Honey Singh Apologises: ଭୁଲ୍ ମାଗିଲେ ହନି ସିଂହ
ନୂଆଦିଲ୍ଲୀ: ହାତ ଯୋଡ଼ି କ୍ଷମା ମାଗିଲେ ହନି ସିଂହ
ଦିଲ୍ଲୀ କନସର୍ଟରେ କହିଥିଲେ ଅଶ୍ଳୀଳ ଭାଷା
ଫ୍ୟାନ୍ସ ଭଡକିବା ପରେ ମାଗିଲେ ଭୁଲ୍
କିଛି ନା କିଛି କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ରାପର୍ ଏବଂ ଗାୟକ ୟୋ ୟୋ ହନି ସିଂହ ଏବେ ପୁଣି ଖବରର ଶୀର୍ଷରେ। ଏବେ ପୁଣି ଥରେ,…