Latest Odisha News
Yearly Archives

2026

T20 World Cup: ଭାରତରେ ଟି୨୦ ବିଶ୍ୱକପ୍ ଖେଳିବନି ବାଂଲାଦେଶ…

ନୂଆଦିଲ୍ଲୀ: ଚଳିତ ବର୍ଷ ଟି୨୦ ବିଶ୍ୱକପ୍ ଫେବୃଆରୀ ୭ ତାରିଖରେ ଆରମ୍ଭ ହେବାକୁ ଯାଉଛି। ଏହି ବିଶ୍ୱକପ୍ କୁ ନେଇ ବର୍ତ୍ତମାନ ବାଂଲାଦେଶ ଏବଂ ଆଇସିସି ମଧ୍ୟରେ ବିବାଦ ଜାରି ରହିଛି। ଏହାରି ମଧ୍ୟରେ ଆଗାମୀ ବିଶ୍ୱକପରେ ବାଂଲାଦେଶ ଟିମ୍ ବିଶ୍ୱକପରେ ଅଂଶଗ୍ରହଣ କରିବ ନାହିଁ ବୋଲି…

Shaking Leg While Sitting: ବସିବା ସମୟରେ ଗୋଡ଼ ହଲାଇବା ଉଚିତ କି? ଜାଣନ୍ତୁ କ’ଣ କହିଲେ ଡାକ୍ତର, ଏହି…

ଭୁବନେଶ୍ୱର: ଅନେକ ଲୋକଙ୍କର ବାରମ୍ବାର ଗୋଡ଼ ହଲାଇବାର ଅଭ୍ୟାସ ଥାଏ। ବିଶେଷକରି ଚେୟାରରେ ବସିବା ସମୟରେ ସେମାନେ ପ୍ରାୟତଃ ଗୋଡ଼ ହଲାଇଥାନ୍ତି। କେତେବେଳେ ସେମାନେ ଧୀରେ ଧୀରେ କିମ୍ବା କେତେବେଳେ ଶୀଘ୍ର ହଲାଇଥାନ୍ତି। ଏପରି ପରିସ୍ଥିତିରେ, ପାଖରେ ବସିଥିବା ଲୋକମାନେ ପ୍ରାୟତଃ ବିରକ୍ତ…

ସାମ୍ବାଦିକ ଓ ସ୍ତମ୍ଭକାର ରବି କାନୁନଗୋଙ୍କ ଦେହାନ୍ତ

ଭୁବନେଶ୍ୱର: ରାଉରକେଲାର ସାମ୍ବାଦିକ, ସ୍ତମ୍ଭକାର ତଥା ସାହିତ୍ୟିକ ରବି କାନୁନଗୋ ବୁଧବାର ବିଳମ୍ବିତ ରାତିରେ ପ୍ରାୟ ୧:୧୫ ସମୟରେ ଭୁବନେଶ୍ୱରର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ସେ ଓଡ଼ିଆ ଭାଷା, ସାହିତ୍ୟ ଏବଂ…

ମନରେଗାର ନୂଆ ନାଁ ଜାଣିନାହାଁନ୍ତି ରାହୁଲ ଗାନ୍ଧୀ! କହିଲେ, ” ଜୀ ଗ୍ରାମ ଜୀ..”

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଭିବି-ଜି ରାମ ଜି ସମ୍ପର୍କରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ ଗୁରୁବାର ଦିନ ଏକ ମନରେଗା ବଚାଓ ମୋର୍ଚ୍ଚା କାର୍ଯ୍ୟକ୍ରମରେ କହିଥିଲେ, "ମୁଁ ଜାଣିନାହିଁ ଏହି ନୂତନ ଆଇନ କ'ଣ। ଜୀ ଗ୍ରାମ ଜୀ.. ନା କଣ ମୁଁ ଜାଣିନାହିଁ।" ରାହୁଲଙ୍କ ପରେ କଂଗ୍ରେସ…

Army vehicle falls into gorge: ଖାଇକୁ ଖସିଲା ସେନା ଗାଡି; ୧୦ ଯବାନ ଶହିଦ, ଏକାଧିକ ଆହତ

ଶ୍ରୀନଗର:ଜମ୍ମୁ ଓ କାଶ୍ମୀରର ଡୋଡା ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା । ଏକ ସେନା ଗାଡ଼ି ଗଭୀର ଖସିରେ ଖସି ପଡ଼ିଛି,ଫଳରେ ୧୦ ଜଣ ସୈନିକ ଶହିଦ ହୋଇଛନ୍ତି ଏବଂ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି । ସେନା ଗାଡ଼ିଟି ଡୋଡାର ଭଦୱାହ-ଚମ୍ବା ରାସ୍ତାରେ ଯାତ୍ରା କରୁଥିଲା, ଯାହା ପୂର୍ବରୁ ଏକ ଖରାପ ଅବସ୍ଥାରେ…

କି ପ୍ଲାନ୍ କରୁଛନ୍ତି ଶେଖ୍ ହସିନା?

