Latest Odisha News

BREAKING NEWS

Yearly Archives

2026

ଖୋଲିଲା ମନ୍ଦିରା ଡ୍ୟାମ୍‌ର ୬ ଗେଟ,ଫୁଲୁଛି ବ୍ରାହ୍ମଣୀ;ବେଦବ୍ୟାସର ତ୍ରିବେଣୀ ସଙ୍ଗମରେ କଡ଼ା ସୁରକ୍ଷା…

ରାଉରକେଲା:ବ୍ରାହ୍ମଣୀରେ ବନ୍ୟା ଆଶଙ୍କା । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଖୋଲିଲା ମନ୍ଦିରା ଡ୍ୟାମ୍‌ର ୬ଟି ଗେଟ୍‌ । ସୁନ୍ଦରଗଡ଼ ଜିଲ୍ଲା କାଂଶବାହଲ ସ୍ଥିତ ଶଙ୍ଖ ନଦୀ ଉପରେ ନିର୍ମିତ ମନ୍ଦିରା ଡ୍ୟାମର ୧୧ଟି ଗେଟ୍ ମଧ୍ୟରୁ ୬ଟି ଗେଟ୍ ଖୋଲା ଯାଇଛି। ଗେଟ୍ ଖୋଲିବା ପରେ ବ୍ରାହ୍ମଣୀ ନଦୀର…

ମମତା ବାନାର୍ଜୀଙ୍କୁ ପ୍ରବଳ ବିରୋଧ: ଗାଡ଼ି ଉପରକୁ ପଥର ମାଡ଼; ବିଜେପି ଉପରେ ବର୍ଷିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ହାଲିସହର (ପଶ୍ଚିମବଙ୍ଗ): ପଶ୍ଚିମବଙ୍ଗର ହାଲିସହରଠାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପୁଲିସ ହାଜତ ମୃତ୍ୟୁର ଶିକାର ହୋଇଥିବା ଜଣେ ତୃଣମୂଳ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ଶୋକସନ୍ତପ୍ତ ପରିବାରକୁ ଭେଟିବାକୁ ଯାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରବଳ ଜନଆକ୍ରୋଶର…

GEN Zଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପରାମର୍ଶ

ଭୁବନେଶ୍ୱର: ଅଗଷ୍ଟ କ୍ରାନ୍ତି ଦିବସର ଐତିହାସିକ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରବିବାର ଭୁବନେଶ୍ୱରରେ ଐତିହାସିକ 'ଘରେ ଘରେ ତ୍ରିରଙ୍ଗା' ଅଭିଯାନ ଆରମ୍ଭ କରିଛନ୍ତି। ସେ ଓଡ଼ିଶାର ସାଢ଼େ ୪ କୋଟି ନାଗରିକଙ୍କୁ ଅଗଷ୍ଟ ୯ ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ଘର, ଗ୍ରାମ,…

ହୀରାକୁଦରେ ଖୋଲିଲା ଆଉ ୪ ଗେଟ୍

ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ଏକ ଲଘୁଚାପ ପ୍ରଣାଳୀ ଯୋଗୁଁ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ବୈତରଣୀ, ସାଳନ୍ଦୀ, କାଣୀ ସମେତ ପ୍ରମୁଖ ନଦୀ ଏବଂ ମହାନଦୀର କିଛି ଶାଖା ନଦୀ ଫୁଲି ଉଠିଛି। ଯାହା ଫଳରେ ବିଭିନ୍ନ ଜିଲ୍ଲାର ଗ୍ରାମ, ଚାଷଜମି ଏବଂ ରାସ୍ତା ଜଳମଗ୍ନ ହୋଇଛି। ଏହାରି ମଧ୍ୟରେ ହୀରାକୁଦ…

ବଜ୍ରାଘାତରେ ଚାଷୀ ମୃତ, ୩ ଗୁରୁତର

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ରବିବାର ହଠାତ୍ ବଜ୍ରପାତ ଘଟି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବାବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ପାଲଲହଡା ଥାନା ଅନ୍ତର୍ଗତ ନାଥପୋସି ଗ୍ରାମରେ ସକାଳ ପ୍ରାୟ ୧୦ ଟାରୁ ୧୦.୩୦ ସମୟରେ ପ୍ରାୟ ୧୨ ଜଣ ପୁରୁଷ ଓ ମହିଳା ବିଲରେ କାମ କରୁଥିବା…

