Latest Odisha News

BREAKING NEWS

Yearly Archives

2026

ରୋହିତଙ୍କୁ ସମସ୍ତଙ୍କ ଆଗରେ ଜୟ ଶାହ କହିଲେ ଭାରତର ଅଧିନାୟକ

ମୁମ୍ବାଇ: ନିକଟରେ ଏକ କାର୍ଯ୍ୟକ୍ରମରେ ରୋହିତ ଶର୍ମାଙ୍କୁ ନେଇ ବିସିସିଆଇର ପୂର୍ବତନ ସେକ୍ରେଟାରୀ ଓ ବର୍ତମାନର ଆଇସିସି ଅଧ୍ୟକ୍ଷ ଜୟ ଶାହଙ୍କ ଏକ ବୟାନ ଏବେ ଭାଇରାଲ ହେବାରେ ଲାଗିଛି । ଏହି କାର୍ଯ୍ୟକ୍ରମରେ ସେ ରୋହିତଙ୍କୁ ଭାରତର ଅଧିନାୟକ ବୋଲି କହିଥିଲେ । ଅକ୍ଟୋବର ୨୦୨୫ରେ ଅଷ୍ଟ୍ରେଲିଆ…

ଜାନୁଆରୀରେ ମିଳିବ ୧୦ ଲକ୍ଷ ପକ୍କା ଘର: ମନ୍ତ୍ରୀ

ଭୁବନେଶ୍ୱର: ସୁଲଭ ଗୃହ ନିର୍ମାଣ ପାଇଁ ପ୍ରୋତ୍ସାହନ ସ୍ୱରୂପ ଓଡ଼ିଶା ସରକାର ଜାନୁଆରୀ ମାସରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ଅଧୀନରେ ପ୍ରାୟ ୧୦ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ହସ୍ତାନ୍ତର କରିବେ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଶୁକ୍ରବାର ଦିନ କହିଛନ୍ତି।…

‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ନିୟମରେ ବଡ ପରିବର୍ତ୍ତନ କଲେ ରାଜ୍ୟ ସରକାର

ଭୁବନେଶ୍ବର: ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ରେ ବଡ ପରିବର୍ତ୍ତନ କଲେ ରାଜ୍ୟ ସରକାର । ଏଥିରେ ଗ୍ରାମସଭାର ଭାଗୀଦାରି ବୃଦ୍ଧି କରାଯାଇଛି । ଏହି ଯୋଜନାରେ ନିର୍ମାଣ ହେଉଥିବା ପ୍ରକଳ୍ପରେ କୌଣସି ପ୍ରକାର କ୍ଷତିର ଭରଣା ସମ୍ପୃକ୍ତ ସଂସ୍ଥା କରିବ । ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ…

ପ୍ରଖ୍ୟାତ ଭାରତୀୟ ବୈଜ୍ଞାନିକ ନାମରେ ପୁଅ ନାଁ ରଖିଲେ ମସ୍କ

ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କ ସାନ ପୁଅର ଏକ ଫଟୋ ଅନଲାଇନରେ ଘୂରି ବୁଲୁଛି। କାରଣ ଏଥିସହିତ ତାଙ୍କର ଭାରତୀୟ କନେକ୍ସନ ରହିଛି। ସେ ପ୍ରସିଦ୍ଧ ଭାରତୀୟ ପଦାର୍ଥବିଜ୍ଞାନୀ ସୁବ୍ରହ୍ମଣ୍ୟମ୍ ଚନ୍ଦ୍ରଶେଖରଙ୍କ ନାମରେ ତାଙ୍କ ସାନ ପୁଅର ନାମ ଶେଖର ରଖିଛନ୍ତି। କାରଣ ତାଙ୍କ ପତ୍ନୀ ଶିବନ୍ ଗିଲିସ୍ ମଧ୍ୟ…

