Latest Odisha News
Yearly Archives

2026

ପଶ୍ଚିମବଙ୍ଗରେ ବ୍ୟାପୁଛି ନିପା ଭାଇରସ, ସତର୍କ ଓଡ଼ିଶା…

ଭୁବନେଶ୍ୱର: ପଶ୍ଚିମବଙ୍ଗର ଏକ ଘରୋଇ ହସ୍ପିଟାଲରେ ଦୁଇ ଜଣ ନର୍ସ ନିପା ଭାଇରସ ରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିବା ପରେ ଓଡ଼ିଶା ମଧ୍ୟ ସତର୍କ ହୋଇଯାଇଛି। କାରଣ ପ୍ରତିଦିନ ବହୁ ମାତ୍ରାରେ ଲୋକ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ମଧ୍ୟରେ ଯାତ୍ରା କରୁଛନ୍ତି। ଯାହାକି ଚିନ୍ତାର ବିଷୟ ପାଲଟିଛି।…

Sukma Naxal Surrender:୨୯ ମାଓବାଦୀଙ୍କ ଆତ୍ମସମର୍ପଣ;ମୁଣ୍ଡରେ ଥିଲା ଦୁଇ ଲକ୍ଷ

ରାୟପୁର:ଛତିଶଗଡ଼ର ସୁକମା ଜିଲ୍ଲାରେ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା ଜଣେ ମାଓବାଦୀ ସମେତ ୨୯ ଜଣ ମାଓବାଦୀ ସୁରକ୍ଷାବାହିନୀ ନିକଟରେ ଆତ୍ମସମର୍ପଣ କରିଛନ୍ତି। ପୋଲିସ ଅଧିକାରୀମାନେ ବୁଧବାର ଏହି ସୂଚନା ଦେଇଛନ୍ତି। ୨୦୨୬ ମସିହାରେ ସୁକମାର ଗୋଗୁଣ୍ଡାରେ ସବୁଠାରୁ ବଡ଼ ନକ୍ସଲ ଆତ୍ମସମର୍ପଣ…

Russia Slams US Strike Threats: ମୁହାଁମୁହିଁ ଟ୍ରମ୍ପ – ପୁଟିନ; ହେବକି ଆଉ ଏକ ବିଶ୍ଵଯୁଦ୍ଧ?

ନୂଆଦିଲ୍ଲୀ: ରଣକ୍ଷେତ୍ର ପାଲଟିବ କି ଇରାନ? ତୃତୀୟ ବିଶ୍ୱଯୁଦ୍ଧ ଦେଖିବା କି ବିଶ୍ବ? ଆମ୍ନାସାମ୍ନା ହେବେ ବିଶ୍ଵର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଚେତାବନୀ ଦେଲେ ପୁଟିନ୍ ଭେନେଜୁଏଲା ଉପରେ ଆକ୍ରମଣ ପରେ, ଆମେରିକା ନିରନ୍ତର ଇରାନର ବ୍ୟାପାରରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରୁଛି। ଏହି…

କିଏ ଏହି ମୁସଲିମ ବ୍ରଦରହୁଡ; ଯାହାକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୁସଲିମ ବ୍ରଦରହୁଡକୁ ଏକ ଆତଙ୍କବାଦୀ ସଂଗଠନ ଭାବରେ ଘୋଷଣା କରିଛନ୍ତି। ମଙ୍ଗଳବାର ଦିନ ଟ୍ରେଜେରୀ ଏବଂ ଷ୍ଟେଟ୍ ଡିପାର୍ଟମେଣ୍ଟ ମୁସଲିମ ବ୍ରଦରହୁଡର ଲେବାନିଜ୍, ଜୋର୍ଡାନ ଏବଂ ଇଜିପ୍ଟର ଶାଖା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଘୋଷଣା…

PM Modi New Office: ବଦଳୁଛି ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟାଳୟ… ଜାଣନ୍ତୁ କେଉଁଠି ରହିବ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ ଆଜିଠାରୁ ପରିବର୍ତ୍ତନ ହେବ ବୋଲି କୁହାଯାଉଛି। ଆଜି, ଜାନୁଆରୀ ୧୪, ବୁଧବାର, ମକର ସଂକ୍ରାନ୍ତିର ଶୁଭ ଅବସରରେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ସ୍ଥାନାନ୍ତରିତ ହେଉଛି। ପିଏମଓ ଆଉ ସାଉଥ୍ ବ୍ଲକ୍‌ରେ ଅବସ୍ଥିତ ହେବ…

