ବିଶ୍ୱରେକର୍ଡ ପାଇଁ ଜାଡେଜାଙ୍କୁ ଆବଶ୍ୟକ ଗୋଟିଏ ୱିକେଟ
ତିରୁବନନ୍ତପୁରମ୍: ଆଗାମୀ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଭାରତର ଅଭିଜ୍ଞ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ନିକଟରେ ବିଶ୍ୱରେକର୍ଡ କରିବା ସୁଯୋଗ ରହିଛି । ଆସନ୍ତା ସେପ୍ଟେମ୍ବର ୨୭ରୁ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାକୁ ଯାଉଛି । ଏହି…