Latest Odisha News

BREAKING NEWS

Yearly Archives

2026

ବ୍ୟାନ୍ ହେବ ଆନାଲଗ୍ ପନିର, ଆଇନରେ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଛନ୍ତି FSSAI

ନୂଆଦିଲ୍ଲୀ: ପନିର ଭଳି ଆନାଲଗ ପ୍ରଡକ୍ଟ ବିକ୍ରି ଉପରେ ଲାଗିବ ରୋକ୍। ବ୍ୟାନ୍ ହେବ ଆନାଲଗ୍ ପନୀର। ଆଇନରେ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଛନ୍ତି ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI)। ଏଥିରେ "ପନିର" ନାମ ବ୍ୟବହାର କରି କ୍ଷୀରରୁ ତିଆରି ହେଉନଥିବା ଉତ୍ପାଦଗୁଡ଼ିକର…

ଉଛୁଳୁଛି ବୈତରଣୀ ଓ ଜଳକା ନଦୀ: ଆଖୁଆପଦା ଏବଂ ମଥାନୀରେ ବିପଦ ସଙ୍କେତ ଟପିଲା ବନ୍ୟା ଜଳ

ଭୁବନେଶ୍ୱର : ରାଜ୍ୟରେ ଲଗାଣ ବର୍ଷା ଏବଂ ଉପରମୁଣ୍ଡରେ ଲଗାତାର ଜଳସ୍ତର ବୃଦ୍ଧି କାରଣରୁ ପୁଣି ଥରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷ କରି ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ପ୍ରବାହିତ ହେଉଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଏବଂ ଜଳକାର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିବା ଫଳରେ…

ନନ୍ଦନକାନନରେ ଖୁସି ଖବର; ସୁସ୍ଥ ହେଉଛନ୍ତି ଓରାଙ୍ଗଉଟାନ୍, ହିମୋଗ୍ଲୋବିନ ସ୍ତରରେ ଉନ୍ନତି

ଭୁବନେଶ୍ୱର: ନନ୍ଦନକାନରେ ସୁସ୍ଥ ହେଉଛନ୍ତି ୫ ଓରାଙ୍ଗଉଟାନ୍ ଶାବକ। ଓରାଙ୍ଗଉଟାନ୍ ଶାବକ ହିମୋଗ୍ଲୋବିନ ସ୍ତରରେ ଉନ୍ନତି ହେବା ନେଇ ମିଳିଛି ସୂଚନା। CBC ପରୀକ୍ଷା କରାଯାଇଥିବା ନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ଦେଇଛନ୍ତି ସୂଚନା। ତେଣୁ କହିବାକୁ ଗଲେ ବର୍ତ୍ତମାନ ନନ୍ଦନକାନନ ପ୍ରାଣୀ…

ଲଗାଣ ବର୍ଷା ଯୋଗୁଁ ୬ ଜିଲ୍ଲାର ବଢିଲା ସ୍କୁଲ୍‌ ଛୁଟି ଅବଧି

ଭୁବନେଶ୍ୱର: ଲଗାଣ ବର୍ଷାରେ ବେହାଲ ଦକ୍ଷିଣ ଓଡ଼ିଶା। ଭୁଶୁଡ଼ିଲା ଘାଟି, ରାସ୍ତାରେ ପଥର ଆଉ ଗଛ। ଆଜି ୬ ଜିଲ୍ଲାରେ ସ୍କୁଲ ଏବଂ ଅଙ୍ଗନବାଡି ଛୁଟି ଘୋଷଣା। ଲଗାଣ ବର୍ଷା ଯୋଗୁଁ ୬ ଜିଲ୍ଲାରେ ଦିନକ ପାଇଁ ବଢିଲା ସ୍କୁଲ ଛୁଟି ଅବଧି। ବିପର୍ଯ୍ୟସ୍ତ ଜନଜୀବନ। ବିଭିନ୍ନ ସ୍ଥାନରେ ଯାତାୟତ ଠପ୍।…

ଦକ୍ଷିଣ ଓଡ଼ିଶା ଉପରେ ଗଭୀର ଅବପାତ: ଆଜି ନିର୍ଦ୍ଦୁମ ଛେଚିବ, ୩ ଜିଲ୍ଲାକୁ ରେଡ୍ ଓ ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: ଓଡ଼ିଶା ଉପରେ ଅବପାତର ପ୍ରଭାବ। ଆହୁରି ୧୨ ଘଣ୍ଟା ନିର୍ଦ୍ଦୁମ ଛେଚିବ। ବେହାଲ ହୋଇଛି ଦକ୍ଷିଣ ଓଡ଼ିଶା। ପଶ୍ଚିମ, ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ବି ତୁହାକୁ ତୁହା ବର୍ଷା ଲାଗି ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବର୍ଷାର ସର୍ବାଧିକ ପ୍ରକୋପ ଆହୁରି ଦିନଟିଏ…

