Latest Odisha News

BREAKING NEWS

Yearly Archives

2026

Mark Carney India Visit: ଭାରତ ଆସିବେ କାନାଡ଼ା ପ୍ରଧାନମନ୍ତ୍ରୀ, ପୁଣି ମଜଭୁତ ହେବ ଦୁଇ ଦେଶ ମଧ୍ୟରେ ସମ୍ପର୍କ

ନୂଆଦିଲ୍ଲୀ: ପ୍ରାୟ ଦୁଇ ବର୍ଷର କୂଟନୈତିକ ଉତ୍ତେଜନା ପରେ, ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କରେ ନୂଆ ମୋଡ଼ ସୃଷ୍ଟି ହେବାକୁ ଯାଉଛି। ଦୁଇ ଦେଶ ମଧ୍ୟରେ ଉନ୍ନତିର ସ୍ପଷ୍ଟ ସଙ୍କେତ ଦେଖାଯାଉଛି। କାନାଡ଼ାର ନୂଆ ପ୍ରଧାନମନ୍ତ୍ରୀ ମାର୍କ କାର୍ନି ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବାକୁ…

Sabarimala ‘Ghee Scam’: ସାବରୀମାଳା ମନ୍ଦିରରେ ‘ପବିତ୍ର ଘିଅ’ ବିକ୍ରି ଘୋଟାଲା:…

ଥିରୁଅନନ୍ତପୁରମ୍: ଧର୍ମ ମନ୍ଦିରରେ ଆର୍ଥିକ ଅନିୟମିତତା ଉପରେ ନ୍ୟାୟ ମନ୍ଦିର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସାବରୀମାଳା ଭଗବାନ ଆୟାପ୍ପା ମନ୍ଦିରରେ ପବିତ୍ର 'ଆଦିୟା ସିଷ୍ଟମ ଘିଅ' ବିକ୍ରୟରୁ ପାଣ୍ଠିର ଅପବ୍ୟବହାର ଅଭିଯୋଗରେ କେରଳ ହାଇକୋର୍ଟ ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ…

Prayagraj Magh Mela: ଲାଗିଛି ଭକ୍ତଙ୍କ ଭିଡ଼…ମକର ସଂକ୍ରାନ୍ତି ସ୍ନାନ ଉତ୍ସବ ପାଇଁ ପ୍ରସ୍ତୁତି ଶେଷ, ୧…

ପ୍ରୟାଗରାଜ: ପ୍ରୟାଗରାଜର ସଙ୍ଗମ କୂଳରେ ଅନୁଷ୍ଠିତ ମାଘ ମେଳାର ଦ୍ୱିତୀୟ ସ୍ନାନ ଉତ୍ସବ, ମକର ସଂକ୍ରାନ୍ତି, ଜାନୁଆରୀ ୧୫ ତାରିଖରେ ପଡୁଛି। ପୌଷ ପୂର୍ଣ୍ଣିମା ସ୍ନାନ ଉତ୍ସବ ସମୟରେ ୩.୧ ନିୟୁତରୁ ଅଧିକ ଭକ୍ତଙ୍କ ନିରାପଦ ସ୍ନାନ ସୁନିଶ୍ଚିତ କରିବା ପରେ, ମେଳା ପ୍ରଶାସନ ଏବେ ମକର ସଂକ୍ରାନ୍ତି…

Lingaraj Temple: ମକରସଂକ୍ରାନ୍ତିରେ ଲିଙ୍ଗରାଜଙ୍କ ନୀତିକାନ୍ତି ନୀତିରେ ବିଭ୍ରାଟ, ଗତକାଲି ସନ୍ଧ୍ୟାରୁ ଉପବାସରେ…

ଭୁବନେଶ୍ୱର: ତୁଟିଲାନି ନବାଙ୍କ ବେଢ଼ା କ୍ଷୀର ଆଉଟା ସେବା ଅଧିକାର ବିବାଦ। ବନ୍ଦ ରହିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତି। ମଙ୍ଗଳବାର ସନ୍ଧ୍ୟାଧୂପଠାରୁ ଉପବାସରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ। ମନ୍ଦିରରେ ନୀତିକାନ୍ତି ସବୁ ବନ୍ଦ ରହିଛି। ଗତକାଲି ସନ୍ଧ୍ୟାରୁ ଉପବାସରେ ଠାକୁର। ଆଜି ମକର…

ଓଡ଼ିଆ ଭାଷାରେ ହେବ ସମସ୍ତ ସରକାରୀ କାମ, ସବୁ ବିଭାଗ ଓ ଜିଲ୍ଲାପାଳଙ୍କୁ ସରକାରଙ୍କ ଚିଠି

ଭୁବନେଶ୍ଵର: ଓଡ଼ିଆ ଭାଷାରେ ହେବ ସରକାରୀ କାମ। ସବୁ ବିଭାଗ ଓ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି। ବ୍ଲକରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଓଡ଼ିଆ ଭାଷାରେ ହେବ ସରକାରୀ କାମ। ସମସ୍ତ ନୋଟିସ୍, ବିଜ୍ଞପ୍ତି, ପତ୍ର ବିନିମୟ ଓଡ଼ିଆରେ ହେବ। ଏଥିରେ ଖିଲାପ କଲେ ତାଗିଦ୍ ସହ କାରଣ ଦର୍ଶାଅ ନୋଟିସ୍ ଜାରି…

