Latest Odisha News

BREAKING NEWS

Yearly Archives

2026

ନଭେମ୍ବର ୫ରେ ‘ରାମାୟଣ-୧’ ରିଲିଜ୍‌, ଦଶହରାରୁ ଆରମ୍ଭ ଟିକେଟ୍ ବୁକିଂ

ମୁମ୍ବାଇ: ନବରାତ୍ରୀ ଆରମ୍ଭରୁ ଫିଲ୍ମ ପ୍ରେମୀଙ୍କ ପାଇଁ ଖୁସି ଖବର । ନଭେମ୍ବର ୫ରେ ରିଲିଜ୍ ହେବ ବିଶାଳ ପୌରାଣିକ ଚଳଚ୍ଚିତ୍ର ରାମାୟଣ-୧ା ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଅପକମିଂ ମଚ୍ ଆବେଟେଡ୍ ଏହି ଫିଲ୍ମର ଟିକେଟ୍ ବୁକିଂ ଦଶହରାରୁ ଆରମ୍ଭ ହୋଇଯିବ । ଭାରତର ଅନ୍ୟତମ ସର୍ବାଧିକ ଶ୍ରଦ୍ଧେୟ…

ବ୍ରହ୍ମପୁରରୁ ୩୦୦୦ କେଜି ନକଲି ମସଲା ଗୁଣ୍ଡ ଜବତ

ଭୁବନେଶ୍ୱର: ବ୍ରହ୍ମପୁରରେ ଦୁଇଟି ବଡ଼ ନକଲି ମସଲା ମିଲ ଉପରେ ପୁଲିସ ଚଢ଼ାଉ କରି ୩୦ କୁଇଣ୍ଟାଲ ନକଲି ମସଲା ସହ ୪ ମିଲିଙ୍ଗ୍ ମେସିନ୍ ଜବତ କରିଛି। ବ୍ରହ୍ମପୁର ବଡ଼ବଜାର ଅଞ୍ଚଳରେ ନକଲି ହଳଦୀ ଗୁଣ୍ଡ ଏବଂ ଲଙ୍କା ଗୁଣ୍ଡ କାରବାର ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ପୋଲିସ। ଏହାପରେ…

ପ୍ରଗତି ପଥେ ନୂଆ ପାଦ: ୨୦୨୭ ସୁଦ୍ଧା ଗଞ୍ଜେଇ ମୁକ୍ତ ହେବ କନ୍ଧମାଳ

ଫୁଲବାଣୀ: ୨୦୨୭ ସୁଦ୍ଧା କନ୍ଧମାଳ ଜିଲ୍ଲାକୁ ସମ୍ପୂର୍ଣ୍ଣ ଗଞ୍ଜେଇମୁକ୍ତ କରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ପ୍ରଥମ ପର୍ଯ୍ୟାୟରେ କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାକୁ ଗଞ୍ଜେଇମୁକ୍ତ କରିବା ଉପରେ ସବୁଠାରୁ ଅଧିକ…

Saudi Airport Blast Update: ତୀର୍ଥଯାତ୍ରା ହେଲା ଶେଷ ଯାତ୍ରା

() ରିୟାଦ୍ଧ: ଆଉ କିଛି ସମୟ ପରେ ଫ୍ଲାଇଟ୍‌ରେ ବସିଥାନ୍ତେ ଆଉ ଯାଇଥାନ୍ତେ ଉମ୍ରାହ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ଶନିବାର ରିୟାଦ୍ଧର କିଙ୍ଗ ଖାଲିଦ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ମିଜାଇଲ ମାଡରେ ସବୁକିଛି ଛାରଖାର । କିଏ ଘରକୁ ଯାଇଥାନ୍ତେ ତ କିଏ ଫେରିଥାନ୍ତେ । ଆଉ ପୁଣି କିଛି…

ଇଣ୍ଡିଆ ବ୍ଲକ୍ ନେତାଙ୍କୁ ଭେଟିବେନି ସିଜେଆଇ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ: ଇଣ୍ଡିଆ ବ୍ଲକ୍ ନେତାମାନେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତଙ୍କ ସହ ସାକ୍ଷାତ ପାଇଁ ଅନୁରୋଧ କରିଥିଲେ। ସିଜେଆଇ ସାକ୍ଷାତ ପାଇଁ ସମୟ ନ ଦେବାକୁ ବିରୋଧୀ ମେଣ୍ଟର ନେତାମାନେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପ୍ରତିବାଦ ଶୋଭାଯାତ୍ରା କରିଥିଲେ । ଏହା ଉପରେ ନିଜର ପକ୍ଷ…

