Latest Odisha News

BREAKING NEWS

Yearly Archives

2026

ଡିଜେ-ସାଉଣ୍ଡ ସିଷ୍ଟମ୍ ବ୍ୟବହାରକୁ ନେଇ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଖୁବଶୀଘ୍ର ଆସିବ ଗାଇଡଲାଇନ

ଭୁବନେଶ୍ୱର: ଆରମ୍ଭ ହେଲାଣି ପାର୍ବଣ ଋତୁ। ଆଉ ଏହି ସମୟରେ ବିଭିନ୍ନ ଅଞ୍ଚଳରେ ଉତ୍ସାହ ଲାଗି ରହିବ। ଏବେ ଗଣେଶ ପୂଜା ଶେଷ ହୋଇଛି। ଆଗକୁ ଦଶହରା, ଲକ୍ଷ୍ମୀପୂଜା ଓ କାଳୀପୂଜା ଆସୁଛି। ପାର୍ବଣକୁ ନେଇ ଚାରିଆଡେ ଉତ୍ସାହ ଲାଗି ରହିଥିବା ବେଳେ କମିସନରେଟ ପୋଲିସ ପକ୍ଷରୁ ଡିଜେକୁ ନିଷେଧ କରାଯାଇଛି।…

ଇତିହାସ ରଚିଲା ‘ରାକା’; ଆଲୁ ଅର୍ଜୁନ-ଆଟଲିଙ୍କ ଫିଲ୍ମ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସାମିଲ

ଚେନ୍ନାଇ: ତେଲୁଗୁ ସୁପରଷ୍ଟାର ଆଲୁ ଅର୍ଜୁନଙ୍କ ଆଗାମୀ ଫିଲ୍ମ 'ରାକା' ପାଇଁ ପ୍ରଶଂସକମାନେ ଉତ୍ସାହିତ ହୋଇରହିଛନ୍ତି, ଯାହା 'ପୁଷ୍ପା' ଏବଂ 'ପୁଷ୍ପା ୨' ଭଳି ଫିଲ୍ମ ସହିତ ଜାତୀୟ ଏବଂ ବିଶ୍ୱ ସ୍ତରରେ ପରିଚିତି ହାସଲ କରିଛି। ରିଲିଜ୍ ହେବାର ପ୍ରାୟ ଗୋଟିଏ ବର୍ଷ ପୂର୍ବରୁ ରାକା ଇତିହାସ…

ପ୍ଲାଷ୍ଟିକ୍ ବ୍ୟବସାୟ ପାଇଁ ଇପିଆର୍ ପୋର୍ଟାଲରେ ପଞ୍ଜୀକରଣ ବାଧ୍ୟତାମୂଳକ

ଭୁବନେଶ୍ୱର: ପ୍ଲାଷ୍ଟିକ୍ ପ୍ୟାକେଜିଂ ଓ ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନାକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରାଯାଇଛି। ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା ନିୟମ ୨୦୧୬ ଅନୁଯାୟୀ ପ୍ଲାଷ୍ଟିକ୍ ସମ୍ପର୍କିତ ବିଭିନ୍ନ ବର୍ଗର ସଂସ୍ଥା ଓ ବ୍ୟବସାୟୀଙ୍କ…

ବଙ୍ଗୋପସାଗରରେ ଅବପାତ: ଦକ୍ଷିଣ ଓଡିଶାର ଏହି ୪ ଜିଲ୍ଲାକୁ ‘ରେଡ୍ ୱାର୍ଣ୍ଣିଂ’, ରାଜ୍ୟ ସରକାରଙ୍କ…

ଭୁବନେଶ୍ବର: ପଶ୍ଚିମ-କେନ୍ଦ୍ରୀୟ ଏବଂ ତାହାର ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ବିଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୧୮ କିମି ବେଗରେ ପଶ୍ଚିମ ଆଡ଼କୁ ଗତି କରି ପୂର୍ବ ନିକଟରେ କେନ୍ଦ୍ରୀଭୂତ ହୋଇଛି। ଏହା ଗୋପାଳପୁର (ଓଡ଼ିଶା)ର ଦକ୍ଷିଣ-ପୂର୍ବରେ ପ୍ରାୟ ୨୦୦…

Sri Jagannath land: ମନ୍ତ୍ରୀଙ୍କ ନାଁରେ ଅଛି କି ମହାପ୍ରଭୁଙ୍କ ଜମି? ଉଠିଲା ପ୍ରଶ୍ନ, କଡା ଜବାବ ରଖିଲେ…

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ଶ୍ରୀଜଗନ୍ନାଥ ମନ୍ଦିରର ଜମି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କିମ୍ବା ତାଙ୍କ ପରିବାରର ନାଁରେ ରହିଛି କି ନାହିଁ? ଏହି ପ୍ରଶ୍ନକୁ ନେଇ ରାଜନୈତିକ ବୟାନବାଜି ତୀବ୍ର ହୋଇଛି।…

