Latest Odisha News

BREAKING NEWS

Yearly Archives

2026

ବରଗଡ଼ରୁ ସୁନା ଗହଣା ବ୍ୟବସାୟୀଙ୍କୁ ଉଠାଇ ନେଲା କୋଲକତା ପୋଲିସ…

ବରଗଡ଼: ଓଡିଶାର ଜଣେ ସୁନା ଗହଣା ବ୍ୟବସାୟୀଙ୍କୁ ଉଠାଇ ନେଲା କୋଲକତା ପୋଲିସ । ଏହି ଖବର ସାମ୍ନାକୁ ଆସିଛି ବରଗଡ଼ରୁ । ବରଗଡର ନ୍ୟୁ ଡ଼ାୱାର ଜ୍ବେଲର୍ସର ମାଲିକ ହେମନ୍ତ ବର୍ମାକୁ କୋଲକତା ପୋଲିସ ଉଠାଇ ନେଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ସୁନା ବ୍ୟବସାୟୀ…

ମାଲେସିଆ ଓପନ ବ୍ୟାଡମିଂଟନ: ସେମିରେ ସିନ୍ଧୁଙ୍କ ହାର ସହ ଭାରତର ଅଭିଯାନ ଶେଷ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ମାଲେସିଆ ଓପନ ସେମିଫାଇନାଲରେ ହାରି ଯାଇଛି । ତାଙ୍କ ପରାଜୟ ସହ ଭାରତର ଅଭିଯାନ ଶେଷ ହୋଇଯାଇଛି । ମହିଳା ସିଙ୍ଗଲ୍ସ ସେମି ଫାଇନାଲରେ ଚୀନର ୱାଙ୍ଗ ହି ୟି ୨୧-୧୬, ୨୧-୧୫ ସିଧାସଳଖ ସେଟରେ ସିନ୍ଧୁଙ୍କୁ ପରାସ୍ତ କରିଥିଲେ । ଏବେ…

ଟି୨୦ ବିଶ୍ୱକପ: ବାଂଲାଦେଶ ବିବାଦ ନେଇ ମୁହଁ ଖୋଲିଲା ବିସିସିଆଇ

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ କୂଟନୈତିକତା ଅସ୍ଥିରତା ଲାଗି ରହିଛି । ଏହାର ପ୍ରଭାବ କ୍ରୀଡା କ୍ଷେତ୍ରରେ ପଡିଛି । ଆଇପିଏଲରୁ ବାଂଲାଦେଶର ମୁସ୍ତାଫିଜୁର ରହେମାନଙ୍କୁ ବାହାର କରାଯିବା ପରେ ବାଂଲାଦେଶ ଟି୨୦ ବିଶ୍ୱକପ ଭାରତରେ ଖେଳିବାକୁ ମନା କରିଛି । ସୂଚନାଯୋଗ୍ୟ, ଭାରତ ଓ…

Odia Star Video Viral: ଇଣ୍ଟରନେଟରେ ଭାଇରାଲ ହେଉଛି ଏହି ଓଡ଼ିଆ ହିରୋଇନଙ୍କ ଭିଡିଓ…ଯିଏ ଦେଖୁଛି କହୁଛି…

ଭୁବନେଶ୍ୱର: ପ୍ରତିଦିନ ଇଣ୍ଟରନେଟରେ ଅନେକ ଭିଡିଓ ଭାଇରାଲ୍ ହୁଏ। ସେଗୁଡ଼ିକ ବହୁତ ମଜାଦାର, ଭାବପ୍ରବଣ ଏବଂ ସୂଚନାପ୍ରଦ ବି ହୋଇଥାଏ। ବେଳେ ବେଳେ ଏହି ସୋସିଆଲ ମିଡ଼ିଆ କାହାକୁ ଯେ ରାତାରାତି ଷ୍ଟାର ବନେଇଦେବ, ତାହା ବି କାହାକୁ ଜଣା। ହିଁ ରିଏଲ୍ ଟାଲେଣ୍ଟକୁ ବେଶ୍ ଚିନ୍ହେ ଏହି ମିଡ଼ିଆ।…

Indian Family appeals to Modi: କ୍ଷମା ସତ୍ତ୍ୱେ ବି ପୂର୍ବତନ ନୌସେନା ଅଧିକାରୀଙ୍କୁ ଛାଡୁନି କାତାର,…