Heavy Rains Trigger Landslides:ଗଭୀର ଅବପାତ ପ୍ରଭାବ:ରେଳ ଧାରଣାରେ ଭୂସ୍ଖଳନ,ରେଳ ଚଳାଚଳ ବାଧାପ୍ରାପ୍ତ

ରାୟଗଡା:ଗଭୀର ଅବପାତ ପ୍ରଭାବରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ରେଳ ଚଳାଚଳ ଉପରେ ପ୍ରଭାବ ପଡ଼ିଛି । ଲଗାଣ ବର୍ଷା କାରଣରୁ ରେଳ ଧାରଣାରେ ଭୂ ସ୍ଖଳନ ଘଟି ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଆଜି ଭୂ ସ୍ଖଳନ ଘଟି ଲେଲ୍ଲିଗୁମା ଓ ରାଉଳି ଷ୍ଟେସନ୍ ମଧ୍ୟରେ ଥିବା ଟନଲ୍ ନଂମ୍ବର ୩ ନିକଟରେ…

ଜେଲରୁ ଆଜୀବନ କଏଦୀ ଫେରାର;ଡବଲ୍‌ ମର୍ଡର ମାମଲାରେ ଦୋଷୀ

ଖୁଣ୍ଟୁଣୀ:କଟକ ଜିଲ୍ଲା ଖୁଣ୍ଟୁଣୀସ୍ଥିତ ଆଦର୍ଶ କାରାଗାରରୁ ଆଜୀବନ ଦଣ୍ଡ ଭୋଗୁଥିବା ସୁନିଲ ଜେନା ଫେରାର ହୋଇଛନ୍ତି । ଗୁରୁବାର ସକାଳେ ଫେରାର୍ ସୁନିଲ ଧର୍ମଶାଳା ଡବଲ୍‌ ମର୍ଡର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲା। ସୂଚନାନୁସାରେ, ସୁନିଲ ଧର୍ମଶାଳା ଡବଲ୍‌ ମର୍ଡର ମାମଲାରେ ଯାଜପୁର…

ବିଜେଡି ଆଦିବାସୀ ସେଲ୍‌ର ମୁଖିଆ ହେଲେ ସୁଦାମ ମାର୍ଣ୍ଡି, ନବୀନ ମାରିଲେ ମୋହର

ଭୁବନେଶ୍ୱର: ଆଗକୁ ପଞ୍ଚାୟତ ନିର୍ବାଚନ ଅଛି। ଏହା ପୂର୍ବରୁ ଆଦିବାସୀ ଭୋଟ ବ୍ୟାଙ୍କ ମଜବୁତ କରିବାକୁ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ସଙ୍ଗଠନକୁ ପୁନର୍ଗଠନ କରିଛନ୍ତି। ଏହି ଆଦିବାସୀ ସେଲର ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ…

BLOଙ୍କ ପାଇଁ ବଡ଼ ଖବର: ମିଳିବ ବଡ଼ ଆର୍ଥିକ ପ୍ରୋତ୍ସାହନ

ଭୁବନେଶ୍ୱର: ରାଜ୍ୟର ବୁଥ୍ ଲେବଲ୍ ଅଫିସର (BLO)ଙ୍କ ପାଇଁ ବଡ଼ ଆର୍ଥିକ ପ୍ରୋତ୍ସାହନ ଘୋଷଣା। SIR ୨୦୨୬ ଭୋଟର ତାଲିକା ସଂଶୋଧନ କାର୍ଯ୍ୟରେ ନିୟୋଜିତ ସମସ୍ତ BLOଙ୍କୁ ଏହି ସମ୍ମାନ ଭତ୍ତା ପ୍ରଦାନ କରାଯିବ, ଯେଉଁଥିରେ ପ୍ରତ୍ୟେକ BLOଙ୍କୁ ବର୍ଷକୁ ୧୮ ହଜାର ଟଙ୍କା ଲେଖାଏ ଦିଆଯିବାର ବ୍ୟବସ୍ଥା…

ଆଉ ନାହାନ୍ତି ବଲିଉଡ୍ ଆକ୍ଟର ମୁସ୍ତାକ ଖାନ

ଜବଲପୁର: ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାର ଛୋଟ ସହର ବୈହାରରୁ ବାହାରି ହିନ୍ଦୀ ସିନେମାରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅଭିନେତା ମୁସ୍ତାକ ଖାନଙ୍କର ୫୬ ବର୍ଷ ବୟସରେ ପରଲୋକ ହୋଇଛି। ବହୁ ହିନ୍ଦୀ ସିନେମାରେ ସହ ଅଭିନେତା ଓ କମେଡି ଚରିତ୍ରରେ ନଜର ଆସୁଥିବା ଜଣାଶୁଣା…