ପାଲକ ପନିରକୁ ନେଇ ବିବାଦ, ଭାରତୀୟ ଛାତ୍ରଙ୍କୁ ମିଳିଲା ୧.୮ କୋଟି…
ନୂଆଦିଲ୍ଲୀ: ଆମେରିକାରେ ଅଧ୍ୟୟନରତ ଭାରତୀୟ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଭେଦଭାବର ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଭାରତୀୟ ପିଏଚଡି ଛାତ୍ର ଆଦିତ୍ୟ ପ୍ରକାଶ ଏବଂ ଉର୍ମି ଭଟ୍ଟାଚାର୍ଯ୍ୟ ଜାତିଗତ ଭେଦଭାବ ଏବଂ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି।
ତେବେ ଏହି ଅଭିଯୋଗ କଲୋରାଡୋ ବୋଲ୍ଡର…