Latest Odisha News

BREAKING NEWS

Yearly Archives

2026

ଆସନ୍ତାକାଲି ଓଡ଼ିଶା ବନ୍ଦ; ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ସତର୍କ ସୂଚନା

ଭୁବନେଶ୍ୱର: ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଆହ୍ୱାନ ଦିଆଯାଇଛି। ଏନେଇ ସବୁ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ପଦକ୍ଷେପ…

ଟିପିଏସ୍ଓଡିଏଲ୍ ତରଫରୁ ଗଜପତି ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ

ପାରଳାଖେମୁଣ୍ଡି: ସ୍ୱଚ୍ଛ ଓ ନବୀକରଣଯୋଗ୍ୟ ଶକ୍ତିର ବାର୍ତ୍ତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ, ସେବା ସେତୁ ଅଭିଯାନ ଅଧୀନରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଟିପିଏସ୍ଓଡିଏଲ୍ ପକ୍ଷରୁ ସୋଲାର ରଥର ଶୁଭାରମ୍ଭ କରାଯାଇଛି। ଅକ୍ଷୟ…

ଶେଷ ହୋଇନାହିଁ ଜାଡେଜାଙ୍କ ୨୦୨୭ ବିଶ୍ୱକପ୍ ଖେଳିବା ଆଶା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ବୋଲିଂସ୍ପିନ୍ ବୋଲିଂ କୋଚ୍  ସାଈରାଜ ବହୁତୁଲେଙ୍କ ଏକ ବୟାନ ସ୍ପିନର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ମନୋବଳ ରହିଛି । ଜାଡେଜା ପାଇଁ ଏବେ ବି ୨୦୨୭ ବିଶ୍ୱକପ ଦ୍ୱାର ବନ୍ଦ ହୋଇ ନାହିଁ । ସେ ଭଲ ପ୍ରଦର୍ଶନ କଲେ ଦଳରେ ସ୍ଥାନ ପାଇବା ଅସମ୍ଭବ ନୁହେଁ ବୋଲି…

ପାର୍ବଣରେ ଗ୍ରାହକଙ୍କୁ ଝଟ୍‌କା ଦେଇପାରେ ଆରବିଆଇ: ମହଙ୍ଗା ହୋଇପାରେ ଘର ଓ ଗାଡ଼ି ଋଣ

ନୂଆଦିଲ୍ଲୀ: କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ଖାଉଟି ସାମଗ୍ରୀର ଦରବୃଦ୍ଧି ଏବଂ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଭିତରେ ସାଧାରଣ ଲୋକଙ୍କ ଉପରେ ପଡ଼ିପାରେ ଆର୍ଥିକ ବୋଝ । ଜାପାନର ପ୍ରସିଦ୍ଧ ବ୍ରୋକରେଜ୍ ସଂସ୍ଥା 'ନୋମୁରା'ର ଏକ ରିପୋର୍ଟ ଅନୁଯାୟୀ, ଭାରତୀୟ ରିଜର୍ଭ ବ୍ୟାଙ୍କ ଆଗାମୀ…

‘ଭୁଲ୍ ଭୁଲୈୟା ୩’ ପରେ ଏବେ ତାମିଲ ସିନେମା: ବିଦ୍ୟା ବାଲନ୍ ଦେଲେ ନୂଆ ଫିଲ୍ମର ସୁଟିଂ ହିଣ୍ଟ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ବିଦ୍ୟା ବାଲନ୍ ପୁଣି ଥରେ ରୂପେଲି ପରଦାରେ ନିଜର ଯାଦୁ ଦେଖାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଜଗତରୁ ଦୂରେଇ ରହିବା ପରେ ବିଦ୍ୟା ନିକଟରେ ‘ଭୁଲ୍ ଭୁଲୈୟା ୩’ (୨୦୨୪)ରେ ନଜର ଆସିଥିଲେ । ଏବେ ତାଙ୍କ ପ୍ରଶଂସକଙ୍କ ପାଇଁ…

ଅକ୍ଟୋବର ୨ରେ ବୁଧ-ମଙ୍ଗଳଙ୍କ ବିରଳ ‘କେନ୍ଦ୍ର ଦୃଷ୍ଟି ଯୋଗ’: ଏହି ୪ଟି ରାଶିର ଖୋଲିବ ଭାଗ୍ୟ

ନୂଆଦିଲ୍ଲୀ: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି, ସେମାନଙ୍କର ଗୋଚର ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ଦୃଷ୍ଟି ସମ୍ପର୍କକୁ ବିଶେଷ ଗୁରୁତ୍ୱ ଦିଆଯାଇଥାଏ । ଆସନ୍ତା ଅକ୍ଟୋବର ୨ ତାରିଖରେ ଏପରି ଏକ ବିରଳ ତଥା ଶୁଭ ଗ୍ରହ ସଂଯୋଗ ସୃଷ୍ଟି ହେବାକୁ ଯାଉଛି । ଏହି ଦିନ ବୁଧ ଏବଂ…

