ଆଉ ହେବନି ୧୦ ମିନିଟ୍ ମଧ୍ୟରେ ଡେଲିଭରି, ଇ-କମର୍ସ କମ୍ପାନୀଗୁଡ଼ିକ ଉପରେ ରୋକ୍ ଲଗାଇଲେ ସରକାର
ନୂଆଦିଲ୍ଲୀ: ବ୍ଲିଙ୍କିଟ୍, ଜେପ୍ଟୋ କିମ୍ବା ସ୍ୱିଗି ଇନଷ୍ଟାମାର୍ଟରୁ ସାମଗ୍ରୀ ଅର୍ଡର୍ କଲେ ୧୦ ମିନିଟ୍ ମଧ୍ୟରେ ସାମଗ୍ରୀ ଆସି ଘରେ ପହଞ୍ଚି ଯାଇଥାଏ। କିନ୍ତୁ ବର୍ତ୍ତମାନ୍ ସରକାର ଏହି ଫାଷ୍ଟ-ଟ୍ରାକ୍ କମ୍ପାନୀଗୁଡ଼ିକୁ "୧୦-ମିନିଟ୍ ଡେଲିଭରି" ପ୍ରତିଶ୍ରୁତି ହଟାଇବାକୁ ନିର୍ଦ୍ଦେଶ…