ବେକରେ ବିରଳ ସାପ ଧରି ବୁଲୁଥିଲେ ଯୁବକ, ଖାଇଲେ ଚୋଟ
ଭଦ୍ରକ: ବେକରେ ସାପ ଧରି ବୁଲିବା ବେଳେ ଚୋଟ ଖାଇଲେ ଯୁବକ । ଏପରି ଏକ ଘଟଣା ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳରେ ଘଟିଛି । ଗୁରୁତର ଯୁବକ ହେଲେ ସୁବଳ ସାହୁ । ସୁବଳ ଏକ ବିରଳ ରଙ୍ଗୀନ ସାପକୁ ବେକରେ ଗୁଡ଼ାଇ ବୁଲୁଥିଲେ ।
ସୂଚନାଥାଉକି,ସାପକୁ ବେକରେ ଗୁଡ଼ାଇ ବୁଲୁଥିବା ସମୟରେ ତାଙ୍କ ଡାହାଣ ହାତକୁ…