Latest Odisha News

BREAKING NEWS

Yearly Archives

2026

No More Fake Paneer: ବିକଳ୍ପ ଉତ୍ପାଦ ପାଇଁ ‘ପନୀର୍‌’ ଲେବଲ୍ ଉପରେ FSSAIର କଟକଣା

ନୂଆଦିଲ୍ଲୀ: ଅସଲୀ ନାଁରେ ନକଲି ଜିନିଷ ବିକ୍ରିର ଟ୍ରେଣ୍ଡ ଭିତରେ ଆସିଛି ଭଲ ଖବର । ଆଉ ବଜାରରେ ବିକ୍ରି ହେବନି ଫେକ୍ ପନୀର୍ । ପନୀର୍ ଉତ୍ପାଦରେ ରହିବ ପ୍ରଡକ୍ଟ ଡିଟେଲ୍ସ । ଆଉ ବ୍ୟବହାର ହେବନି ‘ପନୀର୍‌’ ଶବ୍ଦ । ଫୁଡ୍ ସେଫ୍‌ଟି ଓ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI)ର ନୂଆ…

Landslide In Kalinga Ghat:କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ;ଧସିଲା ନବନିର୍ମିତ ଗାର୍ଡ ୱାଲ୍ …ଏପଟେ ରାୟଗଡ଼ା…

ଭୁବନେଶ୍ୱର:ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଏପଟେ ଲଗାଣ ବର୍ଷାରେ କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ ହୋଇଛି । କଳିଙ୍ଗା ଘାଟିରେ ନବନିର୍ମିତ ଗାର୍ଡ ୱାଲ୍ ଧସିଛି । ଘାଟିର ଅନ୍ଧାରକୋଟି ସମ୍ମୁଖରେ ନିର୍ମାଣ ଚାଲିଥିବା ଗାର୍ଡୱାଲ୍ ବର୍ଷା ପାଣିରେ ଧୋଇ…

Scrub Typhus Cases Rise:ସ୍କ୍ରବ୍ ଟାଇଫସ୍ ଆତଙ୍କ;ଏହି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଟପିଲା

ସୁନ୍ଦରଗଡ଼:ସୁନ୍ଦରଗଡ ଜିଲ୍ଲାରେ ସ୍କ୍ରବ୍ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ୧୨ରେ ପହଞ୍ଚିଛି । ଜିଲ୍ଲାରେ ଏଯାଏଁ ୬ହଜାରରୁ ଅଧିକ ରକ୍ତ ନମୁନା ପରୀକ୍ଷା କରାଯାଇଛି । ସେଥିରୁ ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାର ଟପିଛି । ଯଦିଓ ଏହି ରୋଗରେ ଜିଲ୍ଲାରେ କାହାରି ମୃତ୍ୟୁ ହୋଇନାହିଁ,…

Bullet Train: ୩୨୦ କିମି ବେଗରେ ଦୌଡ଼ିବ ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍‌, ଟ୍ରାକ୍ ବଦଳାଇଲେ ବି ଲାଗିବନି ଝଟକା!…

ନୂଆଦିଲ୍ଲୀ: ଭାରତର ବୁଲେଟ୍ ଟ୍ରେନ୍‌କୁ ନେଇ ଅପେକ୍ଷା ଧୀରେ ଧୀରେ ଶେଷ ହେବାକୁ ଯାଉଛି। ମୁମ୍ବାଇ-ଅହମ୍ମଦାବାଦ ହାଇସ୍ପିଡ୍ ରେଳ କରିଡରରେ ଦୌଡ଼ିବାକୁ ଥିବା ଏହି ବୁଲେଟ୍ ଟ୍ରେନ୍‌ କେବଳ ଘଣ୍ଟାପ୍ରତି ୩୨୦ କିଲୋମିଟର ବେଗ ପାଇଁ ନୁହେଁ, ଏହାର ଟ୍ରାକ୍ ବଦଳାଇବା ପ୍ରଣାଳୀ ମଧ୍ୟ ବେଶ୍‌ ଖାସ୍‌…

New Release: ନାନୀଙ୍କ The Paradise ରିଲିଜ୍

ବ୍ୟୁରୋ: ରିଲିଜ୍ ହୋଇଛି ବହୁ ପ୍ରତିକ୍ଷିତ ତେଲୁଗୁ ଆକ୍ସନ ଡ୍ରାମା ଫିଲ୍ମ ‘ଦ ପାରାଡାଇଜ୍‌’ । ପୁଣି ନିଜ ଆକ୍ସନ ହିରୋ ଅବତାରରେ ନଜର ଆସିଛନ୍ତି ସାଉଥ୍ ସୁପରଷ୍ଟାର୍ ନାନୀ । ଶ୍ରୀକାନ୍ତ ଓଡେଲାଙ୍କ ନିର୍ଦ୍ଦେଶିତ ‘ଦ ପାରାଡାଇଜ୍‌’ରେ ଅନ୍ୟାନ୍ୟ ଭାଇଟାଲ୍ ରୋଲରେ କୟାଦୁ ଲୋହରା ଓ ରାଘବ ଜୋଏଲ…