ପୁଅକୁ ହରାଇବା ଦୁଃଖରେ ବେଦାନ୍ତ ପ୍ରତିଷ୍ଠାତା ଦାନ କରିଦେଲେ ୭୫ % ସମ୍ପତ୍ତି

ନୂଆଦିଲ୍ଲୀ‌: ପୁଅକୁ ହରାଇବା ଦୁଃଖରେ ବେଦାନ୍ତ ପ୍ରତିଷ୍ଠାତା ଅନିଲ ଅଗ୍ରୱାଲ ବାଣ୍ଟିଦେଲେ ନିଜ ଅର୍ଜିତ ୭୫ ଭାଗ ସମ୍ପତ୍ତି। ବେଦାନ୍ତ ଗ୍ରୁପ୍ ପ୍ରତିଷ୍ଠାତା ଅନିଲ ଅଗ୍ରୱାଲଙ୍କ ପୁଅ ଅଗ୍ନିବେଶ ଅଗ୍ରୱାଲଙ୍କର ଆମେରିକାରେ ହଠାତ୍ ପରଲୋକ ହୋଇଯାଇଛି। ପୁଅର ମୃତ୍ୟୁରେ ଶିଳ୍ପପତି ଅନିଲ ଅଗ୍ରୱାଲ…

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଉସମାନ ଖୱାଜା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଉସମାନ ଖୱାଜା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ସେ ଇଂଲଣ୍ଡ ବିପକ୍ଷରେ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ଖୱାଜା ସିଡନି କ୍ରିକେଟ୍ ଗ୍ରାଉଣ୍ଡରେ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ। ୩୯ ବର୍ଷୀୟ ଖୱାଜା ପାକିସ୍ତାନରେ…

Iran Anti-Khamenei Protests: ବଢୁଛି ଇରାନରେ ଉତ୍ତେଜନା, ଘିଅ ଢାଳୁଛନ୍ତି ରାଷ୍ଟ୍ରପତି ଟ୍ରମ୍ପ, ଧନ୍ୟବାଦ୍ ଜଣାଇଲେ…

ନୂଆଦିଲ୍ଲୀ: ଇରାନରେ ଖାମେନେଇ ଶାସନ ବିରୁଦ୍ଧରେ ପ୍ରତିବାଦ ତୀବ୍ର ହୋଇଛି। ଇରାନର ନିର୍ବାସିତ ଯୁବରାଜ ରେଜା ପହଲଭିଙ୍କ ଆବେଦନ ପରେ, ହଜାର ହଜାର ଲୋକ ପ୍ରତିବାଦ ପାଇଁ ଘରୁ ବାହାରି ଆସିଛନ୍ତି। ତେହେରାନ ସମେତ ଅନେକ ସହରରେ ଗୁଳି ଚାଳନା ଶବ୍ଦ ଶୁଣାଯାଇଛି। ପ୍ରତିବାଦ ସମୟରେ ପୋଡ଼ାଜଳା ମଧ୍ୟ…

Medical Emergency In Space: ମହାକାଶ ଷ୍ଟେସନରେ ଖରାପ ହେଲା ମହାକାଶଚାରୀଙ୍କ ସ୍ୱାସ୍ଥ୍ୟ, ପ୍ରଥମ ଥର ପାଇଁ ଏମିତି…

ନୂଆଦିଲ୍ଲୀ: ଏକ ବିରଳ ନିଷ୍ପତ୍ତିରେ, ଆମେରିକୀୟ ମହାକାଶ ସଂସ୍ଥା ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ରେ ଏକ ଚାଲୁଥିବା ମିଶନକୁ ଶୀଘ୍ର ସମାପ୍ତ କରିବାକୁ ଘୋଷଣା କରିଛି। ନାସା କହିଛି ଯେ ଜଣେ ମହାକାଶଚାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ମହାକାଶ ସଂସ୍ଥା…

ଗିରଫ ହେବେ କି ମମତା? ସରକାରୀ କାମରେ ବାଧା ଦେବା ସହ ପ୍ରମାଣ ନଷ୍ଟ କରିବା ନେଇ ରହିଛି ଅଭିଯୋଗ

କୋଲକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗିରଫ କରାଯିବ କି? କୋଲକତା ହାଇକୋର୍ଟରେ ଶୁଣାଣି ପରେ ଏହି ନିଷ୍ପତ୍ତି ନିଆଯିବ । କେନ୍ଦ୍ରୀୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମମତା ବାନାର୍ଜୀଙ୍କ ବିରୋଧରେ ଏକ ଆବେଦନ ଦାଖଲ କରିଛି । ତାଙ୍କ ବିରୁଦ୍ଧରେ ସରକାରୀ କାର୍ଯ୍ୟ ଏବଂ…