Latest Odisha News

BREAKING NEWS

Yearly Archives

2026

Drone-Based Surveillance:ଡ୍ରୋନ୍ ଆଧାରିତ ନିରୀକ୍ଷଣରେ ପୂର୍ବ ତଟ ରେଳପଥ ଅଗ୍ରଣୀ;୧୧ଟି ଡ୍ରୋନ୍ ଦ୍ୱାରା ୨୮୪ଟି…

ଭୁବନେଶ୍ୱର:ଡ୍ରୋନ୍ ଆଧାରିତ ନିରୀକ୍ଷଣ କ୍ଷେତ୍ରରେ ପୂର୍ବ ତଟ ରେଳପଥ ଭାରତୀୟ ରେଳପଥ ମଧ୍ୟରେ ଅଗ୍ରଣୀ ସ୍ଥାନ ହାସଲ କରିଛି। ବର୍ତ୍ତମାନ ଏହାର ତିନୋଟି ମଣ୍ଡଳରେ ୧୧ଟି ଡ୍ରୋନ୍ ନିୟୋଜିତ ହୋଇଛି । ମାର୍ଚ୍ଚ ୨୦୨୭ ସୁଦ୍ଧା ଏହି ସଂଖ୍ୟା ୨୨କୁ ବୃଦ୍ଧି କରିବାକୁ ଯୋଜନା ରହିଛି। ଏହି ପଦକ୍ଷେପ…

ଏଆଇ, ପରମାଣୁ ଯୁଦ୍ଧ, ଜୈବଅସ୍ତ୍ର ଆଗାମୀ ୭୫ ବର୍ଷରେ ମାନବଜାତି ପାଇଁ ବିପଦ: ରିପୋର୍ଟ

ନୂଆଦିଲ୍ଲୀ: ପରମାଣୁ ଯୁଦ୍ଧ, ଏଆଇର ବ୍ୟବହାର ଏବଂ ଜୈବ ଅସ୍ତ୍ରର ବ୍ୟବହାରକୁ ରୋକା ନ ଯାଏ ତେବେ ଆଗାମୀ ୭୫ ବର୍ଷ ମଧ୍ୟରେ ପୃଥିବୀ ଧ୍ୱଂସ ହୋଇଯିବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ପ୍ରସିଦ୍ଧ ମେଡିକାଲ୍ ଜର୍ଣ୍ଣାଲ ଦି ଲ୍ୟାସେଂଟର ଏକ ନୂତନ ରିପୋର୍ଟ ଅନୁଯାୟୀ, ଆଗାମୀ ସମୟରେ ପରମାଣୁ ଯୁକ୍ତ…

ଅନ୍ଧବିଶ୍ୱାସର କରୁଣ ପରିଣତି: ଗୁଣିଗାରେଡ଼ି ସନ୍ଦେହରେ ମାଆକୁ ହତ୍ୟା କଲା ପୁଅ

ହାଇଦ୍ରାବାଦ: ଅନ୍ଧବିଶ୍ୱାସ ଆମ ସମାଜ ପାଇଁ ଏକ ଅତି ଗୁରୁତର ଏବଂ ଦୁର୍ଭାଗ୍ୟଜନକ କଳଙ୍କ। ବିଂଶ ଶତାବ୍ଦୀ ଅତିକ୍ରମ କରି ଆମେ ବିଜ୍ଞାନ ଯୁଗରେ ପହଞ୍ଚିଥିଲେ ମଧ୍ୟ ବିଭିନ୍ନ ଗ୍ରାମାଞ୍ଚଳ ଓ ଆଦିବାସୀ ବହୁଳ ଇଲାକାରେ କୁସଂସ୍କାର ଏବଂ ଅନ୍ଧବିଶ୍ୱାସର କରାଳ ରୂପ ଯୋଗୁଁ ଅନେକ ନିରୀହ ଲୋକ ନିଜର…

DRI Seizes Gold:ମିଳିଲା ଗୁପ୍ତ ଚାମ୍ବର; ୮.୯୮ କୋଟି ମୂଲ୍ୟର ସୁନା ଜବତ, ୨ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ:ଡାଇରେକ୍ଟୋରେଟ୍ ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ (DRI) ବିଶାଖାପାଟଣା ନିକଟରେ ୮.୯୮ କୋଟି ଟଙ୍କା ମୂଲ୍ୟର ସୁନା ଜବତ କରିଛି। ଏହି ଘଟଣାରେ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା କଥା ସଂସ୍ଥା ପକ୍ଷରୁ ରବିବାର ଦିନ ସୂଚନା ଦିଆଯାଇଛି। DRI ପକ୍ଷରୁ ଜାତୀୟ ରାଜପଥରେ ପାଟ୍ରୋଲିଂ…