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ଅବସର ଘୋଷଣା ପରଦା ପଛରେ ଜାତୀୟ ପାର୍ଟିକୁ ସମର୍ଥନ ଭାରତରେ ବସି କି ପ୍ଲାନ୍ କରୁଛନ୍ତି ହସିନା? ୟୁନୁସଙ୍କୁ ମାତ ଦେବାକୁ ଶେଷ ମୁହୂର୍ତ୍ତରେ ଖେଳିବେ କି ବଡ଼ ଗେମ୍? ଗୋଟିଏ ପଟେ, ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ରାଜନୀତିରୁ ସନ୍ୟାସ…

Mao Camp: କନ୍ଧମାଳ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ, ବହୁ ପରିମାଣର ମାଓ ସାମଗ୍ରୀ ଜବତ

କନ୍ଧମାଳ: ଦେଶକୁ ନକ୍ସଲ ମୁକ୍ତ କରିବା ପାଇଁ ପୋଲିସ ଏବଂ ସୁରକ୍ଷା ବାହିନୀଙ୍କ ପକ୍ଷରୁ କୁମ୍ବିଂ ଅପେରସନ ଯୋରଦାର କରାଯାଉଛି । ଏହି ପ୍ରରିପେକ୍ଷିରେ ଆଜି କନ୍ଧମାଳ ଜିଲ୍ଲାରେ କୁମ୍ବିଂ ଅପେରସନ ଚାଲିଥିବାବେଳେ, ମାଓ କ୍ୟାମ୍ପ ଠାବ ହୋଇଛି । କ୍ୟାମ୍ପରୁ ବହୁ ମାତ୍ରାରେ ବନ୍ଧୁକ ସହିତ ବହୁ…

SI Exam Scam: ଏସଆଇ ପରୀକ୍ଷା ମହାଘୋଟାଲା; ମାର୍ଚ୍ଚ ୧୬କୁ ଘୁଞ୍ଚିଲା ଅଭିଯୁକ୍ତଙ୍କ ଜାମିନ ଶୁଣାଣି

କଟକ: ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା ମାମଲା । ହାଇକୋର୍ଟରେ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାର ଅଭିଯୁକ୍ତ ମୁନା ମହାନ୍ତିଙ୍କ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି ଆଜି ଥିବାବେଳେ ତାହା ମାର୍ଚ୍ଚ ୧୬ ତାରିଖକୁ ଘୁଞ୍ଚିଛି । ଏହି ମାମଲାର ସମସ୍ତ ଅଭିଯୁକ୍ତଙ୍କ ଜାମିନ ଉପରେ ଶୁଣାଣି…

ଗ୍ରାମରକ୍ଷୀଙ୍କ ମାସିକ ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ; ଏଣିକି ମିଳିବ ୨,୫୦୦ ଟଙ୍କା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଗ୍ରାମାଞ୍ଚଳରେ କାର୍ଯ୍ୟରତ ଗ୍ରାମରକ୍ଷୀ ମାନଙ୍କ ପାଇଁ ପୂର୍ବରୁ ପ୍ରଚଳିତ ଥିବା ମାସିକ ଭତ୍ତାକୁ ବୃଦ୍ଧି କରିଛନ୍ତି। ଏଣିକି ଗ୍ରାମରକ୍ଷୀ ମାନେ ୧,୮୦୦ ଟଙ୍କା ବଦଳରେ ୨,୫୦୦ ଟଙ୍କା ମାସିକ ଭତ୍ତା ପାଇବେ। ଏଥି ସହିତ ସପ୍ତାହକୁ ଥରେ…

୭୨ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମାସିକ ଦରମା ବନ୍ଦ କଲେ ଜିଲ୍ଲା ଶିକ୍ଷାଧିକାରୀ

ପୁରୀ: ପୁରୀ ଜିଲ୍ଲାର ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲା ଶିକ୍ଷାଧିକାରୀ ଦୀପକ ପାଢୀ । ବର୍ଷା ସମୟରେ ସାପ କାମୁଡ଼ିଲେ ଓ ବଜ୍ରପାତ ହେଲେ ସେଥିରୁ କିପରି ସୁରକ୍ଷିତ ରହିବ ସେନେଇ ସଚେତନତା ଶିବିର ପାଇଁ ନିର୍ଦ୍ଦେଶ ଥିଲା, ଏଥିପାଇଁ ପ୍ରଧାନଶିକ୍ଷକଙ୍କୁ ୪୫୦୦…