ଯାଜପୁରରେ ଆତଙ୍କ ଖେଳାଇଲା AI ବାଘ, ବନ୍ଧାହେଲେ ଯୁବକ

ଭୁବନେଶ୍ୱର: ଆଖୁ କିଆରୀରେ ବୁଲୁଥିବା ବାଘକୁ ଧରିବାକୁ ଯାଇ ନୟାନ୍ତ ବନ ବିଭାଗ ଓ ପୋଲିସ କର୍ମୀ। ତେବେ ଏହି ଘଟଣାରେ ଏକ ନୂଆ ମୋଡ଼ ଆସିଛି। କାରଣ ସୋସିଆଲ ମିଡିଆରେ ବୁଲୁଥିବା ଉକ୍ତ ବାଘ ସତ ନୁହେଁ ବରଂ ଏକ AI ଫଟୋ। ଯେଉଁ ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଅଟକ ରଖିଛି। ଯୁବକ ଜଣକ…

ଦେବଗଡ଼ରୁ ହାତୀର କଙ୍କାଳ ଉଦ୍ଧାର

ଭୁବନେଶ୍ୱର: ଦେବଗଡ଼ ଜିଲ୍ଲାର ରିଆମାଳ ବନାଞ୍ଚଳ ଅନ୍ତର୍ଗତ ଖିଲେଇ ଗ୍ରାମ ନିକଟବର୍ତ୍ତୀ ଗୋଗୁଆ ସଂରକ୍ଷିତ ଜଙ୍ଗଲରୁ ବନ ଅଧିକାରୀମାନେ ଏକ ହାତୀର କଙ୍କାଳ ଉଦ୍ଧାର କରିଛନ୍ତି। ରିଆମାଳ ରେଞ୍ଜର ନୂଆଡିହି ସେକ୍ସନ ଅଧୀନରେ ଏହି ହାତୀର ଅବଶେଷ ଦେଖିବାକୁ ମିଳିଥିଲା। ବନ ଅଧିକାରୀଙ୍କ…

୧୩ତମ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘ ଉଦ୍‍ଘାଟିତ

ଭୁବନେଶ୍ୱର: କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍‍ ଛାୟା ଜାତିସଂଘର ୧୩ତମ ସଂସ୍କରଣ ଶନିବାର ଉଦ୍‍ଘାଟିତ ହୋଇଯାଇଛି। ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାକ୍ତନ ରାଷ୍ଟ୍ରଦୂତ ତଥା ନୂଆଦିଲ୍ଲୀ ମନୋହର ପାରିକର ପ୍ରତିରକ୍ଷା ଅଧ୍ୟୟନ ଏବଂ ଆନାଲିସିସ୍ ପ୍ରତିଷ୍ଠାନର ମହାନିର୍ଦ୍ଦେଶକ…

Strait of Hormuz: ଇରାନ କହିଲା କେମିତି ଖୋଲିବ ହର୍ମୁଜ୍…ଆମେରିକା ଆଗରେ ରଖିଲା କଠୋର ସର୍ତ୍ତ

ନୂଆଦିଲ୍ଲୀ: ରଣନୈତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ ଖୋଲିବା ପାଇଁ ଆମେରିକା ସମ୍ମୁଖରେ ଏକାଧିକ କଠୋର ସର୍ତ୍ତ ରଖିଛି ଇରାନ। ଇରାନର ସୁପ୍ରିମ୍ ନ୍ୟାସନାଲ ସିକ୍ୟୁରିଟି କାଉନସିଲ୍ କହିଛି ଯେ ଆମେରିକା ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ନଆଣିବା ପର୍ଯ୍ୟନ୍ତ…

Women’s Reservation Bill: ମହିଳା ସଂରକ୍ଷଣକୁ ବିରୋଧୀଙ୍କ ସମର୍ଥନ! ଜାଣନ୍ତୁ କେଉଁ ଦଳ ଦେଲା ମୋଦୀ…

ନୂଆଦିଲ୍ଲୀ: ମହିଳାଙ୍କୁ ରାଜନୀତିରେ ୩୩ ପ୍ରତିଶତ ସଂରକ୍ଷଣ ଦେବା ପ୍ରସ୍ତାବକୁ ନେଇ ରାଜନୈତିକ ଚର୍ଚ୍ଚା ପୁଣି ଜୋର ଧରିଛି। ଶିରୋମଣି ଅକାଳୀ ଦଳ (SAD) ମହିଳା ସଂରକ୍ଷଣ ବିଧେୟକକୁ ତୁରନ୍ତ ଲାଗୁ କରିବାକୁ ଦାବି କରିବା ପରେ କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁ ଏହାକୁ ଖୋଲାଖୋଲି ସ୍ୱାଗତ…