Latest Odisha News

BREAKING NEWS

Yearly Archives

2026

ପେଟ୍ରୋଲ ୫ ଓ ଡିଜେଲ ୩ ଟଙ୍କା ବୃଦ୍ଧି; ଏହି କମ୍ପାନୀ ବଢ଼ାଇଲା ଦର୍…

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସମର୍ଥିତ ଘରୋଇ ଇନ୍ଧନ କମ୍ପାନୀ ଜିଓ-ବିପି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୫ ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୩ ଟଙ୍କା ବୃଦ୍ଧି କରିଛି। ନୂତନ ମୂଲ୍ୟ ଅକ୍ଟୋବର ୧୧, ୨୦୨୬ ସକାଳ ୬ ଟାରୁ ଲାଗୁ ହୋଇଛି।…

ଆଜି ଦିଲ୍ଲୀରେ କଂଗ୍ରେସର ପ୍ରତିବାଦ; ୬ଟି ମେଟ୍ରୋ ଷ୍ଟେସନ ବନ୍ଦ

ନୂଆଦିଲ୍ଲୀ: ସୋମବାର ମଧ୍ୟ ରାଜଧାନୀ ଦିଲ୍ଲୀରେ ସାଧାରଣ ଜନତାଙ୍କ ପାଇଁ ଏକ କଷ୍ଟକର ଦିନ ହେବାକୁ ଯାଉଛି। ଦିଲ୍ଲୀ ମେଟ୍ରୋ ରେଳ ନିଗମ (DMRC) ରବିବାର ବିଳମ୍ବିତ ରାତିରେ ଘୋଷଣା କରିଛି ଯେ ସୋମବାର ଦିଲ୍ଲୀର ଛଅଟି ମେଟ୍ରୋ ଷ୍ଟେସନ ବନ୍ଦ ରହିବ। ସୁରକ୍ଷା କାରଣ ଦର୍ଶାଇ DMRC ଘୋଷଣା କରିଛି…

ଉତ୍କଳ ବିଶ୍ୱବିଦ୍ୟାଳୟରେ ବୋମା ମାଡ!

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ବୋମା ମାଡ ଅଭିଯୋଗ ହୋଇଛି। ରାଜଧାନୀ ସ୍ଥିତ ବାଣୀ ବିହାରର ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ରବିବାର ବିଳମ୍ବିତ ରାତିରେ ବୋମା ବିସ୍ଫୋରଣ ଭଳି ଏକ ଶକ୍ତିଶାଳୀ ଶବ୍ଦ ଯୋଗୁଁ ଆତଙ୍କ ଖେଳିଯାଇଛି। ସୂଚନା ଅନୁଯାୟୀ, ଏହି ଘଟଣା ବିଶ୍ୱବିଦ୍ୟାଳୟର ପୁରୁଷ…

ସାଉଦି ଆରବ ବିମାନବନ୍ଦରରେ କ୍ଷେପଣାସ୍ତ୍ର ମାଡ଼: ଜଣେ ଭାରତୀୟ ମୃତ, ଦୁଇ ପୁଅ ହସ୍ପିଟାଲରେ ଭର୍ତ୍ତି

ରୀୟାଦ: ସାଉଦି ଆରବର ରୀୟାଦ ସ୍ଥିତ କିଙ୍ଗ ଖାଲିଦ୍ ଆନ୍ତର୍ଜାତୀୟ ବିମାନବନ୍ଦରରେ ହୋଇଥିବା ଭୟଙ୍କର କ୍ଷେପଣାସ୍ତ୍ର ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ହାଇଦ୍ରାବାଦର ମେଦୀପଟ୍ଟନମ ଅଞ୍ଚଳର ମହମ୍ମଦ ୟୁସୁଫ୍ ଅଲ୍ଲୀ ବୋଲି ଜଣାପଡ଼ିଛି। ଏହି ଆକ୍ରମଣରେ…

୩ୟ ଟି୨୦: ୱେଷ୍ଟଇଣ୍ଡିଜକୁ ୧୪ ରନ୍‌ରେ ହରାଇଲା ଭାରତ, ସିରିଜ୍‌ରେ ୨-୧ରେ ଆଗୁଆ

ଇନ୍ଦୋର: ଇନ୍ଦୋରର ହୋଲକର ଷ୍ଟାଡିୟମ୍‌ରେ ଖେଳାଯାଇଥିବା ୩ୟ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜକୁ ୧୪ ରନ୍‌ରେ ପରାସ୍ତ କରିଛି । ଏହି ବିଜୟ ସହ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ଶୃଙ୍ଖଳାରେ ଭାରତ ୨-୧ ରେ ଅଗ୍ରଣୀ ହାସଲ କରିଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ଭାରତ ଶୃଙ୍ଖଳିତ ପ୍ରଦର୍ଶନ…