ସେକେଣ୍ଡ ହ୍ୟାଣ୍ଡ ସ୍କୁଟି କିଣୁଥିବା ବେଳେ ଧରାପଡ଼ିଲା ୪୫ ହଜାର ଟଙ୍କା ନକଲି ନୋଟ

ବରଗଡ଼: ଧରାପଡ଼ିଲା ୪୫ ହଜାର ଟଙ୍କାର ନକଲି ନୋଟ। ବରଗଡ଼ ଜିଲ୍ଲାରେ ଏକ ସେକେଣ୍ଡ ହ୍ୟାଣ୍ଡ ବାଇକ୍ କିଣିବା ସମୟରେ ୪୫ ହଜାର ଟଙ୍କାର ନକଲି ନୋଟ୍‌ ସହ ଜଣେ ନାବାଳକକୁ ପୋଲିସ ଧରିଛି। ଏହି ମାମଲାରେ ଜଣେ ନାବାଳକକୁ ବରଗଡ଼ ଟାଉନ ଥାନା ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ତେବେ ବରଗଡ଼…

ମଣିଷ ପେଟରେ ଘୁଷୁରୀ କିଡ୍‌ନୀ

ଆମେରିକା: ବିଶ୍ୱର ପ୍ରଥମ ଘଟଣା । ଜଣେ ମଣିଷ ପେଟରେ ଘୁଷୁରୀର କିଡ୍‌ନୀ । ଆଜ୍ଞା ହଁ, ଜଣେ ୬୬ବର୍ଷୀୟ ବ୍ୟକ୍ତି ବଂଚିଛନ୍ତି ଘୁଷୁରୀର କିଡ୍‌ନୀରେ । ପ୍ରାୟ ୨୭୧ଦିନ ବା ୯ ମାସ ହେବ ବିନା ମଣିଷ କିଡନୀରେ ଭଲ ଅଛନ୍ତି । ଘୁଷୁରୀ କିଡନୀକୁ ଦେହରେ ରଖି ଜୀବନ ବଂଚିିଛନ୍ତି ବ୍ୟକ୍ତି ଜଣକ । ଏପରି…

କଲରାପତରିଆ ବାଘ ଚମଡ଼ା ଜବତ କଲା ଭିଜିଲାନ୍ସ, ଜଣେ ଅଟକ

ଭୁବନେଶ୍ୱର: ନୂଆପଡ଼ା ଜିଲ୍ଲାର ଖରିଆର ବନଖଣ୍ଡ ଅନ୍ତର୍ଗତ ଉଦ୍ୟାନବନ୍ଧ ବନାଞ୍ଚଳରେ ଓଡ଼ିଶା ଭିଜିଲାନ୍ସର ବନ ବିଭାଗ (ଫରେଷ୍ଟ ୱିଙ୍ଗ୍) ପକ୍ଷରୁ ମଙ୍ଗଳବାର ଦିନ କରାଯାଇଥିବା ଏକ ଚଢ଼ଉ ସମୟରେ ଏକ କଲରପତରିଆ ବାଘ ଚମଡ଼ା ଜବତ କରାଯାଇଛି। ଏକ ସୂଚନା ଆଧାରରେ ଭିଜିଲାନ୍ସ ଅଧିକାରୀମାନେ ଏହି…

ଜାମୁଇରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ, ମୁଖ୍ୟ ଅଭିଯୁକ୍ତକୁ ଏନକାଉଣ୍ଟର

ପାଟଣା: ବିହାରର ଜାମୁଇରେ ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ନନ୍ଦନ ଯାଦବ ପୋଲିସ ଏନକାଉଣ୍ଟରରେ ଆହତ ହୋଇଛି। ସୂତ୍ର ଅନୁଯାୟୀ ଅଭିଯୁକ୍ତ ସେହି ମାଡୱା ପାହାଡ଼ ନିକଟରେ ଲୁଚି ରହିଥିବା ଜଣାପଡିଛି ଯେଉଁଠାରେ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିଲା। ପୋଲିସ…

HIV: ବଟିକା ଅପେକ୍ଷା ଇଂଜେକ୍ସନ ଭଲ !

ବ୍ୟୁରୋ: ଏଚଆଇଭି ଭାଇରସକୁ ମୂଳରୁ ଦମନ କରିବାର ନୂଆ ଅଧ୍ୟୟନ ସାମ୍ନାକୁ ଆସିଛିା ଏଣିକି ବଟିକା ନୁହେଁ ଏଚଆଇଭି ଇଂଜେକ୍ସନ ଭାଇରସକୁ ମୂଳୋତ୍ପାଟନ କରିବାରେ ହେବ ରାମ ବାଣ । ଦ ଲାନସେଟ୍‌ରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଇଂଜେକ୍ସନ ନେଉଥିବା ଗୋଟେ ପ୍ରତିଶତ ଲୋକଙ୍କ ମଧ୍ୟରେ ୯୬…