Latest Odisha News

BREAKING NEWS

Yearly Archives

2026

ଟିଏମସି ପାଇଁ ତିଆରି ହୋଇଥିଲା ଦେଢ଼ ଲକ୍ଷ ପତାକା, ଏବେ ଚିହ୍ନ ରଦ୍ଦ ଆଶଙ୍କାରେ ଚିନ୍ତାରେ କ୍ଷୁଦ୍ର ବ୍ୟବସାୟୀ

କୋଲକାତା: ତୃଣମୂଳ କଂଗ୍ରେସ (ଟିଏମସି) ର ଦଳୀୟ ଚିହ୍ନ 'ଘାସ-ଫୁଲ'କୁ ନେଇ ନିର୍ବାଚନ କମିଶନଙ୍କ ସମ୍ଭାବ୍ୟ କଟକଣା ବା ଫ୍ରିଜ୍ ହେବା ପରେ କେବଳ ରାଜନୈତିକ ମହଲରେ ନୁହେଁ, ବରଂ ସାଧାରଣ ବ୍ୟବସାୟୀଙ୍କ ପାଇଁ ମଧ୍ୟ ଏକ ବଡ଼ ଚିନ୍ତାର କାରଣ ପାଲଟିଛି । ଏହି ରାଜନୈତିକ ଅସ୍ଥିରତାର ସିଧାସଳଖ…

ଆନ୍ତର୍ଜାତୀୟ ଟି୨୦ରେ ଭାରତର ବିଶ୍ୱରେକର୍ଡ

ସାନୋ (ଜାପାନ): ଟି୨୦ ଭାରତୀୟ କ୍ରିକେଟ ଟିମ ନାମରେ ଆଉ ଏକ କୀର୍ତିମାନ ଯୋଡି ହୋଇଛି । ଆନ୍ତର୍ଜାତୀୟ ଟି୨୦ରେ ଟିମ ଇଣ୍ଡିଆ ପ୍ରଥମ ଦଳ ଭାବେ ୨୦୦ ବିଜୟ ହାସଲ କରି ବିଶ୍ୱରେକର୍ଡ କରିଛି । ୨୦୦୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ପ୍ରଥମ ଟି୨୦ ବିଜୟ ହାସଲ କରିଥିଲା । ଶ୍ରୀଲଙ୍କାକୁ ହରାଇ…

ସମ୍ପୂର୍ଣ୍ଣ ‘ବନ୍ଦେ ମାତରମ୍’ ଗାନ ଦାବି: ଜନସ୍ୱାର୍ଥ ମାମଲାର ଶୁଣାଣି କରି କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ଜାତୀୟ ଗୀତ 'ବନ୍ଦେ ମାତରମ୍'ର ସମ୍ପୂର୍ଣ୍ଣ ଗାନ ବା ସମସ୍ତ ୬ଟି ଯାକ ପଦ ଗାଇବା ପ୍ରସଙ୍ଗ ଏବେ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିଛି । ଏହି ପ୍ରସଙ୍ଗରେ ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି…

ଖାଉଟିଙ୍କ ପାଇଁ ବଡ଼ ଆଶ୍ୱସ୍ତି: ବିଶ୍ୱ ବଜାରରେ କମିବ ତୈଳ ଦର, ସାଉଦି ଆରାମକୋ ଆରମ୍ଭ କଲା ତୈଳ ଯୋଗାଣ

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ୍ ତୈଳ ଉତ୍ପାଦନକାରୀ କମ୍ପାନୀ ସାଉଦି ଆରାମକୋ ନିଜର ଗୁରୁତ୍ୱପୂର୍ଣ୍ଣ 'ଇଷ୍ଟ-ୱେଷ୍ଟ ତୈଳ ପାଇପଲାଇନ୍'ରେ ପୁନର୍ବାର ଅପରେସନ୍ ବା ତୈଳ ଯୋଗାଣ କାର୍ଯ୍ୟ ଆରମ୍ଭ କରିଛି । ବିଶ୍ୱ ତୈଳ ବଜାର ପାଇଁ ଏହା ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର । ଏହି ପାଇପଲାଇନ୍ ପୁଣିଥରେ…

