅଗ୍ନିଶମ ଏବଂ…

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ଶାସ୍ତ୍ରୀୟ ପାଲି ପାଇଁ ଏକ୍ସଲେନ୍ସ ସେଣ୍ଟର ଅନୁମୋଦନ: କୃତଜ୍ଞତା ଜଣାଇଲେ…

ଭୁବନେଶ୍ୱର: କୋରାପୁଟ ଜିଲ୍ଲା ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା (CUO) ପରିସରରେ ଏକ 'Centre of Excellence for Studies in Classical Pali' (ଶାସ୍ତ୍ରୀୟ ପାଲି ଭାଷା ଅଧ୍ୟୟନ ଉତ୍କର୍ଷ କେନ୍ଦ୍ର) ପ୍ରତିଷ୍ଠା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ମଞ୍ଜୁରୀ…

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, କରିବେ ରାଜ୍ୟ ସାଙ୍ଗଠନିକ ସମୀକ୍ଷା

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ। ତାଙ୍କ ସହ ଆସିଛନ୍ତି ନବନିଯୁକ୍ତ ସହପ୍ରଭାରୀ ଡ. ସ୍ୱଦେଶ ସିଂ। ଦାୟିତ୍ୱ ମିଳିବା ପରେ ଉଭୟଙ୍କ ଏହି ଓଡ଼ିଶା ଗସ୍ତକୁ ଦଳୀୟ ସଂଗଠନ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଦୁଇ ଦିନ ଧରି…

ବାଲେଶ୍ୱରରେ ଚାଲିଛି ନକଲି RTO ଅଫିସ୍; ଗିରଫ ହେଲେ ଝାଡ଼ଖଣ୍ଡ ଯୁବକ

ବାଲେଶ୍ୱର: ୧୬ ନଂ ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଜଣେ ନକଲି ଆରଟିଓର ପର୍ଦ୍ଦାଫାସ୍ କରିଛି ପୋଲିସ। ଦୀର୍ଘଦିନ ହେବ ଏଠାରେ ଚାଲିଥିଲା ନକଲି ଆରଟିଓ ରାକେଟ୍‌। ଏହି ମାମଲାରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସହଯୋଗୀ ଫେରାର ମାରିଛି। ଗିରଫ ଅଭିଯୁକ୍ତ ହେଲେ,…

ସୀମା ଟପିଲା ବର୍ବରତା: ୮୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ ଅଭିଯୋଗ

ଉମରକୋଟ:  ଭୁବନେଶ୍ୱରରେ ବନ୍ଧୁକ ମୁନରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଘଟଣାର କିଛି ଦିନ ପରେ ରାଜ୍ୟରୁ ଆଉ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ନବରଙ୍ଗପୁର ଜିଲ୍ଲାର ରାଇଘର ଅଞ୍ଚଳରେ ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗିରୁବରା ସନ୍ଧ୍ୟା…