ନୂଆଦିଲ୍ଲୀ: ଡିସେମ୍ବରରେ କୋର୍ଟର ରାୟ ପରେ ପୂର୍ବତନ ଭାରତୀୟ ନୌସେନା ଅଧିକାରୀ କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀଙ୍କୁ କାତାରରେ ପୁନଃ ଗିରଫ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ସୂଚନା ଜାରି କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ…

WPL 2026: ଇତିହାସ ରଚିଲେ ହରମନପ୍ରୀତ କୌର, ଭାଙ୍ଗିଲେ ଶେଫାଲି ବର୍ମାଙ୍କ ରେକର୍ଡ…

ନୂଆଦିଲ୍ଲୀ: WPL (ମହିଳା ପ୍ରିମିୟର ଲିଗ୍) 2026 ର ଟୁର୍ଣ୍ଣାମେଣ୍ଟ ମୁମ୍ବାଇ ଇଣ୍ଡିଆନ୍ସ ମହିଳା ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମହିଳା ଦଳ ସହିତ ଆରମ୍ଭ ହୋଇଥିଲା। RCB ଖେଳରେ ଏକ ରୋମାଞ୍ଚକର ବିଜୟ ହାସଲ କରିଥିବା ବେଳେ, MI ଅଧିନାୟକ ହରମନପ୍ରୀତ କୌର ମୁଖ୍ୟ ଖବରର ଅଧିକାରୀ…

ଆସନ୍ତା ୨୮ରୁ ଚାଲିବ ବଜେଟ ଅଧିବେଶନ

ନୂଆଦିଲ୍ଲୀ: ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ। ଦୁଇଟି ପର୍ଯ୍ୟାୟରେ ଚାଲିବ ଅଧିବେଶନ। ଏନେଇ ସାମାଜିକ ଗଣମାଧ୍ୟମରେ ଜଣାଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ। ଶ୍ରୀ ରିଜିଜୁ ଜଣାଇଛନ୍ତି ଯେ, ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ। ଜାନୁଆରୀ…

Us Sell Oil To India: ଭାରତକୁ ତେଲ ବିକିବ ଆମେରିକା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଭାରତ ପାଇଁ ଆଉ ଏକ ବଡ଼ ଘୋଷଣା କରିଛି। ହ୍ୱାଇଟ୍ ହାଉସ୍ କହିଛି ଯେ ଆମେରିକା ଭାରତକୁ ଭେନେଜୁଏଲା ତେଲ କିଣିବାକୁ ଅନୁମତି ଦେବାକୁ ପ୍ରସ୍ତୁତ। ଭାରତକୁ ତେଲ ବିକିବ ଆମେରିକା। ଆମେରିକା ସାରା ବିଶ୍ୱରେ ଭେନେଜୁଏଲା ଅଶୋଧିତ…

Iran Protests: ଇରାନରେ ବ୍ୟାପିଲା ବିଦ୍ରୋହ, ଇଣ୍ଟରନେଟ୍ ସେବା ବନ୍ଦ

ତେହେରାନ: ଇରାନର ରାଜଧାନୀ ତେହେରାନ ସମେତ ଅନେକ ପ୍ରମୁଖ ସହରରେ ସରକାରଙ୍କ ବିରୋଧରେ ବିଶାଳ ପ୍ରତିବାଦ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଥିବା ଭିଡିଓଗୁଡ଼ିକ ଦର୍ଶାଉଛି ଯେ ଲକ୍ଷ ଲକ୍ଷ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। #IranProtests ଏବଂ #IranRevolution ଏଠାରେ ଟ୍ରେଣ୍ଡ କରୁଛି।…

Ama Bus: ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଲା ‘ଆମ ବସ୍‌’

ଭୁବନେଶ୍ବର: ମଝି ରାସ୍ତାରେ ଜଳିଗଲା ଆମ ବସ୍। ଭୁବନେଶ୍ବର କଳିଙ୍ଗ ଷ୍ଟୁଡିଓ ଛକରେ ଘଟିଛି ଏହି ଅଘଟଣ। ପୋଲିସ ପହଞ୍ଚି ବସରେ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଛି। ସର୍ଟିସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ…