ଭାରତ-ୱେଷ୍ଟଇଣ୍ଡିଜ୍ ତୃତୀୟ ମ୍ୟାଚ୍ରେ ବେଞ୍ଚ ଖେଳାଳିଙ୍କୁ ମିଳିପାରେ ସୁଯୋଗ
ମୁଲ୍ଲାନ୍ପୁର: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆସନ୍ତା ରବିବାର (ଅକ୍ଟୋବର ୪) ଦିନ ତୃତୀୟ ଦିନିକିଆ ମ୍ୟାଚ୍ ମୁଲ୍ଲାନ୍ପୁରର ମହାରାଜା ଯାଦବେନ୍ଦ୍ର ସିଂହ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯିବ । ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଭାରତ ସିରିଜ୍ରେ ୨-୦ର ଅଜେୟ ଅଗ୍ରଣୀ ହାସଲ…