ବିମାନବନ୍ଦର କର୍ମଚାରୀଙ୍କ ଜୀବନ ବଞ୍ଚାଇଲେ ସିଆଇଏସଏଫ କର୍ମୀ, ସବୁଠି ପ୍ରଶଂସା
ଭୁବନେଶ୍ୱର: ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (BPIA)ରେ ନିୟୋଜିତ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସଏଫ)ର କର୍ମଚାରୀ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଛନ୍ତି।
ସୂଚନା ଅନୁଯାୟୀ, ILHBSS (ଇନ-ଲାଇନ୍ ହୋଲ୍ଡ ବ୍ୟାଗେଜ୍ ସ୍କ୍ରିନିଂ ସିଷ୍ଟମ)ର ଜଣେ…