ଇଣ୍ଡିଆନ୍ ୟୁନିସ୍ପୋର୍ଟ ଫେଡେରେସନ୍‌ର ପ୍ରଥମ ସଭାପତି ହେଲେ ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର: ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଇଣ୍ଡିଆନ୍ ୟୁନିସ୍ପୋର୍ଟ ଫେଡେରେସନ୍ (ଆଇୟୁଏସ୍‍ଏଫ୍‍)ର ପ୍ରଥମ ସଭାପତି ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି। ରବିବାର ନୂଆଦିଲ୍ଲୀଠାରେ ଆୟୋଜିତ ଫେଡେରେସନ୍‌ର ପ୍ରଥମ ବାର୍ଷିକ…

ପୁରୀ ବାଇପାସ୍‌ରେ ସିରିଜ୍ ଦୁର୍ଘଟଣା, ୭ ଦୁଇ ଚକିଆ ଗାଡ଼ିକୁ ଧକ୍କା ଦେଲା କାର୍ 

ଭୁବନେଶ୍ୱର: ପୁରୀ ବାଇପାସ୍‌ରେ ସୋମବାର ଦିନ ଏକ ଦ୍ରୁତଗାମୀ କାର୍ ପାଖାପାଖି ୭ଟି ବାଇକ୍‌କୁ ଧକ୍କା ଦେଇଛି। ଫଳରେ ରାସ୍ତାରେ ହଇଚଇ ସୃଷ୍ଟି ହୋଇଥିଲା। ସୂଚନା ଅନୁଯାୟୀ, ମଦ୍ୟପାନ କରିଥିବା ସନ୍ଦେହ କରାଯାଉଥିବା ଉକ୍ତ କାର୍ ଚାଳକ ଏକାଧିକ ଦୁଇଚକିଆ ଯାନକୁ ଧକ୍କା ଦେଇଥିଲା। ଯାହା ଫଳରେ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ; ଭିଜିଲାନ୍ସ ଜାଲରେ ଯାଜପୁର ABEO

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ରେ ଯାଜପୁର ଜିଲ୍ଲାର ଧର୍ମଶାଳା ସ୍ଥିତ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ (ABEO) ଜୟଦେବ ଜେନାଙ୍କ ସହ ଜଡ଼ିତ ୭ ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ସୋମବାର ଏକକାଳୀନ ଚଢ଼ଉ ଆରମ୍ଭ କରାଯାଇଛି। ବ୍ରହ୍ମପୁର ସ୍ଥିତ…

ପେଟ୍ରୋଲ ୫ ଓ ଡିଜେଲ ୩ ଟଙ୍କା ବୃଦ୍ଧି; ଏହି କମ୍ପାନୀ ବଢ଼ାଇଲା ଦର୍…

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସମର୍ଥିତ ଘରୋଇ ଇନ୍ଧନ କମ୍ପାନୀ ଜିଓ-ବିପି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୫ ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୩ ଟଙ୍କା ବୃଦ୍ଧି କରିଛି। ନୂତନ ମୂଲ୍ୟ ଅକ୍ଟୋବର ୧୧, ୨୦୨୬ ସକାଳ ୬ ଟାରୁ ଲାଗୁ ହୋଇଛି।…

ଆଜି ଦିଲ୍ଲୀରେ କଂଗ୍ରେସର ପ୍ରତିବାଦ; ୬ଟି ମେଟ୍ରୋ ଷ୍ଟେସନ ବନ୍ଦ

ନୂଆଦିଲ୍ଲୀ: ସୋମବାର ମଧ୍ୟ ରାଜଧାନୀ ଦିଲ୍ଲୀରେ ସାଧାରଣ ଜନତାଙ୍କ ପାଇଁ ଏକ କଷ୍ଟକର ଦିନ ହେବାକୁ ଯାଉଛି। ଦିଲ୍ଲୀ ମେଟ୍ରୋ ରେଳ ନିଗମ (DMRC) ରବିବାର ବିଳମ୍ବିତ ରାତିରେ ଘୋଷଣା କରିଛି ଯେ ସୋମବାର ଦିଲ୍ଲୀର ଛଅଟି ମେଟ୍ରୋ ଷ୍ଟେସନ ବନ୍ଦ ରହିବ। ସୁରକ୍ଷା କାରଣ ଦର୍ଶାଇ DMRC ଘୋଷଣା କରିଛି…