Latest Odisha News

BREAKING NEWS

Yearly Archives

2026

ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାଣଙ୍କୁ ଗୁଜୁରାଟ ସରକାରଙ୍କ ବଡ ଉପହାର

ଗୁଜୁରାଟ : ଗୁଜୁରାଟ ସରକାର ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ସାଂସଦ ୟୁସୁଫ୍ ପଠାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ବଡୋଦରା ସହରର ତାନ୍ଦଲଜା ଅଞ୍ଚଳରେ ଥିବା ଏକ ୯୭୮ ବର୍ଗମିଟର ପରିମିତ ବିବାଦୀୟ ପ୍ଲଟ୍ କୁ ୟୁସୁଫ୍ ପଠାନଙ୍କୁ ଆବଣ୍ଟନ କରିବା ପାଇଁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। ଏହି…

ବିସ୍କୁଟରେ ମିଶୁଛି ଚୋକଡ, କ୍ଷୀରରେ ଡ଼ିଟରଜେଣ୍ଟ; ଏଫଏସଏସଏଆଇ ବଡ଼ କାର୍ଯ୍ୟାନୁଷ୍ଠାନ…

ନୂଆଦିଲ୍ଲୀ: ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ କରୁଥିବା ଅଭିଯୋଗରେ ପ୍ରିୟାଗୋଲ୍ଡ ବିସ୍କୁଟ ପ୍ରସ୍ତୁତ କରୁଥିବା କମ୍ପାନୀ ‘ସୂର୍ଯ୍ୟ ଫୁଡ୍ ଆଣ୍ଡ ଏଗ୍ରୋ’ ଲିମିଟେଡ୍ ବିରୋଧରେ ଏଫଏସଏସଏଆଇ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହା ସହ ଡ଼ୋଡ଼ଲା ଡ଼ାଏରୀ ଏବଂ ୟୁଇଆଇଆର ଅର୍ଗାନିକ ଫୁଡ୍ସ ଭଳି…

ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟିର ଗଞ୍ଜେଇ ଜବତ, ୩ ଅଟକ…

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର (BPIA)ରେ ମଙ୍ଗଳବାର ଦିନ ଡାଇରେକ୍ଟୋରେଟ୍ ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ (DRI) ଅଧିକାରୀମାନେ ପ୍ରାୟ ୩ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରିଛନ୍ତି। ଏହି ଜବତ ଘଟଣା ପରେ,ବ୍ୟାଙ୍କକରୁ ଆସିଥିବା ତିନି ଜଣ…

ଟାଇଗର ଶ୍ରଫ୍‌ଙ୍କୁ ଫାୟାରିଂ ପଛର ସତ୍ୟ ବାହାର କଲା ପୋଲିସ: ଚାକିରି ଓ ଟଙ୍କା ଲୋଭରେ କରାଯାଇଥିଲା ଆକ୍ରମଣ ‌

ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଗାଡ଼ି ଉପରକୁ ହୋଇଥିବା ଗୁଳିମାଡ଼ ଘଟଣାରେ ଏକ ବଡ଼ ଖୁଲାସା ହୋଇଛି। ଟଙ୍କା ଏବଂ ବିଦେଶରେ ଚାକିରି ପାଇବା ଲୋଭରେ ଅଭିଯୁକ୍ତମାନେ ଏହି ଆକ୍ରମଣ କରିଥିଲେ ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଛି। ମୁମ୍ବାଇର ଜୁହୁ ଅଞ୍ଚଳରେ ଘଟିଥିବା ଏହି ଆକ୍ରମଣ…

ଦେଶବାସୀଙ୍କୁ ମୋହନ ଭାଗବତଙ୍କ ସମ୍ୱୋଧନ: କହିଲେ, ଏକତା ଓ ପ୍ରଗତି ରାସ୍ତାରେ ଆମେ ଆଗକୁ ବଢ଼ିବା ଦରକାର

ନାଗପୁର: ମହାରାଷ୍ଟ୍ରରେ RSSର ବିଜୟାଦଶମୀ ଉତ୍ସବ ଅବସରରେ ମୋହନ ଭାଗବତ ଆତ୍ମଭାବ ଏବଂ ଆତ୍ମ-ସଚେତନତା ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି। ନାଗପୁରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠା ଦିବସ ସମାରୋହ ଉପଲକ୍ଷେ ଦେଶବାସୀଙ୍କୁ RSS ସରସଂଘଚାଳକ ମୋହନ ଭାଗବତ ସମ୍ୱୋଧିତ କରିଛନ୍ତି। ମୋହନ…

