Manipur’s ‘disturbed area’ status: ମଣିପୁରକୁ ଛଅ ମାସ ପାଇଁ ‘ଅଶାନ୍ତ ଅଞ୍ଚଳ’ ଭାବେ…
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପୁଣିଥରେ ଉତ୍ତର-ପୂର୍ବ ରାଜ୍ୟ ମଣିପୁରକୁ ସମ୍ପୂର୍ଣ୍ଣ 'ଅଶାନ୍ତ ଅଞ୍ଚଳ' (disturbed area) ଭାବରେ ଘୋଷଣା କରିଛି।ଶୁକ୍ରବାର ଦିନ ଜାରି କରାଯାଇଥିବା ଏକ ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ, କେନ୍ଦ୍ର ସରକାର ମଣିପୁର ସହିତ ନାଗାଲାଣ୍ଡ ଓ ଅରୁଣାଚଳ…