Latest Odisha News

BREAKING NEWS

Yearly Archives

2026

Amitabh thakur hospitalised: ଜେଲରେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ ଅମିତାଭ ଠାକୁର

ୟୁପି: ପୂର୍ବତନ ଆଇପିଏସ ଅଧିକାରୀ ଅମିତାଭ ଠାକୁରଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଛି। ସେ ବର୍ତ୍ତମାନ ଦେବରିୟା ଜିଲ୍ଲା ଜେଲରେ ବନ୍ଦୀ ହୋଇ ରହିଛନ୍ତି ।  ତାଙ୍କୁ ଗତକାଲି ବିଳମ୍ବିତ ରାତିରେ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା।  ଛାତିରେ ଗଭୀର ଛାତିରେ ଯନ୍ତ୍ରଣା ଅନୁଭବ…

CG Naxal Surrender: ସାତ ମହିଳାଙ୍କ ସମେତ ୨୬ ନକ୍ସଲଙ୍କ ଆତ୍ମସମର୍ପଣ; ମୁଣ୍ଡରେ ଥିଲା ୬୫ ଲକ୍ଷ

ଛତିଶଗଡ: ସୁକମାରେ ୨୬ଜଣ ନକ୍ସଲଙ୍କ ଆତ୍ମସମର୍ପଣ । ଏହି ସମସ୍ତ ନକ୍ସଲବାଦୀ ହିଂସାର ପଥ ପରିତ୍ୟାଗ କରିଛନ୍ତି । ଏହି ଆତ୍ମସମର୍ପଣ କରିଥିବା କ୍ୟାଡରମାନେ PLGA ବାଟାଲିୟନ, ଦକ୍ଷିଣ ବସ୍ତର ଡିଭିଜନ, ମାଡ୍ ଡିଭିଜନ ଏବଂ ଆନ୍ଧ୍ର-ଓଡ଼ିଶା ସୀମା (AOB) ଅଞ୍ଚଳରେ ଦୀର୍ଘ ସମୟ ଧରି ସକ୍ରିୟ ଥିଲେ।…

ଆଉ ଭାରତର ଏସଜି କମ୍ପାନୀର ବ୍ୟାଟ ବ୍ୟବହାର କରିପାରିବେନି ବାଂଲାଦେଶ ଖେଳାଳି

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ଅଶାନ୍ତି ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରଭାବ କ୍ରୀଡା କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି । ଆଇପିଏଲରୁ ମୁସ୍ତାଫିଜୁର ରହେମାନଙ୍କୁ ବାହାର କରାଯିବା ପରେ ବାଂଲାଦେଶ ଆଇପିଏଲ ପ୍ରସାରଣ ଉପରେ ରୋକ ଲଗାଇଛି । ଭାରତର ପ୍ରତିଷ୍ଠିତ ବ୍ୟାଟ…

Gangster Aman Bhainswal arrested: ଭାରତ ଆସିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅମନ୍ ଭୈନ୍ସୱାଲ, ଆସୁଆସୁ କରାଗଲା ଗିରଫ

ନୂଆଦିଲ୍ଲୀ: ହରିୟାଣା ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ୍)ର ଅନ୍ତର୍ଜାତୀୟ ସ୍ତରରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ। ସୋନିପତର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅମନ ଭେଁସଓ୍ବାଲକୁ ବୁଧବାର ଭାରତ ଅଣାଯାଇଛି । ହିମାଂଶୁ ଭାଉ ଗ୍ୟାଙ୍ଗର ଏହି ସାର୍ପ ସୁଟରକୁ ଇଣ୍ଟରପୋଲ୍ ଓ ଗୃହ ମନ୍ତ୍ରଣାଳର ସହଯୋଗରେ…

