Latest Odisha News

BREAKING NEWS

Yearly Archives

2026

Jail or Hotel ? ଜନ ଆସନ୍ତୋଷ ପରେ ବୁଲିଲା ବୁଲଡୋଜର

ଇଣ୍ଡୋନେସିଆ: ଜେଲରେ ବିଳାସପୂର୍ଣ୍ଣ ରୁମ୍, ତେଜିଲା ଜନ ଆସନ୍ତୋଷ, ବୁଲିଲା ବୁଲଡୋଜର । ମାଟିରେ ମିଶିଲା ବିଳାସପୂର୍ଣ୍ଣ କୋଠା । କୋଠା କହିଲେ ଭୁଲ୍ ହୋଇଯିବ । ସୂଚନା ଅନୁସାରେ ଏହା ହେଉଛି ଏକ ଜେଲ୍ । ହେଲେ ଜେଲ୍ ଭିତରେ କଏଦୀଙ୍କ ।ଇଁ ଥିଲା ବିଳାସପୂର୍ଣ୍ଣ ହୋଟେଲ ସୁବିଧା । ଏ ଖବର ପ୍ରଘଟ…

ନିର୍ବାଚନରେ ପୁଣି ବ୍ୟାଲଟ୍ ପେପର ଫେରାଇ ଆଣିବାକୁ ଇଣ୍ଡିଆ ମେଣ୍ଟ ବୈଠକରେ ଖର୍ଗେଙ୍କ ଦାବି

ନୂଆଦିଲ୍ଲୀ: ଦେଶର ନିର୍ବାଚନ ପ୍ରକ୍ରିୟା, ଭୋଟର ତାଲିକାର ନିରପେକ୍ଷତା ଏବଂ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟଶୈଳୀକୁ ନେଇ ବିରୋଧୀ 'ଇଣ୍ଡିଆ' ମେଣ୍ଟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚକ୍ର ଓ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ…

ସୁସ୍ଥ ହେଉଛନ୍ତି ଓରାଙ୍ଗଉଟାନ୍, ସୁହାଉଛି ଓଡ଼ିଶା ଜଳବାୟୁ

ଭୁବନେଶ୍ବର: ନନ୍ଦନକାନନରେ ଖୁସି ଖବର! ଓରାଙ୍ଗଉଟାନଙ୍କୁ ସୁହାଉଛି ଓଡ଼ିଶା ଜଳବାୟୁ। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ସହ ଓଜନ ମଧ୍ୟ ବଢ଼ୁଛି। ଏହା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ବିଶେଷଜ୍ଞ ଡାକ୍ତରୀ ଦଳ ନିୟମିତ ଭାବେ ଓରାଙ୍ଗଉଟାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ…

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ

ପାରଳାଖେମୁଣ୍ଡି: ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ। ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ ଅଦାଲତଙ୍କ ପକ୍ଷରୁ ଜାରି ଜାମିନବିହୀନ ଗିରଫ…

ରୁଷରେ ଫସିଯାଇଛନ୍ତି ତେଲେଙ୍ଗାନାର ଚାରି ଯୁବକ; ଚାକିରି ନାଁରେ ସେନାରେ ଜବରଦସ୍ତି ଭର୍ତ୍ତି କରାଇଦେବା ଅଭିଯୋଗ

ହାଇଦ୍ରାବାଦ: ତେଲେଙ୍ଗାନାର ଚାରି ଜଣ ଯୁବକ ଋଷରେ ଫସି ରହିଥିବା ଏକ ମାମଲା ସାମ୍ନାକୁ ଆସିଛି। ପରିବାର ଅଭିଯୋଗ କରିଛନ୍ତି ଯେ ସେମାନେ ସାଧାରଣ ନାଗରିକ ଭାବରେ କାମ କରିବାକୁ ରୁଷ ଯାଇଥିଲେ, କିନ୍ତୁ ପହଞ୍ଚିବା ପରେ ସେମାନଙ୍କୁ ଋଷ ସେନାରେ ସେବା କରିବାକୁ ପଠାଯାଇଥିଲା। ପରିବାର କହିଛନ୍ତି ଯେ…

