Fly Dubai Hijack Scare: ଜରୁରୀ ଅବତରଣ, ସେନାର ତଦନ୍ତ
ଦୁବାଇ: ୧୮୦ ଜଣ ଯାତ୍ରୀଙ୍କୁ ନେଇ ଦୁବାଇରୁ ତେଲ୍ -ଆଭିଭ୍ ଯାଉଥିବା ଫ୍ଲାଏ ଦୁବାଇ ବିମାନର ଗତିପଥ ପରିବର୍ତ୍ତନ
କରାଯାଇଛି । ଏହାସହ ଜରୁରୀକାଳୀନ ସ୍ଥିତି ଘୋଷଣା ହୋଇଛି । ସୂଚନା ଅନୁସାରେ ଫ୍ଲାଇଟ୍ଟି ତେଲ୍ -ଆଭିଭ୍ ଯାଉଥିବା ବେଳେ ହଠାତ୍ ବେଆଇନ ହସ୍ତକ୍ଷେପ ବା ଅନ୍ୟଏକ ସାଧାରଣ…