ଏସସିବି ମେଡିକାଲରେ ମାନସିକ ରୋଗୀଙ୍କ ମୃତ୍ୟୁ ଘଟଣା: ଆଟେଣ୍ଡାଣ୍ଟ ଓ ସୁରକ୍ଷାକର୍ମୀ ଗିରଫ

କଟକ: ଏସସିବି ମେଡିକାଲର ମାନସିକ ରୋଗ ବିଭାଗରେ ଚିକିତ୍ସାଧୀନ ଥିବା ଜଣେ ରୋଗୀଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି‌। ମୃତ ରୋଗୀଜଣକ ହେଉଛନ୍ତି ଯାଜପୁର ଅଞ୍ଚଳର ଶ୍ରୀକାନ୍ତ ଦାସ। ଗତ ସେପ୍ଟେମ୍ବର ୨୮ ତାରିଖରେ ତାଙ୍କୁ ଏହି ବିଭାଗରେ ଭର୍ତ୍ତି…

ରଣଜୀ ଟ୍ରଫି: ବିନା ମ୍ୟାଚ୍ ଖେଳି ପରାଜୟର ସମ୍ମୁଖୀନ ହେଲା ଅରୁଣାଚଳ ପ୍ରଦେଶ

ଅହମ୍ମଦାବାଦ: ରଣଜୀ ଟ୍ରଫିର ଚଳିତ ସିଜିନରେ ଅରୁଣାଚଳ ପ୍ରଦେଶ ଏବଂ ନାାଗାଲାଣ୍ଡ ମଧ୍ୟରେ ଅହମ୍ମଦାବାଦ ଖେଳାଯିବାକୁଥିବା ମ୍ୟାଚ୍ ରଦ୍ଦ କରାଯାଇଛି । ରାଜ୍ୟ କ୍ରିକେଟ୍ ସଂଘରେ ଆଭ୍ୟନ୍ତରୀଣ ବିବାଦ ଏବଂ ଗୌହାଟୀ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାରୁ ପ୍ରଶାସନିକ ସଙ୍କଟ ଦେଖାଦେଇଛି । ଏହି…

୩୯ ବର୍ଷ ପରେ ପୁଣି ଏକାଠି ନଜର ଆସିବେ ଧାରାବାହିକ ରାମାୟଣର ରାମ-ସୀତା

ମୁମ୍ବାଇ: ଭାରତୀୟ ଟିଭି ଇତିହାସର ଲୋକପ୍ରିୟ ସିରିୟଲ ରାମାୟଣରେ ଅରୁଣ ଗୋଭିଲ ଶ୍ରୀରାମ ଏବଂ ଦୀପିକା ମାତା ସୀତାଙ୍କ ଭୂମିକାରେ ଅଭିନୟ କରିଥିଲେ । ଆଜି ବି ସେମାନଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କ ମନରେ ଘର କରି ରହିଛି । ଏହି ଯୋଡି ପୂନର୍ବାର ଏକତ୍ର ଅଭିନୟ କରିଛନ୍ତି । ନୋଟିସ ନାମକ ଏହି…

Fresh Kuki-Naga clashes:ମଣିପୁରରେ ପୁଣି ହିଂସା; ୯ ଜଣଙ୍କ ମୃତ୍ୟୁ, ଶାନ୍ତି ପାଇଁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ:ରବିବାର ଦିନ ମଧ୍ୟ ମଣିପୁରର ହିଂସା ପ୍ରଭାବିତ ପାହାଡିଆ ଜିଲ୍ଲାଗୁଡ଼ିକରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଲାଗିରହିଛି । ଦୁଇ ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ସାମ୍ପ୍ରତିକ ହିଂସାତ୍ମକ ସଂଘର୍ଷରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ନଅରେ ପହଞ୍ଚିଛି। ଏହି ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ…

ସିଜେଆଇଙ୍କୁ ଭେଟିବେ, ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଲଢ଼େଇ ଜାରି ରଖିବେ; ଖଡ଼ଗେ କହିଲେ – ଦେଶରେ ଅଘୋଷିତ…

ନୂଆଦିଲ୍ଲୀ: ଦେଶବ୍ୟାପୀ ଚାଲିଥିବା ପ୍ରତିବାଦ ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ମଧ୍ୟରେ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ବିରୋଧୀ ଦଳ ଗଣତନ୍ତ୍ର ଏବଂ ଲୋକଙ୍କ…

ବଲିଉଡର ସେହେନସା; ବିଗ୍ ବି’ଙ୍କ ନାଁରେ ରହିଛି ଏସବୁ ରେକର୍ଡ…

ମୁମ୍ବାଇ: ହିନ୍ଦି ଚଳଚ୍ଚିତ୍ର ଦୁନିଆର ଶେହେନଶାହ ଆଜି ମଧ୍ୟ କୋଟି କୋଟି ଭାରତୀୟଙ୍କ ହୃଦୟରେ ରାଜ୍ କରୁଛନ୍ତି ।  ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କର କ୍ୟାରିୟରରେ ସେ ଅନେକ ସ୍ମରଣୀୟ ଫିଲ୍ମରେ ଅଭିନୟ କରିଥିବେ ବେଳେ ୮୪ ବର୍ଷରେ ପଦାର୍ପଣ କରିଛନ୍ତି। ପ୍ରମୁଖ ପୁରସ୍କାର ଜିତିଛନ୍ତି…