ଖରାପ କୋଲେଷ୍ଟେରଲ୍ ବ୍ୟତୀତ ଏହି ୬କାରଣ ହାର୍ଟ ପାାଇଁ ବିପଦ

ଭୁବନେଶ୍ବର: ଶରୀରରେ 'ଖରାପ' କୋଲେଷ୍ଟେରଲ୍ ବୃଦ୍ଧି ପାଇବା ଅର୍ଥ ହେଉଛି ଧମନୀରେ ବକ୍ଲେଜ ଯୋଗୁଁ ହାର୍ଟ ଦୁର୍ବଳ ହୋଇଯିବା। ଆପଣ ଜାଣନ୍ତି କି କେବଳ ଖରାପ କୋଲେଷ୍ଟେରଲ୍ ହିଁ ହାର୍ଟ ଦୁର୍ବଳ କରେ ନାହିଁ? ଗୋରଖପୁରସ୍ଥିତ ରିଜେନ୍ସି ହସ୍ପିଟାଲର କନ୍‌ସଲ୍‌ଟାଣ୍ଟ କାର୍ଡିଓଲୋଜିଷ୍ଟ ଡାକ୍ତର…

J&K Encounter: ପହଲଗାମ୍ ମାଷ୍ଟରମାଇଣ୍ଡ ହାଶିମ ମୂସା ନିପାତ

ବ୍ୟୁରୋ: ବୁଧବାର ଜମ୍ମୁକାଶ୍ମୀରରେ ଏନକାଉଂଟର । ବଡଗାମ ଜିଲ୍ଲାର ୟୁସମର୍ଗ ଅଂଚଳରେ ସୁରକ୍ଷାବାହିନୀଙ୍କୁ ବଡ ଧରଣର ସଫଳତା ମିଳିଛି । ପହଲଗାମ୍ ଆଟାକ୍ର ବଦଲା ନେଇଛି ସେନା । ସୁରକ୍ଷାକର୍ମୀଙ୍କ ଗୁଳିରେ ପାକିସ୍ତାନର ପୂର୍ବତନ ଏସଏସଜି କମାଣ୍ଡର ନିପାତ ହୋଇଛି । ଲସ୍କର-ଏ-ତୋଇବାର ଉଚ୍ଚ…

ମଝି ଆକାଶରେ ପାଇଲଟକୁ ଛୁରାମାଡ଼, ଅଳ୍ପକେ ବର୍ତ୍ତିଲେ ୧୮୦ ଯାତ୍ରୀ

ତେଲ ଅଭିଭ: ଦୁବାଇରୁ ଇସ୍ରାଏଲର ତେଲ ଅଭିଭ ଯାତ୍ରା କରୁଥିବା ଫ୍ଲାଏଦୁବାଇ ବିମାନ FZ1073 ଅନ୍ତର୍ଜାତୀୟ ଟ୍ରାନ୍ସପଣ୍ଡରରେ ୭୫୦୦ କୋଡ୍ ଟ୍ରାନ୍ସମିଟ୍ କରିବା ସମୟରେ ଆତଙ୍କ ଖେଳିଯାଇଥିଲା। କାରଣ ମଝି ଆକାଶରେ ପାଇଲଟକୁ ଛୁରାମାଡ଼ ହୋଇଥିଲା। ୨ ପାଇଲଟଙ୍କ ଝଗଡ଼ାରୁ ଛୁରାମାଡ଼ ହୋଇଥିଲା। ଏହି…

ଭାରତକୁ ‘ଉଚ୍ଚଜାତି ହିନ୍ଦୁ ରାଷ୍ଟ୍ର’ କରିବା ପାଇଁ ଚାହୁଁଛି SIR: ନିର୍ମଳା ସୀତାରମଣଙ୍କ ସ୍ୱାମୀ ପରକଲା…

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ୱାମୀ ପରକଲା ପ୍ରଭାକର, ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଅର୍ଥନୀତିଜ୍ଞ ଏବଂ ଲେଖକ ପରକଲା କହିଛନ୍ତି ଯେ SIR କେବଳ ଏକ ନିର୍ବାଚନ ପ୍ରସଙ୍ଗ…

Modi Cabinet: ମୋଦୀ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି; ୬ ରବି ଫସଲର MSP ବଢ଼ିଲା, ଗ୍ରୀନ୍ ଏନର୍ଜି କରିଡରକୁ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସେପ୍ଟେମ୍ବର ୩୦ରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ଏବଂ CCEA ବୈଠକରେ କୃଷି ଓ ଅକ୍ଷୟ ଶକ୍ତି କ୍ଷେତ୍ରକୁ ନେଇ ଏକାଧିକ ନିଷ୍ପତ୍ତି ନିଆଯାଇଛି। ବିଶେଷକରି ୨୦୨୭-୨୮ ମାର୍କେଟିଂ ସିଜନ୍ ପାଇଁ ୬ଟି ରବି ଫସଲର ନ୍ୟୂନତମ ସହାୟକ…