ODI କ୍ରିକେଟରେ ପୁଣି ନ° ୧ ହେଲେ କୋହଲି…

ନୂଆଦିଲ୍ଲୀ: ବିରାଟ କୋହଲି ପୁଣିଥରେ ODI କ୍ରିକେଟରେ ନିଜର ଶ୍ରେଷ୍ଠତା ହାସଲ କରିଛନ୍ତି। ICC ODI ବ୍ୟାଟିଂ ରାଙ୍କିଙ୍ଗରେ ବିରାଟ କୋହଲି ନମ୍ବର ୧ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ୧୪୦୩ ଦିନ ପରେ କିଙ୍ଗ କୋହଲି ପୁଣି ଥରେ ODIରେ ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ…

ରାୟଗଡ଼ାରେ ବାଣ ବିସ୍ଫୋରଣ; ୪ ଗୁରୁତର

ରାୟଗଡ଼ା: ତେଲୁଗୁ ସମ୍ପ୍ରଦାୟ ତରଫରୁ ୟେଦୁ ସାହିରେ ଭୋଗି ଉତ୍ସବ ପାଳନ କରିବା ସମୟରେ ଅଘଟଣ ଘଟିଯାଇଛି। ବାଣ ତିଆରି ବେଳେ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ…

ଭାରତୀୟ ସେନାର ପଦାତିକ ବାହିନୀରେ ସାମିଲ ହେବେ ମହିଳା: ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ

ନୂଆଦିଲ୍ଲୀ: ଭାରତୀୟ ସେନାର ପଦାତିକ ବାହିନୀରେ ମହିଳାମାନଙ୍କୁ ସାମିଲ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। କିନ୍ତୁ ଏହି ନିଷ୍ପତ୍ତି ସାମାଜିକ ଗ୍ରହଣୀୟତା ଉପରେ ନିର୍ଭର କରିବ ବୋଲି ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି। ମହିଳା ମାନଙ୍କୁ ଏକ ଦୁର୍ବଳ ବର୍ଗ ଭାବରେ ଦେଖାଯିବା ଉଚିତ୍…

ଡ୍ରେସିଂ ରୁମ ବିବାଦ ନେଇ ମୁହଁ ଖୋଲିଲେ ବ୍ୟାଟିଂ କୋଚ: କୋହଲି, ରୋହିତ ଏବଂ ଗମ୍ଭୀରଙ୍କ ମଧ୍ୟରେ……

ନୂଆଦିଲ୍ଲୀ: କୋଚ ଗୌତମ ଗମ୍ଭୀରଙ୍କ ସହ ଭାରତୀୟ କ୍ରିକେଟ ଦଳର ସିନିୟର ସଦସ୍ୟଙ୍କ ଭଲ ପଡୁ ନ ଥିବା ଖବର ପ୍ରକାଶ ପାଇ ଆସୁଛି । ବିଶେଷ କରି ବିରାଟ କୋହଲି ଓ ରୋହିତ ଶର୍ମା ସମ୍ପୂର୍ଣ୍ଣ ଭାବେ ଗମ୍ଭୀରଙ୍କ ଉପରେ ଅସନ୍ତୁଷ୍ଟ ରହିଥିବା କୁହାଯାଉଛି । ତେବେ ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ…

ଟ୍ରମ୍ପଙ୍କ ରାସ୍ତାରେ ଇସ୍ରାଏଲ; ୭ ଜାତିସଂଘ ଏଜେନ୍ସିରୁ ସମ୍ପର୍କ ଛିନ୍ନ କଲା…

ନୂଆଦିଲ୍ଲୀ: ଆମେରିକା ପରେ ଇସ୍ରାଏଲ ମଧ୍ୟ ଅନେକ ଜାତିସଂଘ ଏଜେନ୍ସିରୁ ଓହରିଯାଇଛି। ଇସ୍ରାଏଲ ନିରନ୍ତର ପକ୍ଷପାତିତା ଏବଂ ତାଙ୍କ ବିରୁଦ୍ଧରେ ରାଜନୀତିକରଣ କରୁଥିବା ଅଭିଯୋଗ କରିଛି। ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ୬୬ଟି ଅନ୍ତର୍ଜାତୀୟ ସଂଗଠନ ଏବଂ ଚୁକ୍ତିନାମାରୁ…