ଏସିଆନ୍ ଗେମ୍ସ ୨୦୨୬: ମହିଳା ୪ଗୁଣନ୪୦୦ ମିଟର ରିଲେରେ ଭାରତକୁ ଐତିହାସିକ ସ୍ୱର୍ଣ୍ଣ, ୫୦ ଅତିକ୍ରମ କଲା ମେଡାଲ୍ ସଂଖ୍ୟା

ଆଇଚି-ନାଗୋୟା: ଜାପାନର ଆଇଚି-ନାଗୋୟାଠାରେ ଚାଲିଥିବା ଏସିଆନ୍ ଗେମ୍ସ ୨୦୨୬ରେ ମଙ୍ଗଳବାର (୨୯ ସେପ୍ଟେମ୍ବର) ଭାରତ ପାଇଁ ଏକ ଅତ୍ୟନ୍ତ ସଫଳ ଦିନ ସାବ୍ୟସ୍ତ ହୋଇଛି । ମହିଳା ୪ଗୁଣନ୪୦୦ ମିଟର ରିଲେ ଇଭେଣ୍ଟରେ ଭାରତୀୟ ଦଳ(କିରଣ ପହଲ, ପୂବମ୍ମା ମାଚେତ୍ତିରା, ପ୍ରାଚୀ ଏବଂ ଭିଥ୍ୟା ରାମରାଜ)…

ଆସିଗଲା ଆରବିଆଇର ନୂଆ ତାଲିକା: ଅକ୍ଟୋବରରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଆସନ୍ତା ମାସ ଅର୍ଥାତ୍ ଅକ୍ଟୋବରରେ ଯଦି ଆପଣଙ୍କର ବ୍ୟାଙ୍କ ଶାଖାରେ କିଛି ଜରୁରୀ କାମ କରିବାର ଅଛି, ତେବେ ଏହି ଖବରଟି ଖାସ୍ ଆପଣଙ୍କ ପାଇଁ । ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ ପକ୍ଷରୁ ଅକ୍ଟୋବର ମାସର ବ୍ୟାଙ୍କ ଛୁଟି ତାଲିକା ଜାରି କରାଯାଇଛି । ପାର୍ବଣ ଋତୁ ଆରମ୍ଭ…

ଅକ୍ଟୋବରରୁ ହ୍ୱାଟସ୍‌ଆପ୍‌ରେ ମେସେଜ୍ କଲେ ଗଣିବେ ଟଙ୍କା

ଭୁବନେଶ୍ୱର: ଲୋକପ୍ରିୟ ମେସେଜିଂ ଆପ୍ 'ହ୍ୱାଟସ୍‌ଆପ୍' ନିଜର ବ୍ୟବସାୟିକ ଅର୍ଥାତ୍ ବିଜନେସ୍ ଆକାଉଣ୍ଟ ପାଇଁ ଦେୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ଅକ୍ଟୋବର ୧ ତାରିଖରୁ ଭାରତରେ ହ୍ୱାଟସ୍‌ଆପ୍ ବିଜନେସ୍ ମାଧ୍ୟମରେ ଗ୍ରାହକଙ୍କୁ ମେସେଜ୍ ପଠାଇବା ଅଧିକ ମହଙ୍ଗା ହେବ । ମେଟା ପକ୍ଷରୁ ଏହି…

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ସସପେଣ୍ଡ ହେଲେ ରାୟଗଡ଼ା ପୌରାଧ୍ୟକ୍ଷ ଓ କାଉନସିଲର

ରାୟଗଡ଼ା: ବିଜେଡିରୁ ନିଲମ୍ବିତ ହେଲେ ରାୟଗଡ଼ା ପୌରାଧ୍ୟକ୍ଷ ଓ କାଉନସିଲର। ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ଦୁଇ ନେତାଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ହୋଇଛି। ରାୟଗଡ଼ା ପୌରାଧ୍ୟକ୍ଷ ପି. ମହେଶ ପଟ୍ଟନାୟକ ଏବଂ ରାୟଗଡ଼ା ପୌରପରିଷଦର ୧୬ ନମ୍ବର ୱାର୍ଡର କାଉନସିଲର ଶ୍ରମିତା ପାଢ଼ୀଙ୍କୁ…