ବସଷ୍ଟାଣ୍ଡରୁ ବାଘ ଚମଡ଼ା ଜବତ ଘଟଣା;ଆଉ ତିନି ଗିରଫ

ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବସଷ୍ଟାଣ୍ଡରୁ ବାଘ ଚମଡ଼ା ଜବତ କଲା ବାଲିଗୁଡ଼ା ବନ ବିଭାଗ ।ଏହି ଜବତ ଘଟଣାରେ ଆଉ ତିନି ଅଭିଯୁକ୍ତ ଗିରଫ ହୋଇଛନ୍ତି ।ବାଲିଗୁଡ଼ା ଡ଼ିଏଫଓ ଘନଶ୍ୟାମ ମହନ୍ତଙ୍କ ସୂଚନାନୁସାରେ ଗିରଫ ତିନି ଜଣଙ୍କ ମଧ୍ୟରେ ଜଣେ ଶିକାରୀ ସମେତ ଦୁଇ ଜଣ ସପ୍ଲାୟର ରହିଛନ୍ତି ।…

Drone-Based Surveillance:ଡ୍ରୋନ୍ ଆଧାରିତ ନିରୀକ୍ଷଣରେ ପୂର୍ବ ତଟ ରେଳପଥ ଅଗ୍ରଣୀ;୧୧ଟି ଡ୍ରୋନ୍ ଦ୍ୱାରା ୨୮୪ଟି…

ଭୁବନେଶ୍ୱର:ଡ୍ରୋନ୍ ଆଧାରିତ ନିରୀକ୍ଷଣ କ୍ଷେତ୍ରରେ ପୂର୍ବ ତଟ ରେଳପଥ ଭାରତୀୟ ରେଳପଥ ମଧ୍ୟରେ ଅଗ୍ରଣୀ ସ୍ଥାନ ହାସଲ କରିଛି। ବର୍ତ୍ତମାନ ଏହାର ତିନୋଟି ମଣ୍ଡଳରେ ୧୧ଟି ଡ୍ରୋନ୍ ନିୟୋଜିତ ହୋଇଛି । ମାର୍ଚ୍ଚ ୨୦୨୭ ସୁଦ୍ଧା ଏହି ସଂଖ୍ୟା ୨୨କୁ ବୃଦ୍ଧି କରିବାକୁ ଯୋଜନା ରହିଛି। ଏହି ପଦକ୍ଷେପ…

ଏଆଇ, ପରମାଣୁ ଯୁଦ୍ଧ, ଜୈବଅସ୍ତ୍ର ଆଗାମୀ ୭୫ ବର୍ଷରେ ମାନବଜାତି ପାଇଁ ବିପଦ: ରିପୋର୍ଟ

ନୂଆଦିଲ୍ଲୀ: ପରମାଣୁ ଯୁଦ୍ଧ, ଏଆଇର ବ୍ୟବହାର ଏବଂ ଜୈବ ଅସ୍ତ୍ରର ବ୍ୟବହାରକୁ ରୋକା ନ ଯାଏ ତେବେ ଆଗାମୀ ୭୫ ବର୍ଷ ମଧ୍ୟରେ ପୃଥିବୀ ଧ୍ୱଂସ ହୋଇଯିବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ପ୍ରସିଦ୍ଧ ମେଡିକାଲ୍ ଜର୍ଣ୍ଣାଲ ଦି ଲ୍ୟାସେଂଟର ଏକ ନୂତନ ରିପୋର୍ଟ ଅନୁଯାୟୀ, ଆଗାମୀ ସମୟରେ ପରମାଣୁ ଯୁକ୍ତ…

ଅନ୍ଧବିଶ୍ୱାସର କରୁଣ ପରିଣତି: ଗୁଣିଗାରେଡ଼ି ସନ୍ଦେହରେ ମାଆକୁ ହତ୍ୟା କଲା ପୁଅ

ହାଇଦ୍ରାବାଦ: ଅନ୍ଧବିଶ୍ୱାସ ଆମ ସମାଜ ପାଇଁ ଏକ ଅତି ଗୁରୁତର ଏବଂ ଦୁର୍ଭାଗ୍ୟଜନକ କଳଙ୍କ। ବିଂଶ ଶତାବ୍ଦୀ ଅତିକ୍ରମ କରି ଆମେ ବିଜ୍ଞାନ ଯୁଗରେ ପହଞ୍ଚିଥିଲେ ମଧ୍ୟ ବିଭିନ୍ନ ଗ୍ରାମାଞ୍ଚଳ ଓ ଆଦିବାସୀ ବହୁଳ ଇଲାକାରେ କୁସଂସ୍କାର ଏବଂ ଅନ୍ଧବିଶ୍ୱାସର କରାଳ ରୂପ ଯୋଗୁଁ ଅନେକ ନିରୀହ ଲୋକ ନିଜର…

DRI Seizes Gold:ମିଳିଲା ଗୁପ୍ତ ଚାମ୍ବର; ୮.୯୮ କୋଟି ମୂଲ୍ୟର ସୁନା ଜବତ, ୨ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ:ଡାଇରେକ୍ଟୋରେଟ୍ ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ (DRI) ବିଶାଖାପାଟଣା ନିକଟରେ ୮.୯୮ କୋଟି ଟଙ୍କା ମୂଲ୍ୟର ସୁନା ଜବତ କରିଛି। ଏହି ଘଟଣାରେ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା କଥା ସଂସ୍ଥା ପକ୍ଷରୁ ରବିବାର ଦିନ ସୂଚନା ଦିଆଯାଇଛି। DRI ପକ୍ଷରୁ ଜାତୀୟ ରାଜପଥରେ ପାଟ୍ରୋଲିଂ…