ହରିଦ୍ୱାରରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ ଲାଗିପାରେ ରୋକ୍

ଡେରାଡୁନ: ହରିଦ୍ୱାର କୁମ୍ଭମେଳା ଅଞ୍ଚଳର ସମସ୍ତ ଧାର୍ମିକ ସ୍ଥଳ ଏବଂ ଗଙ୍ଗା ଘାଟରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ ରୋକ୍ ଲଗାଇପାରନ୍ତି ଉତ୍ତରାଖଣ୍ଡ ସରକାର। ଏପରିକି ହରିଦ୍ୱାର ଏବଂ ଋଷିକେଶର ନଗର ନିଗମ ଅଞ୍ଚଳ ସମେତ ସମଗ୍ର କୁମ୍ଭ ମେଳାକୁ ଏକ ପବିତ୍ର ସନାତନ ନଗରୀ ଭାବେ ମଧ୍ୟ ଘୋଷଣା…

Silent Warriors Of Indian Army: ଜାଣନ୍ତି କି ଭାରତୀୟ ସେନାର ନୀରବ ଯୋଦ୍ଧା କିଏ?, ଗଣତନ୍ତ୍ର ଦିବସ ପରେଡ୍…

ନୂଆଦିଲ୍ଲୀ: ପ୍ରତିବର୍ଷ ଜାନୁଆରୀ ୨୬ ତାରିଖରେ ଗଣତନ୍ତ୍ର ଦିବସ ପାଳନ କରାଯାଏ। ଏହି ସମୟରେ, ନୂଆଦିଲ୍ଲୀର ଡ୍ୟୁଟି ରେଖାରେ ଏକ ପରେଡ୍ ଅନୁଷ୍ଠିତ ହୁଏ। ଏହା ୧୯୫୦ ମସିହାରେ ଆରମ୍ଭ ହୋଇଥିଲା ଏବଂ ସେବେଠାରୁ ଏହା ଏକ ପ୍ରମୁଖ ଆକର୍ଷଣ ହୋଇଆସିଛି। ଏହା ଦେଶର ସାମରିକ ଶକ୍ତି ଏବଂ ସାଂସ୍କୃତିକ…

ଆମେ ଭେନେଜୁଏଲାର ବିକାଶ ଉପରେ ଚିନ୍ତିତ: ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁବ୍ରମଣ୍ୟମ୍‌ ଜୟଶଙ୍କର ମଙ୍ଗଳବାର ଦିନ ଭେନେଜୁଏଲାର ସାମ୍ପ୍ରତିକ ଘଟଣାବଳୀକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଦକ୍ଷିଣ ଆମେରିକୀୟ ଦେଶରେ ଆମେରିକାର ସଦ୍ୟତମ କାର୍ଯ୍ୟାନୁଷ୍ଠାନ ପରେ ପ୍ରଥମ ଦୃଢ଼ ସାର୍ବଜନୀନ ବିବୃତ୍ତି ଜାରି କରିଛନ୍ତି। ସେ…

Census 2026: ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା

ଭୁବନେଶ୍ୱର: ଚଳିତ ବର୍ଷ ଓଡ଼ିଶାରେ ଏପ୍ରିଲରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା। ଓଡ଼ିଶାର ଜନଗଣନା କାର୍ଯ୍ୟ ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣଙ୍କ ଅନୁଯାୟୀ, ଜନଗଣନା କାର୍ଯ୍ୟ ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟ ଏପ୍ରିଲରୁ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ…

Aparajita sarangi meets Nitin gadkari: ନୀତିନ ଗଡକରୀଙ୍କୁ ଭେଟିଲେ ଅପରାଜିତା ଷଡଙ୍ଗୀ, ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଜି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ନୂଆଦିଲ୍ଲୀରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହି ଅବସରରେ ୩ଟି ମୁଖ୍ୟ ଦାବି ରଖିଥିଲେ ଭୁବନେଶ୍ୱର…

Donald Trump Fears Impeachment: ଟ୍ରମ୍ପଙ୍କୁ ଘାରିଛି ପଦବୀ ଯିବା ଭୟ…ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ…

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ମନମୁଖୀ କାର୍ଯ୍ୟ କରୁଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବେ ଅନୁଭବ କରୁଛନ୍ତି ଯେ ତାଙ୍କ ପଦବୀ ବିପଦରେ ଅଛି। ସେ ତାଙ୍କ ସମର୍ଥକମାନଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ତାଙ୍କ ରିପବ୍ଲିକାନ୍ ପାର୍ଟି ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଜିତିବାରେ ବିଫଳ…