ରେଲୱେ ଟ୍ରାକ ନିକଟରେ କୁମ୍ଭୀର, ଚିନ୍ତାରେ ଲୋକେ

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ରେଢ଼ାଖୋଲ ଅଞ୍ଚଳର ଏକ ଗାଁ ନିକଟରେ ରେଳ ଧାରଣା ନିକଟରେ ଏକ କୁମ୍ଭୀର ବୁଲୁଥିବାର ଦେଖିବାକୁ ମିଳିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସୋମବାର ରାତିରେ ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ପାଟଖମାନ…

ଦଶହରା ଶୁଭେଚ୍ଛା: ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ବ୍ରଜ ମୋହନ ରାମ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜୟାଦଶମୀ ଓ ଦଶହରା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ରାଜ୍ୟବାସୀଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି। 'ଏକ୍ସ' (X) ରେ ଏକ ପୋଷ୍ଟ ମାଧ୍ୟମରେ ରାଜ୍ୟପାଳ…

ମା’କୁ ମାରି ରୋଷେଇ ଘରେ ପ୍ଲାଷ୍ଟର କରିବା ଘଟଣା: ପୁଅକୁ ଝାଡ଼ଖଣ୍ଡରୁ ଗିରଫ କଲା ପୋଲିସ

ପୁରୀ: କିଛିଦିନ ପୂର୍ବେ ଧର୍ମକ୍ଷେତ୍ର ଶ୍ରୀକ୍ଷେତ୍ରରୁ ଛାତି ଥରାଇ ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଥିଲା। ପୁରୀ ସହର କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ପତିତପାବନ ସାହିରେ ଏକ ଭଡା ଘରେ ମା’କୁ ହତ୍ୟା କରି ରୋଷେଇ ଘର ସ୍ଲାବ ତଳେ ପ୍ଲାଷ୍ଟର କରି ଫେରାର ହୋଇଯାଇଥିଲା ପୁଅ। ଏହି ଘଟଣା…

ମ୍ୟାଟ୍ରିମୋନିଆଲ୍ ସାଇଟ୍‌ରେ ପ୍ରେମ ଜାଲ: ବିବାହ ଆଶା ଦେଖାଇ କୋଟିଏ ଟଙ୍କା ଚୂନ

ଛତ୍ରପୁର: ବିବାହର ପ୍ରତିଶ୍ରୁତି ଦେଇ ମହିଳାମାନଙ୍କୁ ୧.୧୯ କୋଟି ଟଙ୍କାର ସାଇବର ଠକେଇ କରିଥିବା ଜଣେ ମାଷ୍ଟରମାଇଣ୍ଡକୁ ଗଞ୍ଜାମ ସାଇବର ପୋଲିସ ଗୋଆରୁ ଗିରଫ କରିଛି। ୩୯ ବର୍ଷୀୟ ଅଭିଯୁକ୍ତର ନାମ ଜିନୁ ସାହାନି ଓରଫ ରାକେଶ ରାଜପୁତ, ଯିଏକି କନ୍ଧମାଳ ଜିଲ୍ଲାର ବାସିନ୍ଦା। ସେ ମାଟ୍ରିମୋନିଆଲ୍…

ଭାରତରୁ ନିଜ ଦେଶ ଇଣ୍ଡୋନେସିଆକୁ ଫେରିଲା ଓରାଙ୍ଗଉଟାନ ଶାବକ

ମୁମ୍ବାଇ: ଇଣ୍ଡୋନେସିଆ ଫେରିଲା ଓରାଙ୍ଗଉଟାନ ଶାବକ 'ରକି'। ଆଗକୁ ନନ୍ଦନକାନନରେ ଥିବା ୫ ଶାବକ ମଧ୍ୟ ଫେରିଯିବେ। ମହାରାଷ୍ଟ୍ରରୁ ଉଦ୍ଧାର ହୋଇଥିବା ସୁମାତ୍ରାନ ଓରାଙ୍ଗଉଟାନ ଶାବକ(ରକି) ସଫଳତାର ସହ ଇଣ୍ଡୋନେସିଆକୁ ଫେରାଇ ଦିଆଯାଇଛି। ୨୦୨୪ ନଭେମ୍ବରରେ ଭାରତରୁ ଉଦ୍ଧାର ହୋଇଥିବା ବନମଣିଷ…