ବେଙ୍ଗାଲୁରୁରୁ-ପ୍ୟାରିସ ବିମାନରେ ଯାନ୍ତ୍ରିକ ତ୍ରୁଟି, ହନ୍ତସନ୍ତ ଯାତ୍ରୀ

ନୂଆଦିଲ୍ଲୀ: ବେଙ୍ଗାଲୁରୁରୁ ପ୍ୟାରିସ ଯାଉଥିବା ଏକ ଏୟାର ଫ୍ରାନ୍ସ ବିମାନର ଇଞ୍ଜିନରେ ତ୍ରୁଟି ଯୋଗୁଁ ଏହାକୁ ତୁର୍କମେନିସ୍ତାନ ପଠାଯାଇଥିଲା। ଏହି ଘଟଣା ମଙ୍ଗଳବାର ଘଟିଛି। ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟରେ କୁହାଯାଇଛି ଯେ, ବିମାନଟି ସ୍ଥାନୀୟ ସମୟ ସକାଳ ୩ଟା ୩୭ରେ ଆଶଗାବାତ…

SIR ପାଇଁ ଓଡିଶା ପ୍ରସ୍ତୁତ: ସୃଷ୍ଟି ହେଲା ୭ହଜାର ନୂଆ ବୁଥ୍‌

ଭୁବନେଶ୍ୱର: SIR ପାଇଁ ଓଡିଶା ପ୍ରସ୍ତୁତ। ଫେବ୍ରୁଆରୀ ୨୦୨୭ରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ। ଏହା ପୂର୍ବରୁ ଓଡ଼ିଶାରେ ‌ଭୋଟର ତାଲିକାର ‘ସ୍ବତନ୍ତ୍ର ସଘନ ସଂଶୋଧନ’ (ଏସ୍‌ଆଇଆର୍) ପ୍ରକ୍ରିୟା ଶେଷ କରି ନୂଆ ଭୋଟର ତାଲିକା ଅନୁଯାୟୀ ନିର୍ବାଚନ କରିବାକୁ ପ୍ରସ୍ତୁତି ଆରମ୍ଭ…

ରାଜ୍ୟରେ ଗଠନ ହେଲା ଆଉ ଏକ ପୋଲିସ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ ଗଠନ ହେଲା ଆଉ ଏକ ପୋଲିସ ଜିଲ୍ଲା। ନୂଆ ରାଇରଙ୍ଗପୁର ପୋଲିସ ଜିଲ୍ଲା ଗଠନ କଲେ ସରକାର। ମୟୂରଭଞ୍ଜ ପୋଲିସ ଜିଲ୍ଲା ଭାଗ ହୋଇ ଗଠନ ହେଲା। ରାଇରଙ୍ଗପୁରରେ ରହିବ ଏହାର ମୁଖ୍ୟାଳୟ। ନୂଆ ପୋଲିସ ଜିଲ୍ଲାରେ ରହିବ ୧୪ଟି ଥାନା। ଏଥିରେ ୫ ଆଉଟ୍ ପୋଷ୍ଟ ଓ ୨ଟି ବିଟ୍‌ ହାଉସ୍ ମଧ୍ୟ…

ବାଣିଜ୍ୟ ଚୁକ୍ତିନାମା ନେଇ ଆମେରିକୀୟ ପ୍ରତିପକ୍ଷଙ୍କ ସହ କଥା ହେଲେ ଜୟଶଙ୍କର

ନୂଆଦିଲ୍ଲୀ: ଆମେରିକା ସହିତ ବାଣିଜ୍ୟ ଚୁକ୍ତିନାମା ସମ୍ପର୍କରେ ଖବର ମଧ୍ୟରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ତାଙ୍କର ଆମେରିକୀୟ ପ୍ରତିପକ୍ଷ ମାର୍କୋ ରୁବିଓ ମଙ୍ଗଳବାର ଫୋନ୍ ଯୋଗେ ପରସ୍ପର ସହିତ କଥା ହୋଇଛନ୍ତି। ଏହି ସମୟରେ ବାଣିଜ୍ୟ, ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ସହଯୋଗ…

ଇରାନ ହିଂସାରେ ୨୦୦୦ ମୃତ

ନୂଆଦିଲ୍ଲୀ: ଇରାନରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଗତ ଦୁଇ ସପ୍ତାହ ମଧ୍ୟରେ ସେଠାରେ ମୃତ୍ୟୁ ସଂଖ୍ୟା ୨୦୦୦ ଅତିକ୍ରମ କରିଥିବା ନେଇ ସୂଚନା ମିଳିଛି। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ପ୍ରଦର୍ଶନକାରୀ ଏବଂ ସୁରକ୍ଷା କର୍ମୀ ଉଭୟ ଥିବା ନେଇ ମଙ୍ଗଳବାର ଦିନ ଜଣେ ଇରାନୀ ଅଧିକାରୀ କହିଛନ୍ତି।…