ମହଙ୍ଗା ରିଚାର୍ଜରୁ ମୁକ୍ତି: ନିଜ ଇଚ୍ଛା ଅନୁଯାୟୀ କେବଳ କଲିଂ ପ୍ଲାନ୍ ବାଛିପାରିବେ ଗ୍ରାହକ

ନୂଆଦିଲ୍ଲୀ: ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଦେଶର କୋଟି କୋଟି ମୋବାଇଲ୍ ଗ୍ରାହକଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ଆଣିଛନ୍ତି। ଯେଉଁ ଗ୍ରାହକମାନେ କେବଳ ଫୋନ୍ କଲ୍ ଏବଂ ଏସଏମଏସ୍ ସେବାର ବ୍ୟବହାର କରୁଛନ୍ତି, ସେମାନଙ୍କୁ ଆଗାମୀ ଦିନରେ ଆଉ ମହଙ୍ଗା ରିଚାର୍ଜ କରିବାକୁ…

ଟାଟା ସନ୍ସରେ ବିଭାଜନ ପ୍ରସ୍ତାବ! ଆରବିଆଇ ନିୟମରୁ ବର୍ତ୍ତିବା ପାଇଁ ନୋଏଲ୍ ଟାଟାଙ୍କ ନୂଆ ଚାଲ୍

ମୁମ୍ବାଇ: ଦେଶର ସର୍ବବୃହତ୍ କର୍ପୋରେଟ୍ ଗ୍ରୁପ୍ 'ଟାଟା ସନ୍ସ' ଭିତରେ ଏବେ ଏକ ବଡ଼ ଧରଣର ଅନ୍ତର୍ଦ୍ୱନ୍ଦ୍ୱ ଦେଖାଦେଇଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର କଡ଼ା ନିୟମ ଅନୁଯାୟୀ ଟାଟା ସନ୍ସକୁ ସେୟାର ବଜାରରେ ତାଲିକାଭୁକ୍ତ କରାଯିବା ନେଇ ବାଧ୍ୟତାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । କିନ୍ତୁ…

ପେଟ୍ରୋଲ ପମ୍ପରେ ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ ନେବାକୁ କାହିଁକି ମନା କରୁଛନ୍ତି ମାଲିକ? ଜାଣନ୍ତୁ ଏହା ପଛର ଗଣିତ

ନୂଆଦିଲ୍ଲୀ : ଦେଶରେ ଡିଜିଟାଲ୍ ପେମେଣ୍ଟ ବା ୟୁପିଆଇ ନେଣଦେଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଏବେ ପେଟ୍ରୋଲ୍ ପମ୍ପ ଗ୍ରାହକ ଏବଂ ମାଲିକଙ୍କ ପାଇଁ ଏକ ନୂଆ ସମସ୍ୟା ଉପୁଜିଛି । ଏନ୍‌ପିସିଆଇ ପକ୍ଷରୁ ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ କାରବାର ଉପରେ ୫ ଟଙ୍କାର ଏକ ଫିକ୍ସଡ୍ ଚାର୍ଜ ଲାଗୁ…

ରାଜଧାନୀକୁ ମିଳିଲେ ନୂଆ ଡିସିପି, ରାଜ୍ୟର ୪ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନୂତନ ଦାୟିତ୍ୱ

ଭୁବନେଶ୍ୱର: ମୋହନ ମାଝୀ ସରକାର ରାଜ୍ୟ ପୋଲିସ ପ୍ରଶାସନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରିଛନ୍ତି । ମଙ୍ଗଳବାର ଦିନ ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ଏକ ନୂତନ ବିଜ୍ଞପ୍ତି ଅନୁଯାୟୀ, ୪ ଜଣ ଆଇପିଏସ୍ ଅଧିକାରୀଙ୍କୁ ବଦଳି କରାଯାଇ ନୂଆ ଦାୟିତ୍ୱ ଦିଆଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ…

ଆଇସିସି ଟି୨୦ ର‌୍ୟାଙ୍କିଙ୍ଗରେ ପୂନର୍ବାର ଶୀର୍ଷକୁ ଫେରିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଏସିଆନ ଗେମ୍ସରେ ଭାରତୀୟ ପୁରୁଷ କ୍ରିକେଟ ଟିମ ଜାପାନକୁ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ହରାଇ ଦେଇଛି । ଏହା ଭାରତ ଓ ଜାପାନ ମଧ୍ୟରେ ପ୍ରଥମ ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଥିଲା । ଏହା ପରେ ଆଇସିସି ପକ୍ଷରୁ ଜାରୀ କରାଯାଇଥିବା ଟି୨୦ ର‌୍ୟାଙ୍କିଙ୍ଗରେ ଭାରତ ପୂନର୍ବାର ଶୀର୍ଷ…