Snake Bite Mystery: ୪୫ ଦିନ ଧରି ଗୋଡାଇଲାଣି ସାପ! ଖୋଜି ଖୋଜି ୧୭ ବର୍ଷୀୟା ଅନୀତାଙ୍କୁ ବାରମ୍ବାର…

ହାଥରସ: ଦେଢ ମାସ ହେଲାଣି ପିଛା ଛାଡୁନି! ୪୫ ଦିନରେ ୮ ଥର କାମୁଡିଲାଣି ସେହି ସମାନ ସାପ! ଟିଭି ଓ ବହିରେ ଆମେ ଅନେକ କାହାଣୀ ଦେଖିଛେ, ସାପ ତା’ର ଶତ୍ରୁକୁ ପିଛା କରେ, ୧୦୦ ଜନ୍ମ ବି ନିଏ କେବଳ ନିଜର ପ୍ରତିଶୋଧ ପୂରା କରିବା ପାଇଁ…କୁହନ୍ତି ସାପ ଆଖିରେ ଥରେ ଯାହାର ଛବି ଛପିଯାଏ, ତାକୁ…

ବିଧାନସଭାରେ କହିଲେ ମନ୍ତ୍ରୀ; ଚଳିତ ବର୍ଷ ବନ୍ୟାରେ ୭ ମୃତ, ୩୭ ଲକ୍ଷରୁ ଉର୍ଦ୍ଧ୍ୱ ପ୍ରଭାବିତ

ଭୁବନେଶ୍ୱର: ଚଳିତ ବର୍ଷ ଓଡ଼ିଶାର ୨୬ଟି ଜିଲ୍ଲାରେ ବନ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ମୋଟ ୩୭,୪୩,୯୪୩ ଜଣ ଲୋକ ପ୍ରଭାବିତ ହୋଇଛନ୍ତି ବୋଲି ଗୁରୁବାର ଦିନ ବିଧାନସଭାରେ ସୂଚନା ଦିଆଯାଇଛି। ବିଧାୟକ ଟଙ୍କାଧର ତ୍ରିପାଠୀଙ୍କ ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ ସମ୍ପର୍କିତ ଏକ ପ୍ରଶ୍ନର…

ପ୍ରବଳ ବର୍ଷା ପାଇଁ ଆହୁରି ବଢ଼ିପାରେ ସ୍କୁଲ ଛୁଟି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଗଭୀର ଅବପାତ ଯୋଗୁଁ ଲାଗିରହିଛି ବର୍ଷା। ରାଜ୍ୟରେ ଯଦି ବର୍ଷା ଜାରି ରହେ ତେବେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଓଡ଼ିଶା ସରକାର ସ୍କୁଲ ବନ୍ଦ ଅବଧି ବୃଦ୍ଧି କରିପାରନ୍ତି। ଗୁରୁବାର ଦିନ ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ…

ତେଲେଙ୍ଗାନା ଛାତ୍ରୀଙ୍କ ମୃତ୍ୟୁ ମାମଲା: ହତ୍ୟା କରି ଆତ୍ମହତ୍ୟା ରୂପ ଦେବାକୁ ଅଧ୍ୟାପକ ରଚିଥିଲେ ଷଡ଼ଯନ୍ତ୍ର

ହାଇଦ୍ରାବାଦ: ଜଣେ ୨୦ ବର୍ଷୀୟା ଇଞ୍ଜିନିୟରିଂ ଛାତ୍ରୀ ଥାନ୍ଦ୍ରା ଅକ୍ଷିତାରାଣୀ କୀଟନାଶକ ଔଷଧ ପିଇବା ପରେ ଯେଉଁ ଘଟଣାକୁ ପ୍ରଥମେ ଆତ୍ମହତ୍ୟା ବୋଲି କୁହାଯାଇଥିଲା, ତାହା ବର୍ତ୍ତମାନ ଏକ ସନ୍ଦେହଜନକ ହତ୍ୟା ମାମଲାର ତଦନ୍ତରେ ପରିଣତ ହୋଇଛି। ପୋଲିସ ଅଭିଯୋଗ କରିଛି ଯେ ତାଙ୍କୁ ଜବରଦସ୍ତି ବିଷ…

ମନ୍ଥର ହେଉଛି ଗଭୀର ଅବପାତର ବେଗ…

ଭୁବନେଶ୍ୱର: ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ଏହାକୁ ଲାଗି ରହିଥିବା ଦକ୍ଷିଣ ଓଡ଼ିଶା ଉପରେ ସୃଷ୍ଟ 'ଗଭୀର ଅବପାତ' (Deep Depression) ଗୁରୁବାର ଦିନ ଶେଷ ଛଅ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ପ୍ରାୟତଃ ସ୍ଥିର ଅବସ୍ଥାରେ ରହିଥିଲା।…